Browsing Category

ରାଜ୍ୟ

କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତାରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ରୀର…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୫/୮/୨୦୨୬ ଠାରୁ ୧୯/୮/୨୦୨୬ ପର୍ଯ୍ୟନ୍ତ ଏୟାର ଫୋର୍ସ ଇନ୍ଦୂର୍ ସ୍ପୋର୍ଟସ କମ୍ପ୍ଲେକ୍ସ , କେନ୍ଦ୍ରୀୟ ବିଦ୍ୟାଳୟ ନମ୍ୱର -୨ , ଜଳାହ୍ଲି (ଇଷ୍ଟ) ବାଙ୍ଗାଲୋର ଠାରେ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଝାରସୁଗୁଡ଼ା ଜିଲ୍ଲାର ଏକ ଦମ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାରୁ ୮୮ ଓ ୮୯ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ (ଭା.ପ୍ର.ସେ.) ପୋଷ୍ୟ ସନ୍ତାନ ଭାବେ ଝାରସୁଗୁଡ଼ା ଜିଲ୍ଲାର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଆଜିକୁ ପ୍ରାୟ ୧ ବର୍ଷ ପୂର୍ବେ ପରିତ୍ୟକ୍ତ

ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ ପରିସର, ଧାର୍ମିକ ସ୍ଥଳୀ, ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ଜନସମାଗମ ସ୍ଥଳରେ ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଉପରେ ନିଷେଧାଦେଶ ଜାରି କରାଯାଇଥିବା ଜଣାପଡ଼ିଛି।

ବିଶିଷ୍ଟ ଶିକ୍ଷାବିତ୍ ଉଦୟନାଥ ପଣ୍ଡାଙ୍କ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗାରାବନ୍ଧର ବାସିନ୍ଦା ବିଶିଷ୍ଟ ଶିକ୍ଷାବିତ୍ ଉଦୟନାଥ ପଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। ହ୍ରୁଦରୋଗରେ ସେ ନିଜ ଭୂବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି। ସେ ଗତକାଲି ସନ୍ଧ୍ଯାରେ ରାୟଗଡ଼ାରୁ ଫେରିଥିଲେ ଏବଂ

ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର୍ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶିକ୍ଷାନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ

ଲିଙ୍ଗାଗଡ଼ ଠାରେ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜି.ଉଦୟଗିରି,୧୯/୦୮ (ଅବନୀ କୁମାର ପ୍ରଧାନ): ଜି.ଉଦୟଗିରି ତହସିଲ ଅନ୍ତର୍ଗତ ଲିଙ୍ଗାଗଡ ରାଜସ୍ୱ ଗ୍ରାମ ଏବଂ କତିଙ୍ଗିଆ ଗ୍ରାମ ଠାରେ ରାଜସ୍ୱ କାର୍ଯ୍ୟାଳୟ ତରଫରୁ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଯୋଗ

କେନ୍ଦ୍ରାପଡ଼ାରେ ଭାରତ ସରକାରଙ୍କ ଜାତୀୟ କୃମି ରୋଗ ପରୀକ୍ଷା କାର୍ଯ୍ୟକ୍ରମ ।

କେନ୍ଦ୍ରାପଡ଼ା:୧୯ ,୦୮ (ପ୍ରଫୁଲ୍ଲ କୁମାର ମଲ୍ଲ)ଭାରତ ସରକାରଙ୍କ ଜାତୀୟ ସ୍ତରୀୟ କୃମି ରୋଗ ନିରୀକ୍ଷଣ ଓ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ଓଡ଼ିଶାର ୬ଟି ଜିଲ୍ଲାର ୭ଟି ସ୍ଥାନରେ ୯ରୁ ୧୧ ବର୍ଷ ବୟସର ଶିଶୁମାନଙ୍କ ମଳ ନମୁନା ପରୀକ୍ଷା କରାଯାଉଛି। ଏହି କ୍ରମରେ କେନ୍ଦ୍ରାପଡ଼ା

ମାଲକାନଗିରି ବନଖଣ୍ଡ ଠାରେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ବନ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଆଗଧାଡ଼ିର କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ନିମନ୍ତେ ମାଲକାନଗିରି ବନଖଣ୍ଡ ପକ୍ଷରୁ ୭ ଦିନିଆ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଅଧିକ ଭଡ଼ା ଓ ହଇରାଣ ଅଭିଯୋଗ ।

'ବାଙ୍କେଶ୍ୱରୀ' ବସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ଜିଲ୍ଲା ପରିବହନ ଅଧିକାରୀ । ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ହାଇଦ୍ରାବାଦରୁ ମାଲକାନଗିରି ମଧ୍ୟରେ ଚଳାଚଳ କରୁଥିବା 'ବାଙ୍କେଶ୍ୱରୀ' ନାମକ ଘରୋଇ ବସ୍‌ରେ ଯାତ୍ରୀ ଶୋଷଣ ଓ ନିୟମ ଉଲ୍ଲଂଘନର ଗମ୍ଭୀର

ନବରଂଗପୁର ଠାରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ନବରଙ୍ଗପୁର, ତା. ୧୯.୦୮.୨୦୨୬: ଜିଲ୍ଲାର ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ଗତିଶୀଳ କରିବା ପାଇଁ ଗତକାଲି ତା ୧୮.୮.୨୦୨୬ ରିଖ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଙ୍କ ଅଧ୍ୟକ୍ଷତାରେ