Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫୦ ହଜାର ଟଙ୍କା ଲାଞ୍ଚ ମାମଲାରେ ପୂର୍ବତନ ଜେଇ ଦୋଷୀ
୩ବର୍ଷ ସଶ୍ରମ କାରାଦଣ୍ଡ, ପେନସନ ବନ୍ଦ ପାଇଁ ଭିଜିଲାନ୍ସର ଆବେଦନ
ନୟାଗଡ଼,ଓଡ଼ଗାଁ, ୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଜେଇ) ଚିତ୍ତରଞ୍ଜନା ପରିଡ଼ାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାମଲାରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର!-->!-->!-->…
ପ୍ରେମିକ ସହ ଗଲେ ମହିଳା, ୭ ବର୍ଷର ଝିଅର ଭବିଷ୍ୟତକୁ ନେଇ ଚିନ୍ତା
ଓଡ଼ଗାଁ, ୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ଆରଡ଼ା ଗ୍ରାମର ଜଣେ ବିବାହିତ ମହିଳା ସ୍ୱାମୀ ଓ ୭ ବର୍ଷର ଝିଅକୁ ଛାଡ଼ି ଜଣେ ଯୁବକଙ୍କ ସହ ଚାଲିଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମହିଳାଙ୍କ ସ୍ୱାମୀ ଶାନ୍ତନୁ କୁମାର ଦୋରା (୩୨)ଙ୍କ!-->…
ଏସ୍ଆଇଆର୍ ସମୀକ୍ଷା ବୈଠକ: ମୃତ ଭୋଟରଙ୍କ ନାମ ବାଦ୍, ଯୋଗ୍ୟଙ୍କ ନାମ ଯୋଡ଼ିବାକୁ ଗୁରୁତ୍ୱ
ଓଡ଼ଗାଁ, ୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ପ୍ରୀତିବାଳା ରଣାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ନୟାଗଡ଼ ନିର୍ବାଚନମଣ୍ଡଳୀର ୧୧୨ଟି ବୁଥ୍ର ବୁଥ୍ସ୍ତରୀୟ ଅଧିକାରୀ!-->…
ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ବର-ଓସ୍ତ ବିବାହ ବାର୍ଷିକ ଉତ୍ସବ,
ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଘୃତଯଜ୍ଞରେ ପୂର୍ଣ୍ଣାହୁତି
ଓଡ଼ଗାଁ, ୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ବର-ଓସ୍ତ ବିବାହର ବାର୍ଷିକ ଉତ୍ସବ ସୋମବାର ବୈଦିକ ରୀତିନୀତି ଅନୁସାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବର ଓ ଓସ୍ତ ବୃକ୍ଷକୁ!-->!-->!-->…
ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ ।
ବନ୍ୟା ପରିସ୍ଥିତିରେ ଜିଲ୍ଲା ପ୍ରଶାସନର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ।
କେନ୍ଦ୍ରାପଡ଼ା:18,08(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ଆବଶ୍ୟକ ସେବା ଯୋଗାଣ କାର୍ଯ୍ୟ ନିରନ୍ତର!-->!-->!-->!-->!-->…
୨୧ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ଉତ୍ସବ
ଭୁବନେଶ୍ୱର: ଚଳିତ ମାସ ୨୧ ତାରିଖ ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଷଷ୍ଠ ବାର୍ଷିକ ଉତ୍ସବ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ହରି ବାବୁ କମ୍ଭମପାଟୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସ୍ବୀକୃତି ପ୍ରଦାନ!-->!-->!-->…
ଅଲ ଓଡିଶା ହସପିଟାଲ କର୍ମଚାରୀ ସଂଘ କାର୍ଯ୍ୟ ବନ୍ଦ ସହ ଧାରଣା ରେ ସଫେଇ କାର୍ଯ୍ୟ ଠପ
ନବରଙ୍ଗପୁର: 18/08/2026: ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ ଓଡିଶା ହସ୍ପିଟାଲ କର୍ମଚାରି ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟରତ ସୁଇପର କର୍ମଚାରୀ ମାନଙ୍କ କାର୍ଯ୍ୟ ବନ୍ଦ ସହିତ ଧାରଣାଦେଇଛନ୍ତି ପ୍ରତ୍ୟେକ ମାସର ୧!-->…
ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନକୁ ଉନ୍ନୀତ ହେଲା ଓଡ଼ିଶା
ପିଏମ୍ ସୂର୍ଯ୍ୟ ଘର ଆପଣାଇବାରେ ପାଲଟିଲା ଏକ ମଡେଲ ରାଜ୍ୟ
ଉତ୍ତମ ସବସିଡି, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ତୃଣମୂଳ ସ୍ତରର ସଚେତନତା ଯୋଗୁଁ ଘରୋଇ ସୋଲାର ବ୍ୟବସ୍ଥାର ଦ୍ରୁତ ଅଭିବୃଦ୍ଧି ସହ ରାଜ୍ୟ ୧.୫ ଲକ୍ଷରୁ ଅଧିକ ସ୍ଥାପନ ମାଇଲଖୁଣ୍ଟ!-->!-->!-->…
ଶରଣକୁଳ ଲଡୁକେଶ୍ୱର ପୀଠରେ ୭୬୨୨ କାଉଡ଼ିଆଙ୍କ ଜଳଲାଗି
ଦୂତୀକେଶ୍ୱରଙ୍କ ପୀଠରେ ଜଳଲାଗି କଲେ ୧୮ ଶହ କାଉଡ଼ିଆ
ଓଡ଼ଗାଁ, ୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣ ତୃତୀୟ ସୋମବାର ଓ ସଙ୍କ୍ରାନ୍ତି ତିଥି ଅବସରରେ ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶରଣକୁଳ ଲଡୁକେଶ୍ୱର ମହାଦେବଙ୍କ ପୀଠରେ ୭ ହଜାର ୬୨୨ ଜଣ କାଉଡ଼ିଆ ଜଳଲାଗି କରିଛନ୍ତି।!-->!-->!-->!-->!-->…
ଏକ ବର୍ଷ ବ୍ୟବଧାନରେ ଚୋରି ଟ୍ରାକ୍ଟର ଜବତ, ଅଭିଯୁକ୍ତ ଗିରଫ
ଓଡ଼ଗାଁ, ୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ଏକ ବର୍ଷ ପୂର୍ବେ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ଜବତ କରିବା ସହ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଓଡ଼ଗାଁ ଆଦର୍ଶ ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ଗୋଲଗାଁର ସୁକାନ୍ତ ମହାନ୍ତି (୩୨)। ତାଙ୍କୁ ସୋମବାର!-->…