Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ମମ୍ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍ର ଶୁଭାରମ୍ଭ: ଓଡ଼ିଶାର ପ୍ରଥମ
ଭୁବନେଶ୍ୱର, ସେପେ୍ଟମ୍ବର ୫: ଅତ୍ୟାଧୁନିକ ରକ୍ତନଳୀ ଏବଂ ଇଂଟରଭେନସନାଲ୍ ଚିକିତ୍ସା କ୍ଷେତ୍ରରେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ରାଜ୍ୟର ପ୍ରଥମ ହସ୍ପିଟାଲ୍ ଭାବେ ସମ୍ମମ୍ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମର ଶୁଭାରମ୍ଭ!-->…
ଓଡ଼ିଶା ପରିବେଶ କଂଗ୍ରେସ ୧୭ତମ ଅଧିବେଶନ ପାଇଁ ପ୍ରସ୍ତୁତି ବୈଠକ
“ପରିବେଶ ଓ ପ୍ରଯୁକ୍ତି” ବିଷୟବସ୍ତୁକୁ ନେଇ ଏନ୍ ଆଇ ଟି ରାଉରକେଲାରେ ନଭେମ୍ବର ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
ଭୁବନେଶ୍ୱର, ୫ ସେପ୍ଟେମ୍ବର ୨୦୨୬: ଓଡ଼ିଶା ପରିବେଶ କଂଗ୍ରେସର ୧୭ତମ ଅଧିବେଶନର ସଫଳତା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପ୍ରାକୃତିକ!-->!-->!-->!-->!-->…
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍ଘାଟିତ
ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଦୁଷୀ ଶୁଭା ମୁଦଗଲ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କଲେ
ଭୁବନେଶ୍ୱର, ୫ ସେପ୍ଟେମ୍ବର ୨୦୨୬ : ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର ସହଯୋଗରେ ଆୟୋଜିତ ୩୨ତମ ଗୁରୁ କେଳୁଚରଣ!-->!-->!-->!-->!-->…
ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି : ସୋଆ ଉପସଭାପତି
ଜାଗୋ କ୍ଲବ ପକ୍ଷରୁ ଗୁରୁ ଦିବସ ପାଳିତ
ଭୁବନେଶ୍ୱର, ସେପ୍ଟେମ୍ବର ୫: ମଣିଷର ଜୀବନ ଗଠନ ଓ ତା’ର ଭବିଷ୍ୟତର ଭିତିଭୂମି ପ୍ରସ୍ତୁତ କରିବାରେ ଗୁରୁମାନଙ୍କର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ!-->!-->!-->…
“ଶିକ୍ଷାର ଅନ୍ତ ନାହିଁ, ତେଣୁ ଶିକ୍ଷକତା ଅନନ୍ତ କାଳ ପର୍ଯ୍ୟନ୍ତ ରହିବ”
ଓଡ଼ଗାଁରେ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଓଡ଼ଗାଁ, ୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକ୍ ରୋଡ୍ସ୍ଥିତ କଲ୍ୟାଣୀ ମଣ୍ଡପଠାରେ ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି), ଓଡ଼ଗାଁ ପକ୍ଷରୁ ଗୁରୁପୂଜନ ଓ!-->!-->!-->…
ଓଡ଼ଗାଁ ଏନ୍ଏସିରେ ଏନଫୋର୍ସମେଣ୍ଟ ଟିମ୍ର ଚଢ଼ାଉ
୬,୫୦୦ ଟଙ୍କା ଜରିମାନା ଆଦାୟ, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ ପାଇଁ ସଚେତନତା
ଓଡ଼ଗାଁ, ୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସହରର ସ୍ୱଚ୍ଛତା, ସୁନ୍ଦରୀକରଣ ଓ ସୁସ୍ଥ ପରିବେଶ ରକ୍ଷା ନିମନ୍ତେ ଶନିବାର!-->!-->!-->!-->!-->…
ପ୍ରେରଣା ଦେବା, ମାର୍ଗଦର୍ଶନ କରିବା ଓ ବୁଝେଇବା ହିଁ ଗୁରୁଙ୍କ ପ୍ରକୃତ କାର୍ଯ୍ୟ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ‘ଗୁରୁ ସମ୍ବର୍ଦ୍ଧନା ସମାରୋହ’ରେ ସାଂସଦ
• ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ଓ ସମାଜ ଗଢ଼ୁଥିବା ସମସ୍ତ ଗୁରୁଜନମାନଙ୍କୁ ପ୍ରଣାମ ଜଣାଇଲେ• ପ୍ରକୃତି ଠାରୁ ଆରମ୍ଭ କରି ସମାଜର ପ୍ରତ୍ୟେକ ବ୍ୟକ୍ତି ଆମର ଗୁରୁ•!-->!-->!-->!-->!-->…
କୋରାପୁଟରେ ଟିପିଏସ୍ଓଡିଏଲର ସୁରକ୍ଷା ନବସୃଜନ ଓ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା
କୋରାପୁଟ, ସେପ୍ଟେମ୍ବର: ଏକ ସୁରକ୍ଷିତ ବିଦ୍ୟୁତ ବିତରଣ ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜୟକୋ ସେଫ୍ଟି ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡର ସହଯୋଗରେ!-->!-->!-->…
ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନା
ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା
ବାଲେଶ୍ୱର, ୫ ସେପ୍ଟେମ୍ବର ୨୦୨୬: ଉତ୍ତର ଓଡ଼ିଶାରେ ସୌର ତନ୍ତ୍ରର ବହୁଳ ବ୍ୟବହାର ନେଇ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍!-->!-->!-->…
ଭିଜିଲାନ୍ସ ଜାଲରେ ଡ୍ରେନେଜ୍ ବିଭାଗ AEE !
୩.୧୫ ଲକ୍ଷ ଟଙ୍କା ନଗଦ ଜବତ, ଅଫିସ୍ ଓ ବାସଭବନରେ ଚଢ଼ାଉ
କେନ୍ଦ୍ରାପଡ଼ା:୦୫ା୦୯ (ପ୍ରଫୁଲ୍ଲ କୁମାର ମଲ୍ଲ) ଠିକାଦାରମାନଙ୍କ ବକେୟା ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ଟଙ୍କା ସଂଗ୍ରହ କରାଯାଉଥିବା ନେଇ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ!-->!-->!-->!-->!-->…