Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ନୂଆବର୍ଷ ପାଳନ
ଭୁବନେଶ୍ୱର, ଜାନୁଆରୀ ୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ଗୁରୁବାର ହସ୍ପିଟାଲ ପରିସରରେ ନୂଆବର୍ଷ ପାଳନ କରାଯାଇଛି । ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ…
୭୯ ତମ ସୁନ୍ଦରଗଡ଼ ପ୍ରତିଷ୍ଠା ଦିବସ ଧୁମଧାମ ଭାବରେ ପାଳିତ
https://youtu.be/cCDsKnJ47tY
ସୁନ୍ଦରଗଡ଼ : ଗାଙ୍ଗପୁରଗଡ଼ ଓ ବଣେଇଗଡ଼କୁ ମିଶାଇ ୧୯୪୮ ମସିହା ଜାନୁଆରୀ ୧ ତାରିଖରେ ଗଠିତ ହୋଇଥିଲା ସୁନ୍ଦରଗଡ଼ ଜିଲ୍ଲା | ଆଜି ଠିକ ୭୯ ବର୍ଷ ପୂର୍ଣ୍ଣ ହେବା ପରେ ପାଳିତ ହୋଇଛି ଧୁମଧାମ ଭାବରେ ୭୯ ତମ ସୁନ୍ଦରଗଡ଼ ପ୍ରତିଷ୍ଠା ଦିବସ | ଏହି ଅବସରରେ ଆଜି…
ମାଞ୍ଜା ସୂତା ରୁ ଅଳ୍ପେକେ ବଞ୍ଚିଲେ ପିଉସୀ ପୁତୁରା
କଟକ ରୁ ନିରଞ୍ଜନ ଆଚାର୍ଯ୍ୟ: କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ପଂଚାୟତ ଶ୍ରୀରାମ ଗ୍ରାମରେ ବୁଧବାର ସକାଳ ୧୦ ଘଟିକା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା । ତେବେ ପ୍ରତ୍ୟେକ ଦିନ ପିଉସୀ ଓ ପୁତୁରା ନିଜର ଗନ୍ତ୍ୟବ ସ୍ଥଳକୁ ବାଇକ୍ ଗୋଗେ ଯାଉଥିବା ସମୟରେ ହଠାତ୍ ମାଞ୍ଜା ଗୁଡ଼ି…
କଥା ଦେଇ କଥା ରଖିଲେ ଜିଲ୍ଲାପାଳ, ବିଚ୍ଛିନ୍ନାଞ୍ଚଳ ନେପାଳ ଗ୍ରାମକୁ ଭିଟିଲା ରାସ୍ତା
ସୈ।ରଶକ୍ତିରେ ଘର ଓ ଗ୍ରାମ ହେଲା ଆଲୋକିତ,
ପ୍ରତି ପରିବାରକୁ ମିଳିଲା ପାନୀୟ ଜଳ,
ଅସ୍ଥାୟୀ ବିଦ୍ୟାଳୟରେ ମିଳିବ ମଧ୍ୟାନ୍ନ ଭୋଜନ,
୨୦୨୫ ମୋ ପାଇଁ ସାର୍ଥକ ହେଲା(ଜିଲ୍ଲାପାଳ)
ଓଡ଼ଗାଁ,୩୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର…
ରଘୁନାଥଜିଉଙ୍କର ଶ୍ରୀରାମ ତାରକ ମହାଯଜ୍ଞ ଉଦଯାପିତ
ଓଡ଼ଗାଁ,୩୧।୧୨(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିରାଜିତ ମର୍ଯ୍ୟାଦା ପୁରୁଷୋତମ ଶ୍ରୀଶ୍ରୀ ରଘୁନାଥଜିଉଙ୍କର ୪ ଦିନ ବ୍ୟାପୀ ଶ୍ରୀରାମ ତାରକ ମହାଯଜ୍ଞ ଉଦଯାପିତ ହୋଇଯାଇଛି | ଜୟ ଶ୍ରୀରାମ ସେବା ସମିତି ଆନୁକୂଲ୍ୟରେ ରବିବାର ଅନୁକୂଳ ହୋଇଥିବା ଏହି କାର୍ଯ୍ୟକ୍ରମରେ ରବିବାର…
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲରେ ବଣ୍ଟନ ନିମନ୍ତେ IEC ସାମଗ୍ରୀକୁ ଉଦଘାଟନ କଲେ ଜିଲ୍ଲାପାଳ ।
କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ) ମଙ୍ଗଳବାର ଦିନ ଜିଲ୍ଲାର ସ୍କୁଲ ମାନଙ୍କରେ କିଶୋର କିଶୋରୀଙ୍କ ପୁଷ୍ଟିକର ସ୍ୱାସ୍ଥ୍ୟ ସହିତ ଚକ୍ଷୁ ପରୀକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ରଘୁରାମ ଆର ଆୟର ପୁରୁଣା ଡାକ୍ତରଖାନା ସ୍ଥିତ ସମ୍ମିଳନୀ କକ୍ଷରେ IEC(Information…
ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ଉପଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ
ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) :- ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ପାଟଣାଗଡ ଉପଖଣ୍ଡ ସ୍ତରୀୟ ବୈଠକ ସ୍ଥାନୀୟ ପାଟଣାଗଡ଼ ବରମପୁରାସ୍ଥିତ ସୁଭଦ୍ରା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପାଟଣାଗଡ ବ୍ଲକ ସଭାନେତ୍ରୀ ଲଳିତା ବାଗଙ୍କ ଆହ୍ୱାନ କ୍ରମେ ଏହି ବୈଠକର ଆୟୋଜନ କରାଯାଇଥିଲା।…
ଖଣ୍ଡସିବାଞ୍ଜିରେ ସିର୍ଜିନା ବନବିହାର କାର୍ଯ୍ଯକ୍ରମ ଅନୁଷ୍ଠିତ।
ପଦ୍ମପୁର:- ଖଣ୍ଡସିବାଞ୍ଜି ଗ୍ରାମରେ ସିର୍ଜିନା ବନ ବିହାର କାର୍ଯ୍ଯକ୍ରମରେ ୧୯ ଜଣ ସଭ୍ୟ ସଭ୍ୟା ସହିତ ଗାଁ ର ଯୁବ ଗୋଷ୍ଠୀ ଓ ଗ୍ରାମର ଭଦ୍ର ମଣ୍ଡଲିଯୋଗ ଦାନ କରି ଥିଲେ। ଶ୍ରୀଯୁକ୍ତ ଆଖଣ୍ଡଲ ଦାଶ ଙ୍କ ସଭାପତିତ୍ଵ ରେ ମନୋଜ୍ଞ କବିତା ପାଠ ହୋଇଥିଲା। ଏହାକୁ ସଂଯୋଜନା କରି ଥିଲେ ସୁଶ୍ରୀ ରଞ୍ଜୁ…
ଯୋଗାଣ ବିଭାଗ ଦ୍ଵାରା ବିଭିନ୍ନ ଦୋକାନ ଉପରେ ଚଢ଼ାଉ ।
୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର / ପଦ୍ମପୁର ତା: ୩୧-୧୨-୨୦୨୫ରିଖ ଦିନ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି ଓ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଲଳିତ…
ପରିବେଶ କୁ ବିଗାଡ଼ୁଛି ଧାନ କ୍ଷେତର ଧୂଆଁ
ଅସ୍ତରଙ୍ଗ :୩୧.୧୨.୨୦୨୫ ପରିବେଶ ପ୍ରଦୂଷଣ ବର୍ତମାନ ପୃଥିବୀ ପାଇଁ ଏକ ବଡ ସଙ୍କଟ ହୋଇ ଉଭା ହୋଇଛି | ପରିବେଶ କୁ ପ୍ରଦୂଷଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଏହି ମାନବ ସମାଜ ,ମନୁଷ୍ୟ କୃତ୍ୟ ବିଭିର୍ନ ପ୍ରଦୂଷଣ ଦିନକୁ ଦିନ ବଢିଚାଲିଛି | ବିଭିର୍ନ ପ୍ରଦୂଷଣ ମଧ୍ୟରେ ବାୟୁ ପ୍ରଦୂଷଣ ,ଜଳ…