Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୃଦ୍ଧି ପାଉଛି ଚିନି ଦର. ଖାଉଟି ମୁଣ୍ଡରେ ଚଡ଼କ
ବେଲଗୁଣ୍ଠା : 24/08/26-:(ଶିବରାମ ଚୌଧୁରୀ )-ଗତ କିଛି ଦିନ ହେଲା ବେଲଗୁଣ୍ଠା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ରୂପେ ପରିଚିତ ଚିନିଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି। ଯାହାକୁ ନେଇ ବିଭିନ୍ନ ମହଲରେ!-->!-->!-->…
ଲିଙ୍କ୍ ଫେଲ୍ ପାଇଁ ଚାଷୀଙ୍କ ପଞ୍ଜିକରଣ ବାଧାପ୍ରାପ୍ତ
ଜିଲ୍ଲାରେ ୪୮ ପ୍ରତିଶତ ଚାଷୀଙ୍କ ପଞ୍ଜିକରଣ ବାକି ,ସମୟସୀମା ବଢ଼ାଇବାକୁ ଦାବି
ଓଡ଼ଗାଁ, ୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ସମବାୟ ସମିତିରେ ଚାଷୀଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଚଳିତ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ!-->!-->!-->…
ତିନି ମାସ ହେଲା ହିତାଧିକାରୀଙ୍କୁ ମିଳୁନି ଭତ୍ତା
ଓଡ଼ଗାଁ ବ୍ଲକରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ ହନ୍ତସନ୍ତ : ନୂଆ ଭତ୍ତା ପାଇଁ ୧୫ ଶହ ଆବେଦନ
ଓଡ଼ଗାଁ, ୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ଭତ୍ତା ପ୍ରଦାନରେ ଅନିୟମିତତାକୁ ନେଇ!-->!-->!-->…
ଶ୍ରୀ ରଘୁନାଥ ଜିଉଙ୍କ ଝୁଲଣ ପର୍ବ ଆରମ୍ଭ
ଓଡ଼ଗାଁ, ୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣ ଶୁକ୍ଳ ପୁତ୍ରଦା ଏକାଦଶୀ ତିଥିରୁ ଓଡ଼ଗାଁ ବିଜେ ଶ୍ରୀରଘୁନାଥଜିଉଙ୍କ ଝୁଲଣଯାତ୍ରା ଆରମ୍ଭ ହୋଇଛି। ଏହା ଆସନ୍ତା ଗୁରୁବାର ଝୁଲଣ ପୂର୍ଣ୍ଣିମା ବଳଭଦ୍ର ଜନ୍ମରେ ପୂର୍ଣ୍ଣାଙ୍ଗ ହେବ ବୋଲି ସୂଚନା ମିଳିଛି। ଏଥିସହ ଓଡ଼ଗାଁ ଅଞ୍ଚଳର ବିଭିନ୍ନ!-->…
ଓଡ଼ିଶା ସ୍ୱାର୍ଥକୁ ଜଳାଞ୍ଜଳି ଦେଲେ ବିଜେପି ସାଂସଦ: ବିଜେଡି
ଏମ୍ଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ
ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଚୁପ ରହିଲେ ବିଜେପି ସାଂସଦ
ସଂସଦରେ ବିଲ ବାବଦରେ ମୁଁହ ଖୋଲିଲେ ନାହିଁ ବିଜେପି ସାଂସଦ
ବିଜେପି ହେଉଛି ବ୍ୟବସାୟୀ ମାନଙ୍କ ପାର୍ଟି
ଭୁବନେଶ୍ୱର, ୨୩/୦୮/୨୦୨୬: ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ!-->!-->!-->!-->!-->!-->!-->!-->!-->!-->!-->…
ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗରବାସୀ ଜଳବନ୍ଦୀ ଘେରାରେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ପାରଳାଖେମୁଣ୍ଡିର ଉପକଣ୍ଠ ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣାନଗର ୧ ଓ ୨ ବାସିନ୍ଦା ପାଣି ଘେରରେ ଆବଦ୍ଧ ହୋଇ ଗତ ୩ ଦିନ ହେଲା ପଡି ରହିଛନ୍ତି। ପ୍ରାୟ ୫୦ଟି ପରିବାର ଏହି ଅଞ୍ଚଳରେ ରହୁଛନ୍ତି। ଗତ ତିନିଦିନ!-->!-->!-->…
ପାନପୋଷ ସର୍କିଟ ହାଉସ ଘଟଣାକୁ ନେଇ ପ୍ରଶାସନ ଉପରେ ବର୍ଷିଲେ କଂଗ୍ରେସ ନେତ୍ରୀ ରଞ୍ଜିତା ମଲ୍ଲିକ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ପାନପୋଷ ସର୍କିଟ ହାଉସ ଘଟଣା ରେ ବିଜେପି ରୁ ବହିଷ୍କୃତ ପ୍ରକାଶ ପାଶ୍ୱ।ନ ଓ ପାନପୋଷ ଉପ ଜିଲ୍ଲାପାଳଙ୍କ ଭୂମିକା ନେଇ କଂଗ୍ରେସର ମହିଳା ସଭାପତି ରଞ୍ଜିତା ମଲ୍ଲିକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା!-->!-->!-->…
ଲଇକେରାରେ ବିଜେଡିକୁ ବିଜେପିର ଜବାବ: ବିକାଶ ପ୍ରସଙ୍ଗରେ ମୁହାଁମୁହିଁ
ଝାରସୁଗୁଡ଼ା, ୨୩/୮: ଲଇକେରା ଅଞ୍ଚଳର ବିକାଶ ଓ ଲୋକଙ୍କ ସମସ୍ୟାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ତୀବ୍ର ହୋଇଛି। ଲଇକେରା ସାହାସପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ରବିବାର ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ସମାଲୋଚନାର ଜବାବ ଦେଇ ଦଳୀୟ!-->!-->!-->…
ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ମାତୃଶମିଳନୀ ଅନୁଷ୍ଠିତ.
ବେଲଗୁଣ୍ଠା.୨୩/୦୮, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମରେ ଅବସ୍ଥିତ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ଆଜି ମାତୃ ସମିଳନୀ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକ ରେ ବିଦ୍ୟାଳୟ ର ପ୍ରୀତିଷ୍ଠାତା ମାଧବ ଚନ୍ଦ୍ର ଆପଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ!-->…
ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ
ଗାଙ୍ଗପୁର ଥାନା ଅଞ୍ଚଳର ନାହାଡ଼ା ଗ୍ରାମରେ ଚାଞ୍ଚଲ୍ୟ — ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ
ବେଲଗୁଣ୍ଠା,୨୩/୦୮,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଞ୍ଚଳର ନାହାଡ଼ା ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବତୀଙ୍କୁ ଛୁରାମାଡ଼!-->!-->!-->…