Browsing Category

ରାଜ୍ୟ

ସ୍ୱାଧୀନତା ଦିବସରେ ଦେଶପ୍ରେମରେ ଉତ୍ସବମୁଖର ସୁନ୍ଦରଗଡ଼

ଜିଲ୍ଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଯୋଗଦାନ ସୁନ୍ଦରଗଡ଼,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସୁନ୍ଦରଗଡ଼ ସଦର ମହକୁମାଠାରେ ୮୦ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ

ବୃକ୍ଷରୋପଣରେ ସାଂସଦ ଓ ବିଧାୟକଙ୍କ ଆହ୍ୱାନ: ପରିବାର ପିଛା ଗୋଟିଏ ଗଛ ଲଗାଇବାକୁ ପରାମର୍ଶ

ଝାରସୁଗୁଡ଼ା, ୧୬/୮: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ସାରଙ୍ଗଲୋଇ ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ ଡୁମେରଡ଼ିହି ବନ ସଂରକ୍ଷଣ ସମିତି ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଏବଂ

୮୦ତମ ସ୍ୱାଧୀନତା ଦିବସରେ ଆର୍‌ଜିଏଚ୍‌ରେ ରୋଗୀଙ୍କୁ ଫଳ ବଣ୍ଟନ

ମାନବିକତାର ନିଆରା ପ୍ରୟାସ; ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କଲେ ଅତିଥିମାନେ ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ୮୦ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇ ଏକ ମାନବିକ ଓ ସେବାମୂଳକ

ବେଲଗୁଣ୍ଠା ପ୍ରେସକ୍ଲବ୍ ତତଫରୁ ଗୁରୁଜୀ ମିଥୁନଙ୍କୁ ‘ରକ୍ତବୀର ସମ୍ମାନ’

ବେଲଗୁଣ୍ଠା, ୧୬/୦୮, -(ଶିବରାମ ଚୌଧୁରୀ )-ମାନବ ସେବା ଓ ଜୀବନ ରକ୍ଷା ପାଇଁ ନିୟମିତ ରକ୍ତଦାନ କରିଆସୁଥିବା ଗାଙ୍ଗପୁର ଅଞ୍ଚଳର ଯୁବ ଶିକ୍ଷକ ମିଥୁନ ନାଇକଙ୍କୁ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ପକ୍ଷରୁ ‘ରକ୍ତବୀର ସମ୍ମାନ’ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ପ୍ରତିବର୍ଷ ସ୍ବାଧୀନତା ଦିବସ

ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବେଲଗୁଣ୍ଠା-୧୬/୮--(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ବେଲଗୁଣ୍ଠା ପ୍ରେସ୍ କ୍ଳବ ଠାରେ ମୁଖ୍ୟ ଅତିଥି ଭାବେ ତହସିଲଦାର କଳାକୃଷ୍ଣ ପ୍ରଧାନ ପତାକା ଉତ୍ତୋଳନ କରି ସାମ୍ବାଦିକ ଏକତା ଓ ଅଖଣ୍ଡ ଭାରତ ଉପରେ

ରୁଗୁଡିପଡା ଦୁର୍ଗା ପୂଜା ଟ୍ରଷ୍ଟର ୪୯ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର: ରୁଗୁଡିପଡା ଦୁର୍ଗା ପୂଜା ଟ୍ରଷ୍ଟର ୪୯ତମ ବାର୍ଷିକ ସାଧାରଣ ପରିଷଦ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଟ୍ରଷ୍ଟର ନୂତନ କର୍ମକର୍ତ୍ତା ଚୟନ, ଆୟ-ବ୍ୟୟର ହିସାବ ଉପସ୍ଥାପନ ସହ ଚଳିତ ବର୍ଷର ଦୁର୍ଗା ପୂଜା ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଜି.ଉଦୟଗିରି ରେ ପାଳିତ ହେଲା ୮୦ ତମ ସ୍ବାଧିନତା ଦିବସ

- ଜି.ଉଦୟଗିରି,୧୫/୦୮(ଅବନୀ କୁମାର ପ୍ରଧାନ) ସ୍ଥାନୀୟ ପ୍ରଶାସନ ତରଫରୁ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଏନଏସି ଏବଂ ପଞ୍ଚାୟତ ସ୍ତରୀୟ ୮୦ତମ ସ୍ୱାଧିନତା ଦିବସ ପାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନିୟ ତହସିଲଦାର ସମୁଦ୍ର ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ବେବେ ଗ୍ରାମରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ

ରାସ୍ତା ନିର୍ମାଣ , କୋଠଘର ଓ ଅସୁସ୍ଥ ୩ ବର୍ଷର ଶିଶୁର ଚିକିତ୍ସା ପାଇଁ ବିଧାୟକଙ୍କ ତତ୍ପରତା ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାହାଡ଼ ଶିଖରରେ ଅବସ୍ଥିତ ବେବେ ଗ୍ରାମରେ ସ୍ୱାଧୀନତା ଦିବସ ଅବସରରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ପ୍ରେସ କ୍ଲବ ଓ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଖୋର୍ଦ୍ଧାରୁ (ସେକ ଜାଫର ): ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱାଧୀନତା ସଂଗ୍ରାମର ବୀର ସହିଦମାନଙ୍କ ସ୍ମୃତିଚାରଣ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ଓ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲ୍ୟୁ.ଜେ.) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ

ସିଗମା ପବ୍ଲିକ ସ୍କୁଲ ରେ ୮୦ ତମ ସ୍ବାଧିନତା ଦିବସ ପାଳିତ।

ଖୋର୍ଦ୍ଧାରୁ (ସେକ ଜାଫର): ଖୋର୍ଦ୍ଧା: ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ରେ ୮୦ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସ୍କୁଲ ପରିସର ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଯୋଗ ଦେଇ ଜାତୀୟ ପତାକା ଉତ୍ତଳୋନ କରିବା ସହ ଅଭିବାଦନ