Browsing Category

ରାଜ୍ୟ

ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳମଣି ଜୟନ୍ତୀ ପାଳିତ

ବେଲଗୁଣ୍ଠା, ୯/୧୦:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ତ୍ୟାଗ, ସେବା, ମାନବିକତା ଓ ଓଡ଼ିଆ ଜାତି…

କାର ଦୁର୍ଘଟଣାରେ ଦମ୍ପତି ଙ୍କ ମୃତ୍ୟୁ

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ) ତା ୦୯/୧୦/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ନିକଟରେ ଏକ କାର ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ କାର ଭିତରେ ଥିବା ଦମ୍ପତି ଙ୍କ ମୃତ୍ୟୁ ଘଟିଛି । ଦମ୍ପତି ଦ୍ୱୟ ନବରଙ୍ଗପୁର ଇଚ୍ଛାବତୀ ଗୁଡା ର…

ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ: ୧୩ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ବେଲଗୁଣ୍ଠା,୦୯/୧୦: -(ଶିବରାମ ଚୌଧୁରୀ )-ଛାତ୍ର ସଂସଦ ନିର୍ବାଚନକୁ ନେଇ ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଚଳଚଞ୍ଚଳତା ଦେଖାଦେଇଛି। ବିଭିନ୍ନ ପଦବି ପାଇଁ ମୋଟ ୧୩ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ସଭାପତି ପଦ ପାଇଁ ସୌମ୍ୟ ରଞ୍ଜନ ଜେନା ଓ ରାଜେଶ ସ୍ୱାଇଁ, ଉପସଭାପତି ପଦ…

ଟିକିରି ସରସ୍ୱତୀ ଶିଶୁ ମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

​ କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।​ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ…

ରାୟଗଡ଼ା ମାଟିର ବୀର ସହିଦ ଯବାନ ଭି . ତେଜାଙ୍କୁ କାଶୀପୁର ସାମ୍ବାଦିକଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଦେଶମାତୃକାର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ରାୟଗଡ଼ା ମାଟିର ବୀର ଯବାନ ସ୍ୱର୍ଗତ ବି. ତେଜାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ବଳିଦାନକୁ ସ୍ମରଣ କରି ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସାମ୍ବାଦିକମାନଙ୍କ…

ବ୍ଲକ୍ ସ୍ତରୀୟ କବାଡ଼ି ଓ ଭଲି ବଲ୍ ଚୟନ ପ୍ରତିଯୋଗିତା କାର୍ଯ୍ଯକ୍ରମ ଅନୁଷ୍ଠିତ।

ପଦ୍ମପୁର:- ଗାୟତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ସାପଲହରଠାରେ ପାଇକମାଳ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ତରଫରୁ ସମସ୍ତ ବିଦ୍ୟାଳୟର ଜୋନାଲ ସ୍ତରରୁ ବ୍ଲକ୍ ସ୍ତରକୁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନକୁ ନେଇ ବ୍ଲକ୍ ସ୍ତରୀୟ କବାଡ଼ି ଓ ଭଲି ବଲ୍ ଚୟନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…

ଝାରସୁଗୁଡ଼ାରେ ଜାନୁଆରୀ ୩୦ ଓ ୩୧ରେ ଭୁଲିଆ ମେହେର ସମାଜର ବିଶାଳ ମହାସଭା

ଚୌଜିଲ୍ଲା ସଂଗଠନର ଚତୁର୍ଥ ବାର୍ଷିକ ଅଧିବେଶନରେ ନିଷ୍ପତ୍ତି ଝାରସୁଗୁଡ଼ା, ୯।୧୦: ଚୌଜିଲ୍ଲା ଭୁଲିଆ ମେହେର ସମାଜର ଚତୁର୍ଥ ବାର୍ଷିକ ଅଧିବେଶନ ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ କେ. କଣ୍ଟାପାଲିଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କଣ୍ଟାପାଲି ମେହେର ସମାଜର ନେତୃତ୍ୱରେ ଆୟୋଜିତ…

ଗୁଣପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମଙ୍କନ ପତ୍ର ଦାଖଲ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଫେରିଥିବା ବେଳେ ଗୁଣପୁର ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ରାଜନୀତି ସରଗରମ ହୋଇଉଠିଛି । ଆଜି ନାମାଙ୍କନ ପତ୍ର ଦାଖଲ ଚାଲିଥିବା ବେଳେ କଲେଜ କ୍ୟାମ୍ପସରେ ଆରମ୍ଭ ହୋଇଛି ନିର୍ବାଚନୀ…

କୁଲିହାମାଲରେ ପଞ୍ଚାୟତସ୍ତରୀୟ ସମନ୍ୱୟ ମେଳା

ଜଳ ସଂରକ୍ଷଣ ଓ ଗ୍ରାମାଞ୍ଚଳର ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ କୁଲିହାମାଲ ଖେଳପଡ଼ିଆରେ ଶୁକ୍ରବାର ପଞ୍ଚାୟତସ୍ତରୀୟ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ବିକାଶ ସଂସ୍ଥାର ସହାୟତା ଏବଂ ସେୱା ଅନୁଷ୍ଠାନର ପ୍ରତ୍ୟକ୍ଷ…

ସଂଗଠନ ସୁଦୃଢ଼ୀକରଣ ଓ ଜନସେବାକୁ ଗୁରୁତ୍ୱ ଦେଲେ ବିଧାୟକ ଟଙ୍କଧର

ଲଇକେରାରେ ଭାଜପାର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଝାରସୁଗୁଡ଼ା, ୯ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼, ସକ୍ରିୟ ଓ ଜନମୁଖୀ କରିବା ସହ ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର…