Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କିଟ୍ ରେ ଚେସ୍ ମହାକୁମ୍ଭ ଉଦ୍ଯାପିତ
ଭୁବନେଶ୍ୱର, ୧୫ ।୧: ଜାନୁଆରୀ ୧୪ ଓ ୧୫ତାରିଖ ଦୁଇ ଦିନ ଧରି କିଟ୍ ରେ ଚାଲିଥିବା ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ (ଏଫ୍ଆଇଡିଇ)ର ଉପସଭାପତି…
ଉତ୍କଳ ସେବା ନିବୃତ ସେନାନୀ ସଂଘ ତରଫରୁ ସେନା ଦିବସ ପାଳିତ
କେନ୍ଦୁଝର,ତା୧୫/୧- ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ଡାକବଙ୍ଗଳା ଠାରେ ଉତ୍କଳ ସେବା ନିବୃତ ସେନାନୀ ସଂଘ ତରଫରୁ ୭୯ତମ ସେନା ଦିବସ ଧୁମଧାମରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ ଓ କବିନ୍ଦ୍ର ରାଉତ ଯୋଗଦାନ କରିଥିଲେ l…
ସଂଘର୍ଷରୁ ସଶକ୍ତିକରଣ: ସନ୍ତୋଷୀଙ୍କ ସାହସକୁ ‘ଆମ ସୁବାହକ’ର ସହଯୋଗ
ଭୁବନେଶ୍ୱର | ୧୫ ଜାନୁଆରୀ ୨୦୨୬: ବ୍ୟକ୍ତିଗତ ସଂଘର୍ଷର ଅନ୍ଧକାର ମଧ୍ୟରୁ ଓଡ଼ିଶାରେ ଜଣେ ସାହସୀ ଏବଂ ଆଶାବାଦୀ ନାରୀର ଅଭ୍ୟୁଦୟ ଘଟିଛି। ଯେତେବେଳେ ଜଣେ ମହିଳା ଆଗକୁ ବଢ଼ିବା ପାଇଁ ସଂକଳ୍ପବଦ୍ଧ ହୁଅନ୍ତି ଏବଂ ତାଙ୍କୁ ରାଜ୍ୟ ସରକାରଙ୍କ ସହଯୋଗ ମିଳେ, ସେତେବେଳେ ଜୀବନର ଯନ୍ତ୍ରଣା କିଭଳି…
NH ରୁ L.N. ଜୈନ ହାଉସ ପର୍ଯ୍ୟନ୍ତ ଚାମୁରିଆଗୁଡା ଲେନରେ ବିଶୃଙ୍ଖଳିତ ପାର୍କିଂ: ଯାତାୟାତ ବାଧାପ୍ରାପ୍ତ
ଅଶୋକ ସାହୁ, ଶାସକ ପ୍ରଶାସକ, 15/01/୨୦୧୬: NH ରୁ L.N. ଜୈନ ହାଉସ ପର୍ଯ୍ୟନ୍ତ ଚାମୁରିଆଗୁଡା ଲେନରେ ଅବସ୍ଥିତ ବ୍ୟାଙ୍କ ସମ୍ମୁଖରେ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନଥିବାରୁ ସ୍ଥାନୀୟ ବାସିନ୍ଦାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇସାଫ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ ଏବଂ ଗ୍ରାମଶକ୍ତି…
ଅତର୍କିତ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ କାଳି ମନ୍ଦିର ନିକଟରେ ଅମିତ୍ ମୁଖୀ ନାମକ ଜଣେ ଯୁବକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ହଠାତ୍ କିଛି ଯୁବକ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।…
ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆସ୍କା ଥାନା ପୋଲିସ୍ ବାଲିଆସିରା ଗ୍ରାମ ରେ ଚଢାଉ କରି ଏକ ଶହ ଲିଟର ରନ୍ଧା ମଦ ଜବତ ସହ ୭୫୦ ଲିଟର ପୋଚ ନଷ୍ଟ କରିଛନ୍ତି ଓ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ୫ ଜଣ ଅଭିଯୁକ୍ତ ଯଥା ବାବୁଲା ନାୟକ, କାମେଶ୍ବର ନାୟକ, ପୃଥିବୀ ନାୟକ,ମୁନି ନାୟକ ଓ ପିଣ୍ଟୁ…
ଗୁଣପୁର ରେ ସ୍ଵଦେଶୀ ସଂକଳ୍ପ ରଥ କୁ ସ୍ଵାଗତ, ବିଦେଶୀ ବର୍ଜନ ସ୍ୱଦେଶୀ ଗ୍ରହଣ ପାଇଁ ଆହ୍ଵାନ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟି କୋଣକୁ ଜନ ମାନସ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଜୟପୁର ଠାରୁ ବାହାରି ଥିବା ସ୍ଵଦେଶୀ ସଂକଳ୍ପ ରଥ ବୁଧବାର ଗୁଣପୁର ଠାରେ ପହଞ୍ଚିବା ପରେ ଭବ୍ୟ ସ୍ଵାଗତ ପ୍ରଦାନ କରାଯାଇଥିଲା । ଏହି ଅବସରରେ…
ହିନ୍ଦୁ ସମ୍ମିଳନୀ ପାଇଁ ଜଗନ୍ନାଥ ଙ୍କୁ ନିମନ୍ତ୍ରଣ ପତ୍ର
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ଜଗନ୍ନାଥ ମନ୍ଦିର ପଡିଆ ଠାରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେବ l ଏଥି ନିମନ୍ତେ ନିମନ୍ତ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି l ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ଠାରୁ ଏହି କାର୍ଯ୍ୟ ବୁଧବାର ସନ୍ଧ୍ୟାରେ ଆରମ୍ଭ କରାଯାଇଛି l କାର୍ଯ୍ୟକ୍ରମ ର ଶୁଭ…
ସ୍ଵରାଷ୍ଟ୍ର ବିଭାଗର ସାଂସ୍କୃତିକ ପରିଷଦ ପକ୍ଷରୁ ବାର୍ଷିକ କ୍ରୀଡା ମହୋତ୍ସବ ପାଇଁ ଉଦ୍ଦିଷ୍ଟ ଜର୍ସି ଉନ୍ମୋଚିତ
ଭୁବନେଶ୍ୱର : ସ୍ଵରାଷ୍ଟ୍ର ବିଭାଗର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଏହାର ବାର୍ଷିକ କ୍ରୀଡା ମହୋତ୍ସବ ଆନୁଷ୍ଠାନିକ ଭାବେ କଳିଙ୍ଗ ଷ୍ଟାଡିୟମ୍ ଠାରେ ତା ୧୦.୦୧.୨୦୨୬ ରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଉଦ୍ଦିଷ୍ଟ ଜର୍ସିକୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା,…
ବଂଶଧାରା ସାହିତ୍ୟ ସମାଜ ଗୁଣପୁର ପକ୍ଷରୁ ମକର ମିଳନ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ବଂଶଧାରା ସାହିତ୍ୟ ସମାଜ ଗୁଣପୁର ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ସଂକ୍ରାନ୍ତି ଅବସରରେ ମକର ମିଳନ ଓ ବ୍ୟାସ କବି ଫକୀର ମୋହନ ସେନାପତି ଜୟନ୍ତୀ ପାଳନ କରାଯାଇଥିଲା, ସାହିତ୍ୟ ସମାଜ ର କବି ଅଶ୍ୱିନୀ ତ୍ରିପାଠୀ ସ୍ୱାଗତ୍ ଅଭିଭାଷଣ…