Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୋଲିସର –ଜନ ସମ୍ପର୍କ ଶିବିର ଆୟୋଜିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ- 30/1/2026: ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ଏମ୍ଭି–୭୯ ଥାନା ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ପୋଲିସ–ଜନ ସମ୍ପର୍କ ଶିବିର ସଫଳତାର ସହିତ ଆୟୋଜିତ ହୋଇଛି।ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୋଦ ପାଟିଲ ମୁଖ୍ୟ ଅତିଥି ଭାବେ…
ଆନ୍ତଃ ବ୍ଲକ ବେଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୦୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଜୟନ୍ତିନଗର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ ଆନ୍ତଃ ବ୍ଲକ ଇଣ୍ଡୋର ବେଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଚୌଧୁରୀ…
ଓଡିଶା ଆଦର୍ଶ ବିଦ୍ୟାଳୟ ର ୬ଷ୍ଠ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୦୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଡଙ୍ଗରିଗୁଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ୬ଷ୍ଠତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…
ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ବିଧାୟକ ଙ୍କୁ ନିବେଦନ କଲେ କୁଜାସିଂ ଗ୍ରାମବାସୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାଶିଂ ଗ୍ରାମ ଠାରୁ କୁଣ୍ଡେଇସିଂ ଗ୍ରାମ କୁ ରାସ୍ତା କରିବା ନିମନ୍ତେ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ଦାବି ରଖିଥିଲେ ଗ୍ରାମବାସୀ। ବିଧାୟକ ପ୍ରତିଶ୍ରୁତି ରଖି ଏହି ରାସ୍ତା କାର୍ଯ୍ୟ ପୂର୍ତ୍ତି ବିଭାଗ…
ଜିଲ୍ଳା ସ୍ତରୀୟ ସ୍ପର୍ଶ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ
ନବରଙ୍ଗପୁର ତା ୩୦.୧.୨୦୨୬:ଅଶୋକ ସାହୁ,ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସ୍ପର୍ଶ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ…
ରାଜଗାଙ୍ଗପୁର କଣ୍ଟା ବ୍ୟବସାୟ ଉପରେ ଜିଏସଟି ଇଣ୍ଟିଲିଜେନ୍ସ ବିଭାଗ ର ଚଢ଼ାଉ
ରାଜଗାଙ୍ଗପୁର/ତା ୩୦-୦୧-୨୬.-ବିଷ୍ଣୁ ଭୋମିକ: କୋଟି କୋଟି ଟଙ୍କା ର ଜିଏସଟି ଆତ୍ମସାତ ଅଭିଯୋଗ ରୁ ଜିଏସଟି ଇଣ୍ଟିଲିଜେନ୍ସ ବିଭାଗ ପକ୍ଷରୁ ରାଜଗାଙ୍ଗପୁର ସହରରେ କଣ୍ଟା ବ୍ୟାପାରି ଓ ଲୁହା ବ୍ୟବସାୟୀ ଚଲତି ସିଂହ ଙ୍କ ଘରେ ଓ ପ୍ଲାଣ୍ଟ ରେ ଚଢ଼ାଉ | ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ…
ରାୟଗଡ଼ରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ
ରାୟଗଡ଼: (ସରୋଜ କୁମାର ସାହୁ) ଜାନୁଆରୀ: ଜ଼ିଲ୍ଲାର ଉଦ୍ୟମୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜ଼ିଲ୍ଲା ପରିଷଦ ସଭାଗୃହରେ ଜ଼ିଲ୍ଲା ମୁଖ୍ୟ ବିକାଶ ତଥା ଉର୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କ ଅଧ୍ୟକ୍ଷତାରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…
ଭଞ୍ଜନଗର ଇଲେକ୍ଟ୍ରିସିଆନ୍ ଓ ପ୍ଲମ୍ବର ଭାଇ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା); ଶାସକ ପ୍ରଶାସକ : ଗଞ୍ଜାମଜିଲ୍ଲା ଭଞ୍ଜନଗର ସହରର ଅନେକ ଇଲେକ୍ଟ୍ରିସିଆନ୍ ଓ ପ୍ଲମ୍ବର କାର୍ଯ୍ୟରେ ନିୟୋଜିତ କରି ଜିବିକା ନିର୍ବାହ କରୁଥିବା ଜନସାଧାରଣ ଙ୍କୁ ନେଇ ଅଦ୍ୟ ଜାନୁଆରୀ ମାସ ୩୦ ତାରିଖ ଶୁକ୍ରବାର ଦିନ ଭଞ୍ଜନଗର ସ୍ଥ ବନବିହାର ପରିସରରେ ଏକ ଭବ୍ୟ…
ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ
ବେଲଗୁଣ୍ଠା--(ଶିବରାମ ଚୌଧୁରୀ)-,,ଏହିବ୍ଲକ ସ୍ଥିତି କ୍ଷେତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ଗିରିଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ତାଲିମ କାର୍ଯ୍ୟକ୍ରମର…
ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ ଓ ବାର୍ଷିକ ଉତ୍ସବ…
ଭୁବନେଶ୍ୱର ୩୦/ ୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି)ର ୨୦୨୫-୨୬ ବ୍ୟାଚ୍ର ପ୍ରଥମ ବର୍ଷ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ଛାତ୍ରଛାତ୍ରୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଓ କଲେଜର ବାର୍ଷିକ ଉତ୍ସବ ଏଠାରେ ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏହି…