Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପୁର ବିଜ୍ଞାପିତ ଅଞ୍ଚଳରେ ବ୍ୟାପକ ଜବରଦଖଲ ଉଛେଦ ଅଭିଯାନ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ବ୍ୟାପକ ଜବରଦଖଲ ଉଛେଦ ଅଭିଯାନ ଆରମ୍ଭ ହୋଇଯାଇଛି। ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନ ବିଜେପୁର ବସ୍ଷ୍ଟାଣ୍ଡ ଠାରୁ ଆନନ୍ଦ ନଗର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ରେ…
ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
ଜଗତସିଂହପୁର,ତା-୨୭.୦୧.୨୦୨୬/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଜାନୁଆରୀ ୨୭ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ମୁଖ୍ୟ ଅତିଥି…
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ମାଁ ବ୍ୟାଘ୍ରଦେବୀଙ୍କର ବିଶାଳ ମଶାଲ ଶୋଭା ଯାତ୍ରା
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଜିଠାରୁ ଅର୍ଥାତ୍ ୨୭ ଜାନୁଆରୀ ୨୦୨୬ ରିଖ ମଙ୍ଗଳ ବାର ଦିନ ଠାରୁ ଆରମ୍ଭ ହେଉଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗୋପାଳପୁର ବେଳାଭୂମୀ ମହୋତ୍ସବ। ଏହା ଦୀର୍ଘ ୪ ଦିନ ଅର୍ଥାତ୍ ୩୦ ଜାନୁଆରୀ ୨୦୨୬ ରେ ଉଦଯାପନ ହେବାକୁ ସ୍ଥିର ହୋଇଛି।
ଏଥି…
ବେଲଗୁଣ୍ଠା ପିଏମ୍ ଶ୍ରୀ ନୋଡ଼ାଲ୍ ଜି.ଟି ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ପିଏମ୍ ଶ୍ରୀ ନୋଡ଼ାଲ୍ ଜି.ଟି ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ -୨୦୨୫ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ…
୭୭ ତମ ଜନରାଜ୍ୟ ଦିବସ ପାଳିତ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସି ର ବିଭିନ୍ନ ଶିକ୍ଷାନୁଷ୍ଠାନ,ସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ପାଳିତ ହୋଇଯାଇଛି ୭୭ ତମ ଜନରାଜ୍ୟ ଦିବସ I ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ପଡିଆ ଠାରେ ଅନୁଷ୍ଠିତ ଏନ୍ଏସି…
ରାଜଗାଙ୍ଗପୁର ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ପାଳିତ
ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ସହର ରେ ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ରେ ପାଳନ କରାଯାଇଥିଲା, ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ପି. ଏନ. ସାମଲ ଯୋଗ ଦେଇଥିଲେ, କାର୍ଯ୍ୟକାରି ଅଧ୍ୟକ୍ଷ ରମେଶ କେଶରୀ…
କ୍ରାନ୍ତି ଅନୁଷ୍ଠାନ ତରଫରୁ ୭୭ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ
କ୍ରାନ୍ତି ଅନୁଷ୍ଠାନ ତରଫରୁ ୭୭ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶିଶୁମାନଙ୍କ ଦ୍ୱାରା କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ' ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୬' କାର୍ଯ୍ୟକ୍ରମ ଅନୁଷ୍ଠିତ।ସ୍ଥାନୀୟ ବ୍ରହ୍ମା ନଗର ୧ମ ସାରଣୀ ସ୍ଥିତ ଅଗ୍ରଣୀ…
ଗଣତନ୍ତ୍ର ଦିବସ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଅନୁଷ୍ଠିତ।
ପୋଲିସ ବାହିନୀର ପ୍ରଚଣ୍ଡ ପ୍ରହାରରେ ସାମ୍ବାଦିକ ଦଳ ଧରାଶାୟୀ।
ଜିଲ୍ଲାପାଳ ଏକାଦଶ ବିପକ୍ଷରେ ଖୁବ ଲଢ଼ି ନାଗରିକ ଏକାଦଶ ହାରିଲା।
କେନ୍ଦୁଝର,ତା୨୬/୧- ୭୭ତମ ଗଣତନ୍ତ୍ର ଦିବସ ଅବସରରେ କେନ୍ଦୁଝର ଷ୍ଟାଡିୟମ ଠାରେ ଦୁଇଟି ପ୍ରଦର୍ଶନୀ…
ବ୍ରହ୍ମପୁର ସାଇବର ଥାନା ପକ୍ଷରୁ ୭୧ ଚୋରି ମୋବାଇଲ ଫୋନ ଉଦ୍ଧାର ଓ ପ୍ରକୃତ ମାଲିକ ଙ୍କୁ ଫେରସ୍ତ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ମୋବାଇଲ ଫୋନ ଚୋରି କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର ଥାନା ରେ ଅଭିଯୋଗ ଦାଖଲ ବୃଦ୍ଧି ପାଇଛି। ଏହି ଭଳି ପରିସ୍ଥିତିରେ ବେଳେ ବ୍ରହ୍ମପୁର ଏସପି ଙ୍କ ଦ୍ଵାରା ଏକ ଟିମ୍ ଗଠନ କରାଯାଇ ସୁଚିନ୍ତିତ ଅନୁସନ୍ଧାନ ଜରିଆରେ ବିଭିନ୍ନ ସ୍ଥାନରେ ଚଢାଉ…
ବଣିଆପାଟ ଶିଶୁ ବିଦ୍ୟାମନ୍ଦିରରେ ଗଣତନ୍ତ୍ର ଦିବସ ପାଳିତ।
କେନ୍ଦୁଝର,ତା୨୭/୧- ଆନନ୍ଦ ଉତ୍ସାହ ମଧ୍ୟରେ ୭୭ତମ ଗଣତନ୍ତ୍ର ଦିବସ ସ୍କୁଲ୍ ପରିସରରେ ପାଳିତ ହୋଇଯାଇଛି। ସକାଳୁ ଛାତ୍ରଛାତ୍ରୀ ଘୋଷବାଦ୍ୟ ସହ ପ୍ରଭାତ ପରିକ୍ରମା କରିଥିଲେ। ଏହାପରେ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡାକ୍ତର ଅରୁଣ କୁମାର ସାହୁ ଯୋଗ…