Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଧିର-ମୂକ ବିଦ୍ୟାଳୟର ୮୭ ଛାତ୍ରଛାତ୍ରୀଙ୍କୁ ନବ ଦାସ ଫାଉଣ୍ଡେସନ୍ର ପୋଷାକ ବଣ୍ଟନ
ଝାରସୁଗୁଡ଼ା, ୨୯/୮: ନବ ଦାସ ଫାଉଣ୍ଡେସନ୍ ପକ୍ଷରୁ ଶନିବାର ବୃନ୍ଦାମାଳସ୍ଥିତ ସ୍ୱତନ୍ତ୍ର ବଧିର ଓ ମୂକ ବିଦ୍ୟାଳୟର ୮୭ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୋଷାକ ବଣ୍ଟନ କରାଯାଇଛି। ସ୍ୱର୍ଗତ ନବ ଦାସଙ୍କ ଧର୍ମପତ୍ନୀ ମିନତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ପ୍ରଦାନ!-->…
ସ୍ୱାୟତ୍ତ ଶାସନ ଦିବସ ନିମନ୍ତ୍ରଣ ପତ୍ରକୁ ନେଇ ବିବାଦ
ସାଂସଦ ଓ ବିଧାୟକଙ୍କ ନାମ ବାଦ ନେଇ ପୌରପରିଷଦକୁ ସ୍ପଷ୍ଟୀକରଣ ଦାବି
ଝାରସୁଗୁଡ଼ା, ୨୯/୮: ଆସନ୍ତା ୩୧ ତାରିଖରେ ପାଳିତ ହେବ ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ପ୍ରକାଶିତ ନିମନ୍ତ୍ରଣ ପତ୍ରକୁ ନେଇ ବିବାଦ ଦେଖାଦେଇଛି। ନିମନ୍ତ୍ରଣ ପତ୍ରରେ ନିର୍ବାଚିତ!-->!-->!-->…
ଗ୍ରାମବାସୀଙ୍କ ବିରୋଧରେ ଶ୍ରୀପୁରା ବାଲିଘାଟ ଜନଶୁଣାଣୀ ବାତିଲ
ଝାରସୁଗୁଡ଼ା, ୨୯। ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ଶ୍ରୀପୁରା ବାଲିଘାଟର ପରିବେଶଗତ ମଞ୍ଜୁରୀ ନିମନ୍ତେ ଶନିବାର ଆୟୋଜିତ ହେବାକୁ ଥିବା ଜନଶୁଣାଣୀ ଗ୍ରାମବାସୀଙ୍କ ତୀବ୍ର ବିରୋଧ ଯୋଗୁଁ ବାତିଲ ହୋଇଛି। ବାଲିଘାଟ ଲିଜ୍କୁ ନେଇ ଶ୍ରୀପୁରା ଗ୍ରାମବାସୀ ଏକଜୁଟ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ।
!-->!-->!-->…
ତଥ୍ୟକୁ ଗୋପନ ରଖି ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଅନୁଚିତ୍ – ଧର୍ମେନ୍ଦ୍ର ପ୍ରଧାନ
MMDR ସଂଶୋଧନ ବିଲ୍ -୨୦୨୬କୁ ନେଇ ନବୀନ ପଟ୍ଟନାୟକଙ୍କ ପତ୍ରର ପ୍ରତ୍ୟୁତ୍ତର ରଖିଲେ ସାଂସଦ
• ନୂଆ ଆଇନ ଦ୍ୱାରା ଖଣିଜ ରାଜସ୍ୱର ପ୍ରାୟ ୯୦% ସିଧାସଳଖ ରାଜ୍ୟ କୋଷାଗାରକୁ ଯିବ; ଓଡ଼ିଶା ତା'ର ନିଲାମ ପ୍ରିମିୟମର ୧୧୦%, ୧୫% ରୋୟାଲଟି ଓ ଡିଏମଏଫ ପାଣ୍ଠି ସମ୍ପୂର୍ଣ୍ଣ ପାଇବ• ୨୦୧୪!-->!-->!-->!-->!-->…
ୟୁସିସିଆଇଏଲରେ ନବୀକୃତ ‘ରିକ୍ରିଏସନ୍ କ୍ଲବ’ର ଉଦଘାଟନ ଓ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର , ୨୯/୦୮: ରାଜ୍ୟର ସର୍ବବୃହତ୍ ଶିଳ୍ପ ସଂଗଠନ ଉତ୍କଳ ଶିଳ୍ପ ବଣିକ ସଂଘ ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଏହାର ନବୀକୃତ ‘ରିକ୍ରିଏସନ୍ କ୍ଲବ’ର ଉଦଘାଟନ ହୋଇଯାଇଛି। ଏହି ଅବସରରେ ୟୁସିସିଆଇଏଲ୍ ‘ବି୨ବି ଫୋରମ୍’ ପକ୍ଷରୁ ପ୍ରସ୍ତୁତ ଦୁଇଟି ପୁସ୍ତକ ମଧ୍ୟ ଉନ୍ମୋଚିତ!-->!-->!-->…
