Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲାଞ୍ଚ ନେଇ ୪ବର୍ଷ ଜେଲ୍ ଗଲେ ପଞ୍ଚାୟତ କାର୍ଯ୍ଯ ନିର୍ଵାହୀ ଅଧିକାରୀ।
ପଦ୍ମପୁର : - ରାଜବୋଡାସମ୍ବର୍ ବ୍ଲକ ପୁରେନା ଗ୍ରାମ ପଞ୍ଚାୟତ କାର୍ଯ୍ଯ ନିର୍ଵାହୀ ଅଧିକାରୀ ଛବିଳ ବରିହାଙ୍କୁ ମାନ୍ୟବର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତୃତୀୟ କିସ୍ତି ଟଙ୍କା ବିଲ୍ କରାଇଦେବା ବାହାନାରେ ସତିଭଟା ଗ୍ରାମର ଅର୍ଜୁନ ଲୁହାର ଙ୍କ ଠାରୁ!-->!-->!-->…
ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍ ସମାରୋହ
ଭୁବନେଶ୍ୱର, ଅଗଷ୍ଟ୨୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୪୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ଏକ ବିଶେଷ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।ପନ୍ଦରଟି ବିଭିନ୍ନ ଦେଶରୁ!-->!-->!-->…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ବେଦକ୍ଷତା ସ୍କିଲ୍ ଡେଭଲପମେଣ୍ଟ ପଦକ୍ଷେପ ମାଧ୍ୟମରେ ୩୦ ଯୁବକ-ଯୁବତୀଙ୍କୁ ସଶକ୍ତ…
ଏହି ପଦକ୍ଷେପ ଅଧୀନରେ ୩୦ ଯୁବକ-ଯୁବତୀଙ୍କୁ ଶିଳ୍ପ ଆବଶ୍ୟକତା ଅନୁକୂଳ ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ନିଯୁକ୍ତିଯୋଗ୍ୟତା ଓ ସ୍ଥାୟୀ ଜୀବିକା ସୁଯୋଗ ବୃଦ୍ଧି କରାଯାଇଛି।
ଝାରସୁଗୁଡ଼ା, ଓଡ଼ିଶା; ୨୪ ଅଗଷ୍ଟ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ!-->!-->!-->!-->!-->…
ଲଗାଣ ବର୍ଷାରେ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଲଗାଣ ବର୍ଷା ଯୋଗୁଁ ପାରଳାଖେମୁଣ୍ଡି ସହରର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳ ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ।ସହରର ମୋକାତୋଟା ତଳିଆ!-->!-->!-->!-->!-->…
ସିଏମ୍ ସାନିଟାରୀ ଆଣ୍ଡ ଇଲେକ୍ଟ୍ରିକାଲର ପ୍ରଥମ ବାର୍ଷିକୀରେ ୮୧ ୟୁନିଟ୍ ରକ୍ତ ସଂଗୃହୀତ
ବିଜେପୁର, ୨୫/୦୮: ବ୍ୟବସାୟିକ ପ୍ରତିଷ୍ଠାନର ଏକ ବର୍ଷ ପୂର୍ତ୍ତିକୁ ନିଆରା ଢଙ୍ଗରେ ପାଳନ କରିଛି ସିଏମ୍ ସାନିଟାରୀ ଆଣ୍ଡ ଇଲେକ୍ଟ୍ରିକାଲ। ପ୍ରଥମ ବାର୍ଷିକୀର ଖୁସିକୁ କେବଳ ଉତ୍ସବ ମଧ୍ୟରେ ସୀମିତ ନରଖି ମାନବ ସେବାର ମହତ୍ କାର୍ଯ୍ୟ ସହ ଯୋଡ଼ିଛନ୍ତି ଆୟୋଜକ। ନିଷ୍ଠା ପରିବାରର ମିଳିତ!-->!-->!-->…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ)!-->!-->!-->…
ସଡ଼କ ସୁରକ୍ଷା ବୈଠକ: ଦୁର୍ଘଟଣା ରୋକିବା ସହ ଯାତାୟାତ ନିୟମ କଡ଼ାକଡ଼ି କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ: ଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ଆୟୋଜିତ ଏହି!-->!-->!-->…
ପ୍ରସିଦ୍ଧ ଲେଖକ ଗିରି ଦଣ୍ଡସେନାଙ୍କ ପରଲୋକରେ ସୁନ୍ଦରଗଡ଼ର ସାହିତ୍ୟ ଜଗତରେ ଶୋକର ଛାୟା
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସୁନ୍ଦରଗଡ଼ର ସାହିତ୍ୟ ଜଗତରେ ଖେଳିଯାଇଛି ଶୋକର ଛାୟା। ପ୍ରସିଦ୍ଧ ଲେଖକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଗିରି ଦଣ୍ଡସେନାଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସୁନ୍ଦରଗଡ଼ର ସାହିତ୍ୟ ଓ ସାଂସ୍କୃତିକ ମହଲରେ ଶୋକ ପ୍ରକାଶ ପାଇଛି।ନିଜ!-->!-->!-->…
କିମସରେ ହୃତପିଣ୍ଡ ଧମନୀର ସଫଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ୨୧ ବର୍ଷୀୟ ଯୁବକ
ଭୁବନେଶ୍ୱର: ଭଦ୍ରକର ଜଣେ ୨୧ ବର୍ଷୀୟ ଅନାଥ ଯୁବକଙ୍କ ଜୀବନ ବଞ୍ଚାଇବାରେ କିମସ ଭୁବନେଶ୍ୱରର ଡାକ୍ତରମାନେ ସଫଳ ହୋଇଛନ୍ତି। ବେକରେ ବଢ଼ୁଥିବା ଏକ ବିଶାଳ ଫୁଲା ଯୋଗୁଁ ରୋଗୀଙ୍କ ଶ୍ୱାସକ୍ରିୟା ଓ ଖାଦ୍ୟପାନୀୟ ଗିଳିବାରେ ଗୁରୁତର ସମସ୍ୟା ଦେଖାଦେଇଥିଲା। କିମ୍ସରେ ଜଟିଳ ଜରୁରୀକାଳୀନ!-->!-->!-->…
ଓଡ଼ଗାଁରେ ଓଏସବିଏ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା
ଜିଲ୍ଲାସ୍ତର ପାଇଁ ୧୦ ଖେଳାଳି ମନୋନୀତ
ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ରେ ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ (ଓଏସବିଏ) ପକ୍ଷରୁ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା!-->!-->!-->!-->!-->…