Browsing Category

ରାଜ୍ୟ

ଭତ୍ତା ଅପେକ୍ଷାରେ ୨୫୦୦ରୁ ଅଧିକ ହିତାଧିକାରୀ, ଅନଲାଇନ୍ ତ୍ରୁଟିରେ ବଢ଼ୁଛି ଦୁର୍ଦ୍ଦଶା

ଝାରସୁଗୁଡ଼ା, ୬: ଅନଲାଇନ୍ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ବୃଦ୍ଧ, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ପ୍ରଦାନରେ ବିଭ୍ରାଟ ଦେଖାଦେଇଛି। ଦୀର୍ଘ ମାସ ଧରି ଭତ୍ତା ଟଙ୍କା ନମିଳିବାରୁ ଜିଲ୍ଲାର ପ୍ରାୟ ୨,୫୦୩ ଜଣ ହିତାଧିକାରୀ ଅସୁବିଧାରେ ପଡ଼ିଛନ୍ତି। ନିୟମିତ ଭତ୍ତା ହିଁ

ବିକାଶରେ ଲିକେଜ : ଫାଟିଥିବା ପାଇପ୍‌ରୁ ଡ୍ରେନ୍‌କୁ ବୋହୁଛି ପିଇବା ପାଣି

ଦୁଇ ବର୍ଷ ଧରି ଜଳ ସଙ୍କଟ, ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ପ୍ରାୟ ୪ ଲକ୍ଷ ୯୬ ହଜାର ୮୩୮ ଜଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ପ୍ରଶାସନିକ

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ନେଇ ବଣିକ ସଂଘର ପ୍ରସ୍ତୁତି ବୈଠକ

୮ରେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ବେଲଗୁଣ୍ଠା, ୦୬/୦୯:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ଓ ଘରଭଡ଼ାକୁ ନେଇ ବେଲଗୁଣ୍ଠା ବଣିକ ସଂଘ ସଭାଗୃହରେ ରବିବାର ଏକ ପ୍ରସ୍ତୁତି ବୈଠକ

ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ସହଯୋଗର ହାତ ବଢ଼ାଇଲା ମାନବ ପ୍ରେମୀ ସେବା ଟ୍ରଷ୍ଟ

କେନ୍ଦୁଝର,ତା୬/୯- ଦୁଃଖର ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ମାନବିକତାର ପରିଚୟ ଦେଇଛି ସ୍ୱେଚ୍ଛାସେବୀ ସଂଗଠନ ମାନବ ପ୍ରେମୀ ସେବା ଟ୍ରଷ୍ଟ । ଶୁଦ୍ଧିକ୍ରିୟା ପାଇଁ ଅସମର୍ଥ ଥିବା ଏକ ଅସହାୟ ପରିବାରକୁ ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ ପୂର୍ବକ ଟ୍ରଷ୍ଟ ପକ୍ଷରୁ ସହଯୋଗର

ଗୁଣୁପୁରରେ ‘ଅପରାହ୍ନ’ର ରାୟଗଡ଼ା ସାହିତ୍ୟ ଘର ରାଜ୍ୟସ୍ତରୀୟ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦୈନିକ ସମ୍ବାଦପତ୍ର ‘ଅପରାହ୍ନ’ର ରାୟଗଡ଼ା ଜିଲ୍ଲା ସାହିତ୍ୟ ଘର ପକ୍ଷରୁ ଗୁଣୁପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ‘ରାଜ୍ୟସ୍ତରୀୟ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ

ଝାରସୁଗୁଡ଼ାରୁ ପିସିସି ଟିମ୍‌ରେ ଦୁଇ ନୂଆ ମୁହଁ

ଭୁବନେଶ୍ୱର, ୫/୯: ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ନୂତନ ଟିମ୍‌ ଘୋଷଣା କରାଯାଇଛି। ଏହି ଟିମ୍‌ରେ ଝାରସୁଗୁଡ଼ା ଜିଲ୍ଲାକୁ ମଧ୍ୟ ପ୍ରତିନିଧିତ୍ୱ ମିଳିଛି। ଝାରସୁଗୁଡ଼ାର ଅମିତା ବିଶ୍ୱାଳଙ୍କୁ ପିସିସିର ରାଜ୍ୟ ସାଧାରଣ ସମ୍ପାଦିକା ଏବଂ ସଞ୍ଜୟ ମହାପାତ୍ରଙ୍କୁ ରାଜ୍ୟ ସମ୍ପାଦକ

