ବେଲଗୁଣ୍ଠା-:7/10/26-:(ଶିବରାମ ଚୌଧୁରୀ )-ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଛାତ୍ର ସଂସଦ ନିର୍ବଚ଼ନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାରପ୍ରଧାନ, ଡ଼. ପ୍ରଫୁଲ କୁମାର ଜେନା, ଅଶୋକ କୁମାର ସ୍ଵାଇଁ, ଅଧ୍ୟାପିକା ପିଙ୍କି ପାତ୍ର, ଯୋଗଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ନିର୍ବାଚ଼ନ ସଂପର୍କିତ ନିର୍ଦ୍ଦେଶ ନାମା ସଂପର୍କରେ ଆଲୋଚ଼ନା ହୋଇଥିଲା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିର୍ବାଚ଼ନ କରିବାପାଇଁ ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲା ନିର୍ବାଚ଼ନ ସଂପର୍କତସମସ୍ତ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଓ ଅବଗତ କରାଯାଇଥିଲା ଆସନ୍ତା ତା-15/10/2026 ରେ ନିର୍ବାଚ଼ନହେବ ବୋଲି ସୂଚ଼ନା ଦିଆଯାଇଥିଲା