Browsing Category

ରାଜ୍ୟ

ଚାଷୀଙ୍କ ୧୧ ଦଫା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଝାରସୁଗୁଡା, ୩୧ ଅଗଷ୍ଟ: ଜିଲ୍ଲା କୃଷକ ସଂଗଠନ, ଝାରସୁଗୁଡାର ଆହ୍ୱାନରେ ସୋମବାର ଜିଲ୍ଲାର ଶତାଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ ବ୍ୟବସ୍ଥାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବାହ୍ନ

ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

ଭୁବନେଶ୍ୱର, ଅଗଷ୍ଟ ୩୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏନ ଏସ ଏସ ବ୍ୟୁରୋ ପକ୍ଷରୁ ବନ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ଗ୍ରାମରେ ରିଲିଫ ସାମଗ୍ରୀ ବଂଟନ କରାଯାଇଛି । ଏହି ଗ୍ରାମଟି ଅଧିକ ବନ୍ୟା ପ୍ରଭାବିତ

ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ପ୍ରଶିକ୍ଷଣ ଶିବିର।

ବେଲଗୁଣ୍ଠା ୩୧/୦୮-(ଶିବରାମ ଚୌଧୁରୀ )-, ସ୍ଥାନୀୟ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ଶାଖା ପକ୍ଷରୁ ନୂତନ ଭାବରେ ଯୁବ ରେଡକ୍ରସ୍ ରେ ଯୋଗଦେଇଥିବା ସ୍ବେଚ୍ଛାସେବୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଗିରୀଧର ନାୟକ ଙ୍କ

ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ : ଦୁଇ କୋଟିର ଅର୍ଥରାଶି ରେ ପୁରସ୍କୃତ।

ପଦ୍ମପୁରରେ ଧୁମଧାମରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ । ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଟାଉନ ହଲ ପରିସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ମହାଆଡ଼ମ୍ବର ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁରବାସୀ ଆଭାସୀ ମାଧ୍ୟମରେ

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟିପିଡବ୍ଲ୍ୟୁଓଡିଏଲ୍‌ ପକ୍ଷରୁ ବରଗଡ଼ରେ ଗ୍ରାମୀଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବରଗଡ଼, ଅଗଷ୍ଟ ୩୧, ୨୦୨୬: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍), ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ପକ୍ଷରୁ ଏହାର ସିଏସ୍‌ଆର୍‌ ପଦକ୍ଷେପ ଅଧୀନରେ ବରଗଡ଼ ଜିଲ୍ଲାର ଅତାବିରା ସ୍ଥିତ ଜାଙ୍ଗେଡ଼

ବଲାଙ୍ଗୀର ସାମ୍ବାଦିକ ସଂଘ ପ୍ରତିଷ୍ଠା ଦିବସରେ ମା’ ସମଲେଶ୍ୱରୀ ଓ ମା’ ପାଟଣେଶ୍ୱରୀଙ୍କୁ ନେଇ ଚର୍ଚ୍ଚା

ପରମ୍ପରା, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ: ଲୋକମହଲରେ ଉଠିଲା ମତ ବଲାଙ୍ଗୀର: ଆମ ପରମ୍ପରା, ସଂସ୍କୃତି, ଧର୍ମୀୟ ଭାବନା ଓ ଅସ୍ମିତାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମା’

୬୫ ବସ୍ତା ଦେଶୀ ମଦ ପାଉଚ୍ ଜବତ

ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଚାଳକ ଗିରଫ ପରେ ଜେଲ୍‌ ହାଜତ ଓଡ଼ଗାଁ, ୩୦/୦୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଚଢ଼ାଉ କରି ୬୫ ବସ୍ତା ଦେଶୀ ମଦ ପାଉଚ୍‌ ଜବତ କରିଛି। ଏଥିସହ ଚୋରାଚାଲାଣରେ ବ୍ୟବହୃତ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିବା ସହ

ସାମାଜିକ କଲ୍ୟାଣ ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ,

ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତ ତାଲୁକ ଆଇନଗତ ସେବା କମିଟି ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ରବିବାର ବରସାହି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ତାଲୁକ

ଓଡ଼ଗାଁ କଲେଜରେ ବିଶ୍ୱ ସଂସ୍କୃତ ଦିବସ ପାଳିତ

‘ସଂସ୍କୃତ ଭାଷା ଦେବତାଙ୍କ ପ୍ରିୟ ଭାଷା’: ଅଶୋକ କୁମାର ମହାପାତ୍ର ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଅନ୍ୟତମ ଶିକ୍ଷାକେନ୍ଦ୍ର ଭାବେ ପରିଚିତ ଓଡ଼ଗାଁ ରଘୁନାଥ ସମବାୟ ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ସମ୍ମାନ ବିଭାଗ ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ଉତ୍ସାହର

ଓଡ଼ଗାଁର ବିଶ୍ୱରଞ୍ଜନଙ୍କୁ ‘ମୋଷ୍ଟ ଏନର୍ଜେଟିକ୍ ପ୍ଲେୟାର’ ଆଖ୍ୟା,

ନିଜେ କ୍ୟାପ୍ ପିନ୍ଧାଇ ସମ୍ମାନିତ କଲେ ଜିଲ୍ଲାପାଳ ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାସ୍ତରୀୟ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ କରି ଓଡ଼ଗାଁର ବିଶ୍ୱରଞ୍ଜନ ‘ମୋଷ୍ଟ ଏନର୍ଜେଟିକ୍ ପ୍ଲେୟାର’ ଭାବେ ବିବେଚିତ ହୋଇଛନ୍ତି।