‎ପିଲାଦିନରୁ ହିଁ ଚରିତ୍ର ନିର୍ମାଣରେ ନୈତିକତା ଓ ପାରିବାରିକ ସଂସ୍କାରର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶିଶୁ ସଂସ୍କାର ସମ୍ପର୍କରେ ବାଳ-ମୁକୁନ୍ଦ କେନ୍ଦ୍ରର ସଚେତନତା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସକାଳେ ସ୍ଥାନୀୟ ଡ଼. ସତ୍ୟନାରାୟଣ ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରବାସ ପରିସରରେ ଏବଂ ଅପରାହ୍ନରେ ଗୋଷାଣି ବ୍ଲକ

ସାହ୍ଲେପାଲିକୁ ହରାଇ ସେମିରେ ବ୍ରଜରାଜନଗର

କୋଲାବିରା: କୋଲାବିରା ବ୍ଲକ ଅଧିନସ୍ଥ କୁଲିହାମାଲ ମିନି ଷ୍ଟାଡିୟମରେ ନୂଆଁଖାଇ ଉପଲକ୍ଷେ ଚାଲିଥିବା ଜ୍ୟୋତି ଏକାଦଶ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ସେମିଫାଇନାଲ ମ୍ୟାଚରେ ଏସଇଆର ଜୁନିୟର ବ୍ରଜରାଜନଗର ୪-୦ ଗୋଳରେ ସାହ୍ଲେପାଲି କୁ ପରାସ୍ତ କରି ୨ୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି l

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ ଓ ଦୁର୍ଭାଗ୍ୟଜନକ: ବିଜେଡି

ଓପିଆରବି ରାଜ୍ୟ ସରକାରଙ୍କର ଗୃହ ବିଭାଗର ଏକ ଅଂଶ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅବଗତ ନାହାନ୍ତି କିଛି ନକରି ଶ୍ରେୟ ନେବାପାଇଁ ବିଜେପି ସରକାର ଆଗରେ ଅଢେଇ ବର୍ଷରେ ମାତ୍ର ୬,୦୦୦ ସରକାରୀ ପଦବୀରେ ନିଯୁକ୍ତି ଦେଇଛନ୍ତି ବିଜେପି ସରକାର ଭୁବନେଶ୍ୱର, ୦୬/୦୯/୨୦୨୬:

ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ଏମଏମଡିଆର ଆଇନ ବିରୋଧରେ ସେପ୍ଟେମ୍ବର ୮ରେ ଓଜେସିର ବିଶାଳ ପ୍ରତିବାଦ ଓ ଅର୍ଥନୈତିକ ଅବରୋଧ

ରାଜ୍ୟର ଆର୍ଥିକ କ୍ଷମତା ସଙ୍କୁଚିତ କରୁୂଥିବା ଏମଏମଡିଆର ଆକ୍ଟ ୨୦୨୬ ର ପ୍ରତ୍ୟାହାର ଦାବୀ କଲା ଓଜେସି ଭୁବନେଶ୍ୱର (୬/୯/୨୦୨୬) ନିକଟରେ ସଂସଦରେ ପାରିତ ହୋଇଥିବା ଏମଏମଡିଆର ଆକ୍ଟ ୨୦୨୬ ଏବଂ ଏହି ଆଇନର ବିଭିନ୍ନ ପ୍ରାବଧାନ ଯୋଗୁଁ ଓଡ଼ିଶାର ଲକ୍ଷଲକ୍ଷ କୋଟିର ରାଜସ୍ୱ କ୍ଷତିକୁ ନେଇ