Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବ୍ଲକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା: କଳା ଓ କଳାକାର ହିତୈଷୀ ମହାମଞ୍ଚ "ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ" ପକ୍ଷରୁ ଏକ କଳାକାର ସମାବେଶ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ରଞ୍ଜିତ କୁମାର…
ଏଥେନ୍ସ ଅନ୍ତର୍ଜାତୀୟ ଉସୁ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପଦକ ଆଣିଲେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ୨ କ୍ରୀଡ଼ାବିତ
ଶିବାନୀଙ୍କୁ ସ୍ୱର୍ଣ୍ଣ ଓ ମଞ୍ଜୁଙ୍କୁ ରୌପ୍ୟ
ଯୋଡ଼ା: ଏଥେନ୍ସ ଆକ୍ରୋପଲିସ ଅନ୍ତର୍ଜାତୀୟ ଉସୁ ଓପନ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ପଦକ ଜିତିଛନ୍ତି ବଡ଼ବିଲ ଜିନ୍ଦଲ ସ୍ପୋର୍ଟ୍ସ ହଷ୍ଚେଲର ଦୁଇ କ୍ରୀଡ଼ାବିତ। ଏଥିରେ ୧୪ ବର୍ଷରୁ କମ ୩୯ କେଜି ବର୍ଗରେ ଶିବାନୀ ମୁଣ୍ଡା…
ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍ ନୀତି ଛାତ୍ରଛାତ୍ରୀ ମାନଙ୍କୁ ନବସୃଜନ ନିମନ୍ତେ ଉତ୍ସାହିତ କରିବାକୁ ଉଦ୍ଧିଷ୍ଟ : ଶ୍ରୀ…
ଏଆଇସି-ସୋଆ ଫାଉଣ୍ଡେସନ୍ ଉଦ୍ଘାଟିତ
ଭୁବନେଶ୍ୱର, ମାର୍ଚ୍ଚ ୧୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ ଆରମ୍ଭ କରିବା ନିମନ୍ତେ ଉତ୍ସାହିତ କରିବାକୁ ଗୁରୁବାର ଅଟଳ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଓଡିଶାର ସର୍ଜନ ଡ଼ା. ପ୍ରଦୀପ କୁମାର ସେଠୀଙ୍କ ସୌଜନ୍ୟମୂଳକ ସାକ୍ଷାତ
ଭୁବନେଶ୍ୱର/ମୁମ୍ବାଇ: ଓଡିଶାର ଗର୍ବ ଏବଂ ବିଶ୍ୱ ପ୍ରସିଦ୍ଧ ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡ଼ା. ପ୍ରଦୀପ କୁମାର ସେଠୀ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କର ମୁମ୍ବାଇ ଗସ୍ତ ସମୟରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସମୟରେ ସେ ଓଡିଶାର କେନ୍ଦୁଝର ଜିଲ୍ଲାରେ…
ଧଳା ଜହର ପାଇଁ ବାଇକ୍-ମୋବାଇଲ୍ ଲୋଭ,ଅର୍ଥ ପାଇଁ ସାଇବର ଠକେଇକୁ ଆପଣାଉଛନ୍ତି ଯୁବକ
ଓଡ଼ଗାଁ,୧୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରେ ବେଆଇନ ନିଶା ଦ୍ରବ୍ୟ କାରବାର ଦିନକୁ ଦିନ ବଢ଼ୁଥିବା ବେଳେ ଏହାର ଗୁରୁତର ପ୍ରଭାବ କୈଶୋର ଓ ଯୁବମାନଙ୍କ ଉପରେ ପଡ଼ୁଛି। ବିଶେଷ କରି ବ୍ରାଉନ ସୁଗାର ଭଳି “ଧଳା ଜହର” ପ୍ରତି ଆକର୍ଷଣ ବୃଦ୍ଧି ପାଇ…
ଛାତରୁ ଖସି ପଡ଼ି ଜଣେ ମୃତ, ଆକସ୍ମିକ ଘଟଣାରେ କୁରାଳରେ ଶୋକର ଛାୟା,
ଓଡ଼ଗାଁ, ୧୯।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳଗ୍ରାମ ବେଙ୍ଗେଇସାହିରେ ଛାତରୁ ଖସି ପଡ଼ି ଜଣେ ବ୍ୟକ୍ତିଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଗୌରଚନ୍ଦ୍ର ମହାପାତ୍ର (୫୯) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ,…
ମହେନ୍ଦ୍ରତନୟା ସାହିତ୍ୟ ସଂସଦ ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳିତ : ସାହିତ୍ୟ ବିଞ୍ଚିଲେ ଜାତି ବଞ୍ଚିବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ରତନୟା ସାହିତ୍ୟ ସଂସଦ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ସଂସଦର ସଭାପତି ଶ୍ରୀମତି ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…
ସର୍ପାଘାତରେ ଦଶମ ଶ୍ରେଣୀ ଛାତ୍ରୀର ମୃତ୍ୟୁ
କେନ୍ଦୁଝର, ତା୧୯/୩- ଘଟଗାଁ ଥାନା ସ୍ଵାମପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ଅନ୍ତର୍ଗତ ମହୁଲଡିହା ଗ୍ରାମର ଦାସ ମୁଣ୍ଡାଙ୍କ ଝିଅ ସୁଭଦ୍ରା ମୁଣ୍ଡା (୧୫) ଗତକାଲି ରାତିରେ ସର୍ପାଘାତରେ ମୃତ୍ଯବରଣ କରିଛି। ସେ ଶୋଇଥିବା ବେଳେ ଏକ ଚିତି ସାପ ତା'ର ବାମଗୋଡକୁ କାମୁଡି ଦେଇଥିଲା। ସେ ସଙ୍ଗେସଙ୍ଗେ…
କିଚିରିମିଚିରି ଶବ୍ଦ; ଲୋପ ପାଇଲାଣି ଘର ଚଟିଆ ବଂଶ
ବେଲଗୁଣ୍ଠା,-୧୯/୦୩-(ଶିବରାମ ଚୌଧୁରୀ )-, ଜଳବାୟୁ ପରିବର୍ତ୍ତନ ସହିତ ଧରାପୃଷ୍ଠରୁ ବହୁ ଜୀବଜନ୍ତୁ ମଧ୍ୟ ଧିରେ ଧିରେ ଲୋପ ପାଇବାରେ ଲାଗିଛି I ଦିନ ଥିଲା ଗାଆଁ ଗହଳରେ ମାଆ ମାନେ ଘର ଚଟିଆକୁ ଦେଖାଇ ନିଜ ଛୁଆର ଅଝଟ ପଣ ଦୂର କରିବା ସହିତ ଘର ଚଟିଆ ସମ୍ପର୍କରେ ନାନା ଗୀତ ଗାଇ ନିଜ ଛୁଆକୁ ଖୁଆଇ…
ଜାରିଂରେ କବି ଗଙ୍ଗାଧରଙ୍କ ଶ୍ରାଦ୍ଧୋତ୍ସବ
"ନୀତି,ନୈତିକତା ବିହୀନ ଜୀବନ ମୂଲ୍ୟହୀନ"
ବିଜେପୁର: ନୀତି ନୈତିକତା ବିହୀନ ଜୀବନ ମୂଲ୍ୟହୀନ।କବି ଗଙ୍ଗାଧର ମେହେରଙ୍କ କାବ୍ୟ କବିତାରେ ଏହି ମୂଲ୍ୟବୋଧ ରହିଥିବାରୁ ସର୍ବତ୍ର ଏହା ଲୋକପ୍ରିୟ ହୋଇପାରିଛି।ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଭାବକବି…