Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁଲ ଇଞ୍ଜେକ୍ସନ୍ରେ ମହିଳା ଗୁରୁତର — କ୍ଲିନିକ୍ ସିଲ୍ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି
ଦେଦର୍ହ ଗାଁରେ କୁଆକ୍ ଡାକ୍ତରଙ୍କ ବେଆଇନ୍ କ୍ଲିନିକ୍ ଖୋଲାସା
ଅସାଧ୍ୟ ରୋଗ ଠିକ କରିଦେବା ନାମରେ ଗରିବ, ଅଶିକ୍ଷିତ ଲୋକଙ୍କୁ ଲୁଟ୍
ବଲାଙ୍ଗିର / ଖପ୍ରାଖୋଲ (ଶାସକ ପ୍ରଶାସକ )୨୮/୦୧:- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସାଧିନ ଦେଦର୍ହ ଗାଁରେ…
ଜାତୀୟ ଶିକ୍ଷା ନୀତି ୨୦୨୦ ଆଲୋଚନାଚକ୍ର
ଓଡ଼ଗାଁ,୨୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ଜାତୀୟ ଶିକ୍ଷା ନୀତି ୨୦୨୦ ଆଲୋଚନାଚକ୍ର ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନରେଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ…
କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ,
ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର – ବିଭିନ୍ନ ସାହିତ୍ୟିକ ସମ୍ମାନ ପ୍ରଦାନ,
ଓଡ଼ଗାଁ, ୨୮।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଓ ସଦାନନ୍ଦ ସାହିତ୍ୟ ପରିଷଦ, ଶରଣକୁଳର ମିଳିତ ଆନୁକୂଲ୍ୟରେ ରୀତିଯୁଗୀୟ ମହାନ କବି କବିସୂର୍ଯ୍ୟ ସଦାନନ୍ଦ…
ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ
ଜଗତସିଂହପୁର,ତା-୨୮.୦୧.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଥାନା ଅନ୍ତର୍ଗତ ସିଂହାରପୁର ଗ୍ରାମରେ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚାଲୁଥିବାର ଏକ ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକ ଙ୍କ…
ମାଲାମାଲ କାଠ ମାଫିଆ, ବେଫିଗର ବନ ଅଧିକାରୀ!
ଡେରାବିଶ ବନାଞ୍ଚଳ ଅଧିକାରୀ ସୁକାନ୍ତ ବେହେରାଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ।
କେନ୍ଦ୍ରାପଡ଼ା:୨୮,୦୧(ପ୍ରଫୁଲ୍ଲ କୁମାର ମଲ୍ଲ)କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବନାଞ୍ଚଳରେ ଏବେ ଖୁଲମଖୁଲା ଭାବରେ ଜଙ୍ଗଲ ଲୁଟ୍ ଚାଲିଥିବା ଅଭିଯୋଗ ଆସିଛି। ମୂଲ୍ୟବାନ ଗଛ କାଟି ଜଙ୍ଗଲରୁ କାଠ…
କୃଷକ ସଙ୍ଗଠନ ଓ କଂଗ୍ରେସର ବନ୍ଦ ଡାକରାରେ ମାଲକାନଗିରି ଜିଲ୍ଲା ପ୍ରଭାବିତ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୨୮/୦୧ /୨୬- ଆଜି ନବନିର୍ମାଣ କୃଷକ ସଙ୍ଗଠନ ଏବଂ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାରେ ସାରା ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଧାନ ମଣ୍ଡିର ଅବ୍ୟବସ୍ଥା, ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତି ଙ୍କ ଠାରୁ…
25ବର୍ଷ ରେ ପାଦ ଥାପିଛି ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ସ୍ମାଶ ଭଲିବଲ ଟୁର୍ଣ୍ଣାମେଣ୍ଟ
ନୟାଗଡ଼ :- ନୟାଗଡ଼ ନିକଟସ୍ଥ ଥିବା ଦୁର୍ଗାପ୍ରସାଦ ଗ୍ରାମ ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ଏକଦିବାସିୟ ସ୍ମାଶ ଭଳି ଟୁର୍ନାମେଣ୍ଟ ଦୀର୍ଘବର୍ଷ ଧରି କ୍ଲବ ଦ୍ୱାରା ଏହି ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ଚାଲିଆସୁଛି l ସମସ୍ତ କ୍ଲବ ମେମ୍ବର ମାନଙ୍କ ପ୍ରଚେଷ୍ଟାରେ 25ବର୍ଷରେ ପାଦଥାପିଛି ଜୟଦୁର୍ଗା…
ଚମ୍ପୁଆ, ଗୋଧୂଳି ଗ୍ରାମରେ ଗଣତନ୍ତ୍ର ଦିବସ ପାଳିତ।
କେନ୍ଦୁଝର,ତା୨୮/୧- କେନ୍ଦୁଝର ଉପାନ୍ତ ଗୋଧୂଳି ଗ୍ରାମରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଗ୍ରାମ ବିପ୍ଲବୀ ଧରଣୀଧରଙ୍କ କର୍ମସ୍ଥଳୀ ଥିଲା ଏହିଠାରେ ସେ ଅବସ୍ଥାପିତ ହୋଇ ସିଂହଭୂମ, କେନ୍ଦୁଝର ଜମି ମାପ କରି ସମାଧାନ କରିଥିଲେ। ତେଣୁ ଆଜି ବି ସେଠାରେ ଲୋକଙ୍କ ମଧ୍ୟରେ କୌଣସି…
ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘର ନେତୃବୃନ୍ଦ ଚୟନ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ନେତୃବୃନ୍ଦଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଏହି ଅବସରରେ ପଡିଆ ବ୍ଲକର ନୂତନ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୀତାରାମ ମାଡି, ଉପସଭାପତି ସୁମନ୍ତ ଖଟେଇ, ସମ୍ପାଦକ ସୁରେଶ…
ବାଲ୍ୟ ବିବାହ ନିବାରଣ ନିମନ୍ତେ ସଚେତନତା ସାଇକେଲ ରାଲି ଆୟୋଜିତ।
କେନ୍ଦୁଝର,ତା୨୮/୧- ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ବାଲ୍ୟ ବିବାହ ନିବାରଣ ନିମନ୍ତେ ଏକ ସାଇକେଲ ରାଲି ଆୟୋଜନ କରାଯାଇଥିଲା। ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ପତାକା…