Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଅସହାୟଙ୍କୁ କମ୍ବଳ ବଣ୍ଟନ
କେନ୍ଦୁଝର,ତା୩୦/୧୨- ଶୀତ ଋତୁର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସହାନୁଭୂତି ମୂଳକ ପଦକ୍ଷେପ ଭାବେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନବପ୍ରେମୀ ସେବା ଟ୍ରଷ୍ଟ୍ ଓ ଇକୋରାଇଜ୍ ଆଲିଆନ୍ସ୍ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ନାରଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବସବାସ କରି…
ଜିଲ୍ଲା ସ୍ତରିୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳl
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଆଜି ତା ୩୦.୧୨.୨୫ ରିଖ, ମଙ୍ଗଳ ବାର ଦିନ, ସ୍ଥାନୀୟ ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ, ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ତୃତୀୟ ବାର୍ଷିକ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,୨୦୨୫ ଆରମ୍ଭ ହୋଇଛି।ପ୍ରଥମ ଦିବସ ରେ ଦିବା…
ଡେରାବିଶ ମହୋତ୍ସବରେ କୋରାନ ପାଠ ଅଭିଯୋଗ,ଥାନାରେ ଏତଲା ଗୋବର ପାଣିରେ ମଞ୍ଚ ହେଲା ପବିତ୍ର ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶ ମହୋତ୍ସବ ମଞ୍ଚରେ ଜଗନ୍ନାଥଙ୍କ ସାମ୍ନାରେ କୋରାନ ପାଠ ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ଧାର୍ମିକ ଭାବନାକୁ ଆଘାତ ଲାଗିଥିବା ଅଭିଯୋଗ କରି ଡେରାବିଶର ଦଧିବାମନଜୀଉ ଯୁବକ ସଂଘ ପକ୍ଷରୁ ଡେରାବିଶ ଥାନାରେ…
ଉଦଯାପିତ ହେଲା ରାମ ନଗର ପ୍ରିମିୟର୍ ଲିଗ୍
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ମାଲକାନଗିରି ଜିଲ୍ଲା ଏମଭି ୭୯ ଗ୍ରାମସ୍ଥିତ ଶାବେରୀ ଖେଳ ପଡିଆରେ ଗତ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଥିବା । ଛଗୋଟି କ୍ରିକେଟ ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ମ୍ୟାଚର…
ବଣିଆପାଟ ଶିଶୁ ମନ୍ଦିର ରୌପ୍ୟ ଜୟନ୍ତୀ ଉଦଯାପିତ
କେନ୍ଦୁଝର,ତା୩୦/୧୨- ସ୍ଥାନୀୟ କଲେଜରୋଡସ୍ଥ ବଣିଆପାଟ ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଅଛି। ଏହି ଉତ୍ସବ ଚଳିତ ଡିସେମ୍ବର ୨୮,୨୯,୩୦ ତାରିଖ ତିନି ଦିନ ଧରି ବିଦ୍ୟାଳୟ ପରିସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟିତ କରି ବର୍ତ୍ତମାନ ସମାଜରେ…
ଲୋକକଳା, ସଂଗୀତ, ନୃତ୍ୟ, ସଂସ୍କୃତି ଓ ପରମ୍ପରାର ପଞ୍ଚ ତରଙ୍ଗ ପଞ୍ଚମ ସନ୍ଧ୍ୟା ମଞ୍ଚକୁ ଉତ୍କୃଷ୍ଠ କରିଛି l
ଚଇତି ନିମନ୍ତେ ସ୍ଥାୟୀ ଜାଗା ବ୍ୟବସ୍ଥା ହେବ
ଜିଲାକୁ ଦେଶର ଏକ ନମ୍ବର କରିବାକୁ ଆହ୍ୱାନ : ସାଂସଦ ସପ୍ତଗିରି,
୬ କୋଟି ୨୩ ଲକ୍ଷ ୯୮ ହଜାର ବ୍ୟବସାୟ କରି ରେକର୍ଡ କରିଛି ପଲ୍ଲିଶ୍ରୀମେଳା
ରାୟଗଡା: (ସରୋଜ କୁମାର ସାହୁ) ଆଜି ପଞ୍ଚମ ଦିନର ଶେଷ ସନ୍ଧ୍ୟାରେ ରାୟଗଡ଼…
ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ
https://youtu.be/Pp984YCNpXw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟଳୟ ପ୍ରାଙ୍ଗଣ ଠାରେ ଜିଲ୍ଲାସ୍ତରୀୟ ଖରିଫ - ୨୦୨୫ -୨୬ ଧାନ କ୍ରୟ ମଣ୍ଡିକୁ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି…
ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ସାମ୍ବାଦିକଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟର ସମସ୍ତ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି | ଜିଲ୍ଲାରେ ଜିଲ୍ଲାଠାରୁ ବ୍ଲକ ପର୍ଯ୍ୟନ୍ତ…
ଭଞ୍ଜନଗର ଉପଖଣ୍ଡ ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍ ସେଣ୍ଟର୍ ର…
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କାର୍ଯ୍ୟକ୍ରମର ଶୁଭାରମ୍ଭ ରେ ମାନ୍ୟବର ମୁଖ୍ୟ ଅତିଥି, ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ କର କମଳ ରେ ଉଦ୍ଘାଟନ କରାଯାଇଥିବା ବେଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି କୀର୍ତ୍ତି ଭାସନ,…
ମେଡିକାଲ କଲେଜ ନିର୍ମାଣ ଦାବି: ୨ରେ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ ଦାବି ନେଇ ୭ଟି ବ୍ଲକରୁ ଦାବି ହେଉଛି । ଏନେଇ ଆଜି ନୟାଗଡ଼ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨ ତାରିଖ ଶୁକ୍ରବାର ଦିନ ସକାଳ ୧୦ ଘଟିକାରେ ନୟାଗଡ଼ ଜିଲ୍ଲା…