Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ
https://youtu.be/ETSGfbdir-4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡ଼ିୟମ ଠାରେ ମହାଡମ୍ୱରେ ପାଳନ କରାଯାଇଛି | ଆଜିର ଜିଲ୍ଳାସ୍ତରୀୟ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ!-->!-->!-->!-->!-->…
ରାୟଗଡ଼ରେ ଗରିମା ଓ ଦେଶଭକ୍ତିର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ
ରାୟଗଡ଼, ୧୫/୦୮/୨୦୨୬: ରାୟଗଡ଼ ଜିଲ୍ଲାରେ ଉତ୍ସାହ, ଗରିମା ଓ ଦେଶଭକ୍ତିର ଭାବନା ସହ ୮୦ତମ ସ୍ୱାଧୀନତା ଦିବସ ଧୁମଧାମରେ ପାଳିତ ହୋଇଛି। ସ୍ଥାନୀୟ ପିଏମ୍ ଶ୍ରୀ ଜିସିଡି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ!-->!-->!-->…
ବଲାଙ୍ଗୀର ସଦରମହକୁମାରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ
ବଲାଙ୍ଗୀର (୧୫/୦୮): ବଲାଙ୍ଗୀର ସଦରମହକୁମାରେ ଆଜି ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସ୍ଥାନୀୟ ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମୁଖ୍ୟ ସମାରୋହରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା,!-->…
ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀ, ମା’ ଭଉଣୀ, ହିତାଧିକାରୀ ଓ ଉଦ୍ୟୋଗୀଙ୍କୁ ଭେଟିଲେ ସାଂସଦ
ଜନଜାତି ଶିକ୍ଷା, ମହିଳା ସଶକ୍ତିକରଣ, ହିତାଧିକାରୀ କଲ୍ୟାଣ ଓ ଗ୍ରାମ୍ୟ ଉଦ୍ୟୋଗର ସର୍ବାଙ୍ଗୀନ ବିକାଶ ଆମର ପ୍ରାଥମିକତା - ଧର୍ମେନ୍ଦ୍ର ପ୍ରଧାନ
• ଝରବାହାଳ ଏସଏସଡି ହାଇସ୍କୁଲରେ ପୌଡ଼ି ଭୂୟାଁ, ମୁଣ୍ଡା ଓ ଅନ୍ୟ ଜନଜାତି ଛାତ୍ରଛାତ୍ରୀଙ୍କ ସହ କଲେ ଭାବବିନିମୟ• ଗୋଳାବନ୍ଧ ଠାରେ!-->!-->!-->!-->!-->…
ଜଗତସିଂହପୁର ଜିଲ୍ଲା ସଦର ମହକୁମା ରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ଜଗତସିଂହପୁର, ତା ୧୫.୦୮.୨୦୨୬: ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, କଟକ!-->!-->!-->…
ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୦ ତମ ସ୍ବାଧିନତା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନସିକ ଅନଗ୍ରସ "ନିୟତି" ସ୍କୁଲ୍ ରେ ୮୦ତମ ସ୍ବାଧିନତା ଦିବସ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ନିୟତି ସ୍କୁଲ୍ ଅଧ୍ୟକ୍ଷା ସ୍ୱେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ମଳୟ ମିଶ୍ର କୁମାର ସେଠୀ ଯୋଗ ଦେଇ ଜାତୀୟ!-->!-->!-->…
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ 80ତମ ସ୍ୱାଧୀନତା ଦିବସ ପାଳିତ
ଜଗତସିଂହପୁର ତା.15.08: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ 80ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ସାରିବା ପରେ ଛାତ୍ର ଛାତ୍ରୀ!-->!-->!-->…
ବାସୁଦେବପୁର ରେ ଅଶି ତମ ସ୍ୱାଧୀନତା ଦିବସ ପାଳିତ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଓ ପୌର ପରିଷଦ ରେ ବିଭିନ୍ନ ସ୍ଥାନ ରେ ଅଶି ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ ହୋଇ ଯାଇଛି।ବାସୁଦେବପୁର ର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ରାଜନୈତିକ ଦଳ, ବ୍ୟବସାୟିକ ଅନୁଷ୍ଠାନ ପକ୍ଷ ରୁ ପତାକା!-->!-->!-->…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରମ୍ଭା ଠାରେ ଦେଶର ୮୦ ତମ ସ୍ଵାଧୀନତା ଦିବସ ପାଳନ
ରମ୍ଭା-:15.08.2026-: -(ଶିବରାମ ଚୌଧୁରୀ )-ରିଖ ଶନିବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ରମ୍ଭା ଠାରେ ଦେଶର ୮୦ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଛି। ଅନୁଷ୍ଠାନର ସମ୍ପାଦକ ମାନନୀୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା ।!-->!-->!-->…
ଓଡ଼ଗାଁରେ ବ୍ଲକ ଓ ଏନ୍ଏସି ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ,
ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ବିଧାୟକ ଅରୁଣ
ଓଡ଼ଗାଁ, ୧୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଛାତ୍ରଛାତ୍ରୀମାନେ ଅଧ୍ୟୟନ ସହ ନିଜ ମନରେ ଦେଶପ୍ରେମ ଓ ରାଷ୍ଟ୍ରଭକ୍ତିର ଭାବନା ଜାଗ୍ରତ କରିବା ଆବଶ୍ୟକ। ନିଜ ଦେଶକୁ ଭଲ ପାଇବା, ଦେଶର ନିୟମ ମାନିବା ସହ ଭାରତକୁ ଏକ ଶକ୍ତିଶାଳୀ,!-->!-->!-->…