ମୁମ୍ବାଇରେ ପୁରସ୍କୃତ ହେଲା କେନ୍ଦୁଝର ଯୁବନିର୍ଦ୍ଦେଶକ ରାଜଙ୍କ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର – ‘The…
କେନ୍ଦୁଝର,ତା୨୯/୮- କ୍ଷୁଦ୍ର ଡକ୍ୟୁମେଣ୍ଟରି ଚଳଚ୍ଚିତ୍ର – 'The Natural Beauty Of Keonjhar', ପାଇଁ ମୁମ୍ବାଇରେ ପୁରସ୍କୃତ ହେଲେ ଯୁବ ନିର୍ଦ୍ଦେଶକ ସୌମ୍ୟାଜିତ୍ ଦାସ (ରାଜ୍) । ଏହି ଚଳଚ୍ଚିତ୍ରଟି ପୂର୍ବରୁ ମଧ୍ୟ ପୁରସ୍କୃତ ହୋଇଅଛି । ଏବେ ମୁମ୍ବାଇରେ ପ୍ଲେସିଂ ଡ୍ରିମ୍ସ ନାମକ!-->!-->!-->…
ପାଇକମାଳ ହାଇସ୍କୁଲରେ ଜାତୀୟ କ୍ରୀଡ଼ା ଦିବସ ପାଳିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଧ୍ୟାନଚାନ୍ଦ ଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରି ଉକ୍ତ କ୍ରୀଡ଼ା!-->!-->!-->…
ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ନିର୍ବାଚନ ସାକ୍ଷରତା କ୍ଲବ୍ର ଆହ୍ୱାନ
ପିଏମ୍ ଶ୍ରୀ ଜିଏଚ୍ଏସ୍ଏସ୍ , ମୁଜାଗଡ଼ ଓ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଲାଡ଼ରେ ,ନିର୍ବାଚନ ସାକ୍ଷରତା କ୍ଲବ୍ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,!-->!-->!-->…
ଯାତ୍ରୀବାହୀ ବସ୍ ଭଙ୍ଗାରୁଜା କରିବା ସହ ହେଲପର୍ କୁ ମାଡ଼ ମାରି ଦାଦା ବଟି ମାଗି ୩ ଅଭିଯୁକ୍ତ କୋର୍ଟ ଚାଲାଣ।
ବଡବଜାର ଥାନା ଅନ୍ତର୍ଗତ ଡୁଡୁମା କଲୋନୀ ନୁଆ ବସ୍ ଷ୍ଟାଣ୍ଡ ରେ ଯାତ୍ରୀବାହୀ ବସ୍ "ବରାଳ ଦେବୀ "ଭଙ୍ଗାରୁଜା କରିବା ସହ ହେଲପର୍ ଉମା ମିଶ୍ର କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଓ ୧୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। ଯାହାକି ଭିଡିଓ ପ୍ରଘଟ ପରେ ଉକ୍ତ ଘଟଣା ଚାଞ୍ଚଲ୍ୟ ସୃଷ୍ଟି!-->!-->!-->…
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଲେରନାଥନ – ୫.୦ ଉଦଘାଟନ
କମ୍ପ୍ୟୁଟର ନେଟୱର୍କ ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସର ମେଗା ଅଡିଟୋରିଅମରେ ବିଶ୍ୱବିଦ୍ୟାଳୟର ଇଙ୍କୁବେଟେକ୍ସ ଇନୋଭେସନ ଫାଉଣ୍ଡେସନ ଏବଂ କ୍ୱାଲିଟୀ ଥଟ୍ ଫୁଚୋର ସ୍କିଲସ ଫାଉଣ୍ଡେସନ!-->!-->!-->!-->!-->!-->!-->!-->!-->…