Browsing Category

ରାଜ୍ୟ

ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତମହୋତ୍ସବ ଅବସରରେ ବିଭିନ୍ନ କ୍ରୀଡ଼ା ଓ ଅନ୍ୟ ପ୍ରତିଯୋଗିତା ଆରମ୍ଭ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଅବସରରେ ଗୁଣପୁର କ୍ରୀଡ଼ା ପରିଷଦ ଦ୍ବାରା ଆୟୋଜିତ ହେବାକୁ ଥିବା ବିଭିନ୍ନ କ୍ରୀଡ଼ା ଓ ଅନ୍ୟ ପ୍ରତିଯୋଗିତା ଗୁଡ଼ିକ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଗୁଣପୁର କଲେଜ ଓ…

ଗୋପାଳ ଛୋଟରାୟ ସ୍ମୃତିସଭା

ଜଗତସିଂହପୁର,ତା-୦୪.୦୧.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅଧୀନ ପୁରୁଣାଗଡ଼ ଠାରେ ଅବସ୍ଥିତ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ପ୍ରଫୁଲ୍ଲ ପାଠାଗାର ପରିସରରେ ଆଜି ରାଜ୍ୟ ସ୍ତରୀୟ ଗୋପାଳ ଛୋଟରାୟ ସ୍ମୃତି ସଭା ଓଡିଶା ସାହିତ୍ୟ ଏକାଡେମୀ ଏବଂ ପ୍ରଫୁଲ୍ଲ ପାଠାଗାର ମିଳିତ ଉଦ୍ୟମରେ…

ମୋକଦ୍ଦମା ସମାଧାନ ପାଇଁ ଦ୍ଵିତୀୟ ମଧ୍ୟସ୍ଥତା ଅଭିଯାନ

ଜଗତସିଂହପୁର ତା-୦୪.୦୧.୨୦୨୬/ସୁମନ୍ତ କୁମାର ଦାସ: ଜାତୀୟ ଆଇନ ସେବା ପ୍ରାଧିକରଣର ନିର୍ଦେଶକ୍ରମେ "ରାଷ୍ଟ୍ର ପାଇଁ ମଧ୍ୟସ୍ଥତା" ଶୀର୍ଷକରେ ଦ୍ଵିତୀୟ ୯୦ ଦିନିଆ ମଧ୍ୟସ୍ଥତା ଅଭିଯାନ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରଧକରଣ ତରଫରୁ ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ଅନୁଯାଇ ଜିଲ୍ଲା ଓ ତାଲୁକ…

ମାଗୁରଜଙ୍ଗଲ ଗାଁରେ ହାତୀ ଆତଙ୍କ

ଲାଠୋର ଜଙ୍ଗଲ ବିଭାଗରେ ଦୀର୍ଘଦିନ ଧରି ଖାଲି ରେଞ୍ଜର ପଦବୀ ବଲାଙ୍ଗୀର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) ୦୪/୦୧:- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମାଗୁରଜଙ୍ଗଲ ଗାଁ ଏବେ ଭୟଙ୍କର ହାତୀ ଆତଙ୍କରେ ଥରଥର କମ୍ପିତ। ଗତ କିଛି ଦିନ ଧରି ହାତୀ ଝୁଣ୍ଡ ବାରମ୍ବାର ଗାଁ ଭିତରକୁ ପ୍ରବେଶ କରି ଧାନ ଚାଷ,…

ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଉଦଘାଟିତ l

 "ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ପ୍ରମୁଖ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ" ରାୟଗଡ଼ା:- (ସରୋଜ କୁମାର ସାହୁ) ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆଜି ଉଦଯାପିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଜିଲ୍ଲାପରିଷଦ ରାୟଗଡ, ସୁଶ୍ରୀ ସରସ୍ବତୀ ମାଝୀ, ଯୋଗଦେଇ ସମବେତ…

ଜାତୀୟ ସେବା ଯୋଜନା କୋୟୁନିଟ୍ ର ଶୀତକାଳୀନ ଶିବିର ଉଦ୍‌ଯାପିତ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--: ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଶୀତକାଳୀନ ସେବା ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ତନରଡ଼ା ଗ୍ରାମ ପଞ୍ଚାୟତ ର…

ବିଶାଳ ସ୍ବାସ୍ଥ୍ଯ ସେବା ଶିବିର

ବାଲୁଗାଁ:(ସେକ କୌସର):ବାଲୁଗାଁର ସର୍ବ ପୂରାତନ ବ୍ଯବସାୟିକ ସଂଗଠନ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ଆନୁକୂଲ୍ଯ ତଥା ଭୁବନେଶ୍ଵର ସ୍ଥିତ ସନସାଇନ ହସ୍ପିଟାଲ ସହଯୋଗରେ ସଂଘ ସଭାଗୃହ ଠାରେ ଆଜି ଏକ ବିଶାଳ ନିଃଶୁଳ୍କ ସ୍ବାସ୍ଥ୍ଯ ସେବା ଶିବିରର ଆଯୋଜନ କରାଯାଇଥିଲା। ଉକ୍ତ ଶିବିରକୁ ସଂଘ ସଭାପତି…

ସିରଜିନା କାର୍ଯ୍ୟାଳୟ ରେ ସିରଜିନା ର ନୂଆବର୍ଷ ର ପ୍ରଥମ୍ ବୈଠକ୍

ପଦମପୁର :  ଅଦ୍ୟ ତା ୪/୧/୨୦୨୬ ରବିବାର୍ ଦିନ ସିରଜିନା କାର୍ଯ୍ୟାଳୟ ରେ ସିରଜିନା ର ନୂଆବର୍ଷ ର ପ୍ରଥମ୍ ବୈଠକ୍ ଅନୁଷ୍ଠିତ ହୋଯାଇଛି। ଉକ୍ତ ବୈଠକ ରେ ସଭାପତିତ୍ଵ କରିଥିଲେ ଶ୍ରୀଯୁକ୍ତ ଆଦିତ୍ୟ କୁମାର୍ ରଥ। ଆସନ୍ତା ଏପ୍ରିଲ ୪ ଓ ୫ ତାରିଖ ରେ ସିର୍ଜିନା ଉତ୍ସଵ ପାଳନ କରିବା ସ୍ଥିରୀକୃତ…

ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ସାମ୍ବାଦିକ ସମ୍ମିଳନୀ

   https://youtu.be/mc7vlfoNu9s ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫-୨୬ ନିମନ୍ତେ ଆଜି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗ୍ରାମୀଣ…

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା- ୨୦୨୬ ଉଦ୍ଘାଟିତ

ନବରଙ୍ଗପୁର ତା ୪.୧.୨୦୨୬:ଅଶୋକ ସାହୁ, ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ସମଗ୍ର ବିକାଶ ,ଚାଷୀ ଓ ପ୍ରାଣୀପାଳକ ମାନଙ୍କ ଆୟବୃଦ୍ଧି ଏବଂ ସ୍ଵୟଂ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ସ୍ଥାନୀୟ ଆର୍ ସି ଡି ହାଇସ୍କୁଲ ପଡିଆ ରେ ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ର…