Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀ ଜିଲ୍ଲା ରୋଗୀ କଲ୍ୟାଣ ସମିତି ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ
ପୁରୀ (ଅନିମେଶ ପଟ୍ଟନାୟକ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍), ପୁରୀର ରୋଗୀ କଲ୍ୟାଣ ସମିତି (ଆରକେଏସ୍)ର ପରିଚାଳନା ପରିଷଦ ବୈଠକ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାର…
ବନ୍ଦେ ମାତରଂ ଗାନ ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାଷ୍ଟ୍ର ଗୀତ ବନ୍ଦେ ମାତରଂ ସୃଜନ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ସାମୁହିକ ବନ୍ଦେ ମାତରଂ ଗାନ ର ପୂର୍ବ ପ୍ରସ୍ତୁତି ଚାଲିଥିବା ବେଳେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟର ୬୧ତମ ବାର୍ଷିକ କ୍ରୀଡା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଶିକ୍ଷା ଓ କ୍ରୀଡା ଇତିହାସରେ ଆଉ ଏକ ଗର୍ବର ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଗ କରି , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟର ୬୧ତମ ବାର୍ଷିକ କଲେଜ ଆଥଲେଟିକ୍ ମିଟ୍–୨୦୨୫–୨୬…
ସାମ୍ବାଦିକଙ୍କ ପିତୃ ବିୟୋଗରେ ଶୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକ ଶିଶିର କୁମାର ଗୌଡଙ୍କ ପିତା ଲୋକନାଥ ଗୌଡଙ୍କ ୮୫ ବର୍ଷରେ ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲା ଶେରଗଡ ନିକଟସ୍ତ ପାଟପଲ୍ଲୀ ନିଜ ବାସଭବନରେ ବିୟୋଗ ଘଟିଛି । ସେ ଗତ କିଛି ଦିନ ପୂର୍ବେ ବାର୍ଦ୍ଧ୍ୟକଜନିତ ପୀଢାରେ…
ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାରା ରାଜ୍ୟରେ ଚଳିତ ମାସ ୦୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ…
ଗଜପତି ର ନୁତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଅକ୍ଷୟ ସୁନିଲ ଅଗ୍ରୱାଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ର ନୁତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ଗତ ୧ ତାରିଖରେ ବିଜ୍ଞାପ୍ତି ପ୍ରକାଶ ପାଇଥିବା ବେଳେ ଆଜି ବିଧିବଦ୍ଧ ଭାବେରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳ ମଧୁମିତା ଲମ୍ବା ଚୁତିରେ ଯିବା ପରେ ଭାରପ୍ରାପ୍ତ…
ଜମଧରରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡିର ଶୁଭ ଉଦଘାଟନ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନର ଉଦ୍ୟମରେ ଆଜି ଜମଧର ସ୍ଥିତ ଧାନ ମଣ୍ଡିର ଜିଲ୍ଲା ସ୍ତରୀୟ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁ ରାମ ଆର. ଆୟାର ମଣ୍ଡିର ଉଦଘାଟନ କରିବା ସହ ଚଳିତ ଖରିଫ ବର୍ଷ ୨୦୨୫–୨୬ ପାଇଁ ସରକାରୀ ଧାନ…
ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୦୧ ଦଶମ ଶ୍ରେଣୀ ବ୍ୟାଚ୍ ର ବନ୍ଧୁ ମିଳନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୦୧ ଦଶମ ଶ୍ରେଣୀ ବ୍ୟାଚ୍ ଛାତ୍ରଙ୍କ ଏକା ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମାଆ ବାସଙ୍ଗ ପୀଠରେ ଅନୁଷ୍ଠିତ ହୋଇଯାଇଛି I ଛାତ୍ର ସଂଗଠନ ସଭାପତି ତଥା ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ସମ୍ପାଦକ…
ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟର ୧୨୫ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର: ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ (ଡିଜିଏମଏସ)ର ୧୨୫ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି। ଗତ ୭ ତାରିଖରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଞ୍ଚଳିକ କାର୍ଯ୍ୟଳୟ ପରିସରରେ ୨୫ଟି ଚାରା ରୋପଣ କରାଯାଇଥିଲା। ଏହା ସହିତ “ସୁରକ୍ଷିତ…
ତିନି ଦିନିଆ ଚିଲିକା ପକ୍ଷୀ ମହୋତ୍ସବ ଓ ନୌକା ଦୌଡ଼ର ଉଦ୍ଯାପନୀ ସମାରୋହ
ଭୁବନେଶ୍ୱର, ୦୮.୦୧.୨୦୨୬ : ଚିଲିକାରେ ଆୟୋଜିତ ତିନି ଦିନିଆ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଓ ନୌକା ଦୌଡ଼ ପ୍ରତିଯୋଗିତା ସଫଳତାର ସହିତ ସମାପ୍ତ ହୋଇଛି। ଏହି ଉଦ୍ଯାପନୀ ସମାରୋହରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ…