Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟି-୨୦ ୱାଲ୍ଡ କପ୍ ପୂର୍ବରୁ ଡିଏଭି ଝାରସୁଗୁଡ଼ାରୁ ଭାରତୀୟ ଟିମ୍କୁ ଗୁଞ୍ଜରିତ ହେଲା ଜୟଧ୍ୱନି
ଝାରସୁଗୁଡ଼ା, ୦୭/୦୩/୨୦୨୬: ଆଜି ହେବାକୁ ଥିବା ଟି-୨୦ ୱାଲ୍ଡ କପ ଫାଇନାଲ ମ୍ୟାଚ ଜିତି ଚାମ୍ପିୟନ ଟ୍ରଫି ହାସଲ କରିବାର ଉତ୍ସାହ ଓ ଉତ୍କଣ୍ଠା ନେଇ ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ା ପରିସରରୁ ଭାରତୀୟ କ୍ରିକେଟ ଟିମ ପାଇଁ ଆଗୁଆ ଶୁଭେଚ୍ଛା ଓ ଜୟଧ୍ୱନି ଗୁଞ୍ଜିଉଠିଛି ।…
ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ
କର୍ମଶାଳାରେ ୧୦୦ ରୁ ଉର୍ଦ୍ଧ୍ୱ ଜନ ସୂଚନା ଅଧିକାରୀ ବିଭାଗୀୟ ଅଧିକାରୀଙ୍କ ଯୋଗଦାନ
ସୂଚନା ଅଧିକାର ଆଇନ ହେଉଛି ସ୍ୱଚ୍ଛ ଶାସନର ଏକ ଦର୍ପଣ। ଯେଉଁଠି ସୂଚନା ସର୍ବସାଧାରଣ, ସେଠାରେ ଭ୍ରଷ୍ଟାଚାର ଅପ୍ରାସଙ୍ଗିକ ଏବଂ ବିକାଶ ଅପରିହାର୍ଯ୍ୟ। ତଥ୍ୟର ସ୍ୱଚ୍ଛ ଆଦାନପ୍ରଦାନ ହିଁ ପ୍ରଶାସନିକ…
ଚଳିତ ବଜେଟ ବିକଶିତ ଓଡିଶାର ସ୍ୱପ୍ନକୁ ସତ କରିବ: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ
ଝାରସୁଗୁଡା, ୭/୩: ଚଳିତ ବିଧାନସଭାରେ ପାରିତ ହୋଇଥିବା ରାଜ୍ୟ ବଜେଟ ବିକଶିତ ଓଡିଶାର ସ୍ୱପ୍ନକୁ ସତ କରିବା ସହ ଏହା ଏକ ଐତିହାସିକ ବଜେଟ ବୋଲି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ମୁକେଶ ମହାଳିଙ୍ଗ କହିଛନ୍ତି। ଶନିବାର ପୂର୍ବାହ୍ନରେ ଝାରସୁଗୁଡାର ଏକ ଘରୋଇ…
ବାଦିମାଲ କୁଷ୍ଠାଶ୍ରମରେ ଚେତନା ପରିଷଦ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୭/୦୩):- ସମାଜସେବା ଓ ମାନବିକତାର ଉଦ୍ଦେଶ୍ୟରେ ଚେତନା ପରିଷଦ ପଦ୍ମପୁର ପକ୍ଷରୁ ବାଦିମାଲ କୁଷ୍ଠାଶ୍ରମରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆଶ୍ରମବାସୀମାନଙ୍କୁ ବିଭିନ୍ନ ପ୍ରକାର ଆବଶ୍ୟକ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଚାଉଳ,…
ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ
ବାଣପୁର:(ସେକ୍ କୌସର ):ଆଜି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀ ଲୋକସଭା ସାଂସଦ ଡ଼ାଃ…
ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ୨୦୨୫-୨୬ ଉଦଯାପିତ
କେନ୍ଦୁଝର,ତା୭/୩- ସ୍ଥାନୀୟ ପିଏମ୍ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ମାର୍ଚ୍ଚ ୭ ତାରିଖରେ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାଟଣା ବିଧାୟକ…
କେନ୍ଦୁଝରରେ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ।
କେନ୍ଦୁଝର,ତା୭/୩- କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଅଧିକାର ଆଇନ-୨୦୦୫ର ସଠିକ୍ ଅନୁପାଳନ ଏବଂ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ସ୍ଥାନୀୟ କଲେକ୍ଟୋରେଟ୍ର ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅଧିକାର ଆଇନର ଧାରା…
ମହିଳା ସୁସ୍ଥ ତ ସମାଜ ସୁସ୍ଥ: କେନ୍ଦୁଝର ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ ଜମୁଛି ମହିଳା ଦିବସର ଉତ୍ସବ”।
କେନ୍ଦୁଝର,ତା୭/୩- ମହିଳାମାନଙ୍କ ସ୍ୱାସ୍ଥ୍ୟ, ସଶକ୍ତିକରଣ ଏବଂ ନେତୃତ୍ୱକୁ ନୂତନ ଦିଶା ଦେବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡଠାରେ ଆସନ୍ତା ୬ ମାର୍ଚ୍ଚରୁ ୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ତିନି ଦିନ ଧରି 'ଆନ୍ତର୍ଜାତୀୟ ମହିଳା ଦିବସ' ବହୁ…
ଭଞ୍ଜନଗର ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭଞ୍ଜନଗର ବ୍ଳକ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ଅଦ୍ୟ ଦିବସ ଶନିବାର ରେ ଭଞ୍ଜନଗର ପଞ୍ଚାୟତ ସମିତି ସଭାଗୃହ ଠାରେ ପାଳନ କରାଯାଇଛି। ସାଧାରଣତଃ ପ୍ରତିବର୍ଷ ମାର୍ଚ୍ଚ ଆଠ ତାରିଖରେ ପାଳନ ହୁଏ ଆନ୍ତର୍ଜାତୀୟ…
ବେଆଇନ ବାଲି ଚାଲଣ ଧରପଗଡ ଓ ଜରିମାନା ଆଦାୟ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ତା:୦୭-୦୩-୨୦୨୬ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲଣ ଓ ଧରପଗଡ ଅନୁଷ୍ଠିତ ହୋଇଥିଲା । ଭୋର ସମୟରେ ହଠାତ୍ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଦୁଇ ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ୍, ଯୋହନ…