Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୭୭ତମ ସାଧାରଣତନ୍ତ ଦିବସ ପାଳିତ ।
ପଦ୍ମପୁର /ଶିବାଶିଷ ପଟ୍ଟନାୟକ(୨୬/୦୧):- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ପରିସରରେ ସମ୍ପାଦକ ଜନକଲାଲ ମେହେର ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ରେ ଅଭିଭାଦନ ଗ୍ରହଣ କରି ମାର୍ଗ ଦର୍ଶନ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ଯରେ ୭୭ ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଆନନ୍ଦ ତଥା ଉତ୍ସାହ ସହିତ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ଡ.ରୀନା ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅନୁଷ୍ଠାନର କର୍ମଚାରୀ ତଥା…
ନିଖୋଜ ଯୁବକର ଶବ ପୋଖରୀ ରୁ ଉଦ୍ଧାର।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଧରାକୋଟ ଥାନ ଅନ୍ତର୍ଗତ ବରଡାବିଲି ଗ୍ରାମର ସିମାଞ୍ଚଳ ପାଢ଼ୀ ନାମକ ଜଣେ ଯୁବକ ର ଶବ ଗ୍ରାମ ପୋଖରୀ ରୁ ଉଦ୍ଧାର ହୋଇଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ସିମାଞ୍ଚଳ ଗତ ୪ ଦିନ ହେଲା ଘରୁ ବାହାରି ଯାଇ ଆଉ ଘରକୁ ଫେରିନଥିଲେ। ଯାହା ଫଳରେ ପିତା…
ବସ୍ ଚକା ତଳେ ପଡି ମହିଳାଙ୍କ ମୃତ୍ୟୁ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ମର୍ମନ୍ତୁଦ ଦୁର୍ଘଟଣା ର ସମୁଖୀନ ହୋଇ କମଳା ଡାକୁଆ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଗାଙ୍ଗପୁର ଥାନା ଅଞ୍ଚଳର ମହିଳା ଜଣକ ନିଜ ଝିଅ ଘର ପୋଲସରା ଥାନା ଅନ୍ତର୍ଗତ ମଧୁପଲୀ ଯିବା ପାଇଁ ଆସ୍କା ବସଷ୍ଟାଣ୍ଡ ରେ ଅପେକ୍ଷା କରିଥିବା ବେଳେ କନକ…
ବସନ୍ତ ମହୋତ୍ସବ ସମାରୋହରେ ଗଣଶିକ୍ଷା ମନ୍ତ୍ରୀ
#ଉଠିଲା କଳା ସାହିତ୍ଯ ଅଭିବୃଦ୍ଧି ସହ ବିକାଶ ପ୍ରସଙ୍ଗ
#ଲିପ୍ସା ଚନ୍ଦନ ଙ୍କ ଗୀତରେ ଝୁମିଲେ ଦର୍ଶକ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି)ଗୁଣପୁର,୨୫l୧(ଆପ୍ର)-ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଙ୍କ ଉଦେଶ୍ୟରେ ଶ୍ରଦ୍ଧା ସୁମନ ଜଣାଇ ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ…
ସକ୍ଷମ ଅକ୍ଷମ ସଭିଏଁ ସମାନ : ଅତିରିକ୍ତ ଜିଲ୍ଲାପାଳ
ନବରଙ୍ଗପୁର 26/01/2026,ଅଶୋକ ସାହୁ: ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ରେ ଗାଁ ଠାରୁ ସହର ଯାଏଁ ସବୁଠାରେ ଜାତୀୟ ପତାକା ତ୍ରିରଙ୍ଗା ଫର୍ ଫର୍ ଉଡ଼ି ଗୋଟିଏ ବାର୍ତ୍ତା ଦେଉଛି ଯେ ତା ନିକଟରେ ସକ୍ଷମ ଅକ୍ଷମ ,ଧର୍ମ ,ଜାତି,ବର୍ଣ୍ଣ,ଲିଙ୍ଗ ସଭିଏଁ ସମାନ। କେହି ନିଜର ନୁହଁ କି କେହି ପର ନୁହଁ।…
ଟିପିସିଓଡିଏଲ୍ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ: ସମ୍ମାନିତ ହେଲେ ଗ୍ରୀନ୍ ଚାମ୍ପିୟନସ୍
ଭୁବନେଶ୍ୱର, ୨୬ ଜାନୁଆରୀ: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ରାଷ୍ଟ୍ର ଗଠନ ଓ ଦୀର୍ଘସ୍ଥାୟୀ ପ୍ରଗତିର ସଂକଳ୍ପ ସହ ୭୭ତମ ସାଧାରଣତନ୍ତ୍ର ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି । ଏହି ଅବସରରେ ସଂସ୍ଥାର କର୍ପୋରେଟ୍ କାର୍ଯ୍ୟାଳୟ ପରିସରରେ…
ଅସ୍ତରଙ୍ଗ ସାମ୍ବାଦିକ ସଂଘ ର ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ l
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ,ଅସ୍ତରଙ୍ଗ ସାମ୍ବାଦିକ ସଂଘ ର ୭୭ତମ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇ ଅଛି l ସକାଳ ଆଠ ଘଟିକା ସମୟ ରେ ଲଷ୍ମୀ କଲ୍ୟାଣ ମଣ୍ଡପ ସମ୍ମୁଖ ରେ ବୟୋଜ୍ୟେଷ୍ଠ ଗଣ ମାଧ୍ୟମ ପ୍ରତିନିଧି ଦୁଃଶାସନ ନାୟକ ଜାତୀୟ ପତାକା ଉତ୍ତଳନ…
ଶିକ୍ଷାନୁଷ୍ଠାନର ଶ୍ରୀବୃଦ୍ଧି କ୍ଷେତ୍ରରେ ପୁରାତନ ଛାତ୍ର ଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର ତା.୨୫/୦୧ : ଶିକ୍ଷାନୁଷ୍ଠାନର ସୁନାମ ବଜାୟ ରଖିବା ସହିତ ଏହାର ସାମଗ୍ରିକ ବିକାଶ ଏବଂ ଶ୍ରୀବୃଦ୍ଧି କ୍ଷେତ୍ରରେ ପୁରାତନ ଛାତ୍ର ଛାତ୍ରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନର ଛାତ୍ର ସମାଜ ଏଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି । ଚୌଦ୍ୱାର…
କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ: ପାଟାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
ଭୁବନେଶ୍ୱର, ୨୫ ।୧: ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାର କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ୍ର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଆଜି ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏହି ମିନି ମାରାଥନର ଆୟୋଜିତ ହୋଇଯାଇଛି…