Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହାଟସାହିର ଝିଅ ପ୍ରଜ୍ଞାଶିନୀ ଆଣିଲେ ଜିଲ୍ଲା ସ୍ତରର ସୁନାମ ।
କେନ୍ଦ୍ରାପଡ଼ା:୩୧/୦୧(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅଧିନସ୍ତ ହାଟସାହି ଗ୍ରାମର ଝିଅ ପ୍ରଜ୍ଞାଶିନୀ ନାୟକ ନିଜ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ସମଗ୍ର ଜିଲ୍ଲାରେ ଗାଁର ମର୍ଯ୍ୟାଦା ବଢ଼ାଇଛନ୍ତି। ହାଟସାହି ଗ୍ରାମର ବାସିନ୍ଦା ପ୍ରଣୟ ନାୟକଙ୍କ ୧୬ ବର୍ଷର…
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗୋଲାମୁଣ୍ଡୁଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଉକ୍ତ ଗାଡ଼ିରେ ଶ୍ରମିକ ଭାବେ କାମ କରୁଥିବା ରମେଶ ଚନ୍ଦ୍ର ପ୍ରଧାନ ଗାଡ଼ି ଚଳାଇବା ବେଳେ ଅସାବଧାନତା ବଶତଃ ବାଘୁଆ ନଦୀ କୂଳ ଶ୍ମଶାନ ଘାଟରେ ଓଲଟି…
୩୫ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଉଦଘାଟିତ
କେନ୍ଦୁଝର,ତା୩୦/୧- ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇସୁଆଁ ଠାରେ ୩୫ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଉଦଘାଟିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦୁଝର ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର…
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜାନୁୟାରୀ ମାସର ସାରସ୍ୱତ ଆସର ଅନୁଷ୍ଠିତ ।
ଭୁବନେଶ୍ୱର - ତା ୩୦.୦୧ । ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜାନୁୟାରୀ ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ୟୁ ଟ୍ୟୁବ ପତ୍ରିକା 'ପାହାଚ'ର ପ୍ରଚାର ପ୍ରସାର ବ୍ୟାପକ କରିବା ସହିତ କିପରି ଅଧିକ ଲୋକପ୍ରିୟତା ହାସଲ କରିବ ସେଥିପାଇଁ ସମସ୍ତେ ଯତ୍ନବାନ…
“୧୮ ମାସରେ ୯୧,୦୦୦ କୋଟି ଟଙ୍କା ଋଣ କରିଛନ୍ତି ରାଜ୍ୟ ବିଜେପି ସରକାର”
ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି
ରାଜ୍ୟ ସରକାର: ବିଜେଡି
ଖୋଲା ବଜାରରୁ ଚଢା ସୁଧରେ ୩୮% ଋଣ
ନବେ ଦଶକର ଶେଷ ଭାଗରେ ଥିବା ସ୍ଥିତିର ପୁନରାବୃତ୍ତି ଆଶଙ୍କା
ଭୁବନେଶ୍ୱର, ୩୧/୦୧/୨୦୨୬: ନିକଟରେ ବିଶ୍ୱ ବ୍ୟାଙ୍କ ସମୂହ ସଭାପତି ତାଙ୍କ ଟିମ ଓ…
ଶାସ୍ତ୍ରୀ ସ୍ମୃତି ପାଠାଗାର ଦ୍ଵାରା ଆଞ୍ଚଳିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା
ନିତ୍ୟାନନ୍ଦ ପୁର: ସାଧାରଣ ତନ୍ତ୍ର ଦିବସ ଅବସରରେ, ନିତ୍ୟାନନ୍ଦ ପୁର ଗାଁ ସ୍ଥିତ ଶାସ୍ତ୍ରୀ ସ୍ମୃତି ପାଠାଗାର ଦ୍ଵାରା ଆଞ୍ଚଳିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ପୂର୍ବ ବର୍ଷ ପରି ଏଥର ମଧ୍ୟ ଆଠ -ନଅ ବିଦ୍ୟାଳୟର…
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ପରକ୍ଷୀଲା କାୟାକଳ୍ପ ଟିମ୍
ଓଡ଼ଗାଁ, ୩୦।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଜଣିଆ କାୟାକଳ୍ପ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସଫଳତାର ସହିତ ସ୍ୱଚ୍ଛତା ପରକ୍ଷୀବା କାର୍ଯ୍ୟ ସମ୍ପନ୍ନ ହୋଇଛି। ଦଳଟି କେବଳ ସ୍ୱାସ୍ଥ୍ୟକେନ୍ଦ୍ରର ପରିସରକୁ ନୁହେଁ, ବରଂ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ–ପୁଅଙ୍କ ମୃତ୍ୟୁ ଘଟଣା,
ଶବ ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ,
ମଶାଣିରେ ଜଳିଲା ୨ଟି ଜୁଇ
ଲୁହରେ ଭିଜିଲା ମଶାବାରୀ ଗାଁ,
ଓଡ଼ଗାଁ, ୩୦।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ପୁର୍ତ୍ତ ବିଭାଗ ରାସ୍ତାର କୈବଲ୍ୟପୁର ଛକ ନିକଟରେ ଗୁରୁବାର ରାତି…
କଂଗ୍ରେସର ଯୁବ ନେତା ଅବିନାଶ ଗୋମଙ୍ଗ ଓ ବହୁ କଂଗ୍ରେସ କର୍ମୀ ଦଳ ଛାଡି ବିଜେପି ରେ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ରାଜ୍ୟ କାର୍ଯ୍ୟାଳୟରେ ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଯଶସ୍ଵି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଓଡ଼ିଶା ରେ ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ…
ଲେମଧର ସେବାଶ୍ରମର ବାର୍ଷିକୋତ୍ସବ
ଶିଶୁଙ୍କ ପ୍ରଗତି ପାଇଁ ଗୁରୁଜନଙ୍କ ପ୍ରେରଣା, ଆଶୀର୍ବାଦ ଆବଶ୍ୟକ
ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଲେମଧର ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ପ୍ରଧାନ ସେବକ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରାକ୍ତନ ପ୍ରଧାନ ସେବକ ନବ କିଶୋର ସାହୁ ମୁଖ୍ୟ ଅତିଥି,ଜାରିଂ…