Browsing Category

ରାଜ୍ୟ

ବିଟିଏମ୍ ଅଞ୍ଚଳରେ ଉନ୍ନତ ଆଲୋକୀକରଣ ବ୍ୟବସ୍ଥା: ଏଲଇଡି ଲାଇଟ୍ ପ୍ରକଳ୍ପର ଶୁଭାରମ୍ଭ

ଝାରସୁଗୁଡ଼ା, ୧ ସେପ୍ଟେମ୍ବର: ଝାରସୁଗୁଡ଼ା ପୌରପରିଷଦର ୭ ନମ୍ବର ୱାର୍ଡ ଅନ୍ତର୍ଗତ ବିଟିଏମ୍ ଓଲ୍ଡ କଲୋନୀ ଓ ବିଟିଏମ୍ ଶ୍ମଶାନଘାଟ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏଲଇଡି ଲାଇଟ୍ ସ୍ଥାପନ କାର୍ଯ୍ୟକ୍ରମର ମଙ୍ଗଳବାର ଶୁଭାରମ୍ଭ ହୋଇଛି। ପୌରପରିଷଦ

ରାଜ୍ୟପାଳଙ୍କ ପିଆରଓ ସଂଜୀବ ବାରିକ ହେଲେ ଅତିରିକ୍ତ ନିର୍ଦ୍ଦେଶକ

କେନ୍ଦୁଝର,ତା୧/୯- କେନ୍ଦୁଝର ମାଟିର ପୁଅ ତଥା ଓଡ଼ିଶା ସୂଚନା ସେବା କ୍ୟାଡରର ଦକ୍ଷ ଅଧିକାରୀ ଶ୍ରୀ ସଂଜୀବ ବାରିକ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇଛନ୍ତି। ବର୍ତ୍ତମାନ ସେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ (ପିଆରଓ) ଭାବେ କାର୍ଯ୍ୟରତ ଅଛନ୍ତି।ଜଣେ

ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଗଜପତି ଆନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମେଳନ କକ୍ଷ, ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ପରିଷଦ ସଭାପତି

ବାପାଙ୍କ ମୃତ୍ୟୁ ପରେ ପାଠପଢ଼ାରେ ବାଧା, ମେଧାବୀ ଛାତ୍ରୀଙ୍କ ପାଇଁ ‘ସାହାଭରସା ଫାଉଣ୍ଡେସନ’ର ଶିକ୍ଷା ସହାୟତା

କେନ୍ଦୁଝର,ତା୧/୯-ବାପାଙ୍କ ଦେହାନ୍ତ ପରେ ପାଠପଢ଼ା ଜାରି ରଖିବାରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ମେଧାବୀ ଦଶମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ଶିକ୍ଷା ସହାୟତାର ହାତ ବଢ଼ାଇଛି ‘ସାହାଭରସା ଫାଉଣ୍ଡେସନ'। ଫାଉଣ୍ଡେସନର ଏହି ପଦକ୍ଷେପ ଛାତ୍ରୀଙ୍କ ଶିକ୍ଷା ଜାରି ରଖିବାରେ ଏକ ନୂଆ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ସନ୍ଧ୍ୟାରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟଅତିଥି ଭାବେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ

ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ସ୍ୱାସ୍ଥ୍ୟକେନ୍ଦ୍ରର ବିଦ୍ୟୁତ୍‌ ସଂଯୋଗ କାଟ୍‌

ନୂଆ ଭବନ ଥାଇ ବି ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଏବେ ସାଧାରଣରେ ଚିନ୍ତାର କାରଣ ପାଲଟିଛି। କୌଣସି କାରଣରୁ ଦୀର୍ଘ ଦୁଇ ମାସ ହେଲା ସ୍ୱାସ୍ଥ୍ୟକେନ୍ଦ୍ର ଚାଲୁଥିବା ପଞ୍ଚାୟତ

ଭାରତରେ ଖୋ ଖୋ ର ପ୍ରଗତିକୁ ସୁଦୃଢ଼ କରୁଛି ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜୁନିଅର ଖୋ ଖୋ ଚାମ୍ପିଅନସିପ ୨୦୨୬

~ଭାରତର ବିଭିନ୍ନ ସ୍ଥାନରୁ ୧୨ଟି ଦଳର ପ୍ରତିନିଧିତ୍ୱ କରୁଥିବା ୧୮୦ ଜଣ ଆଥଲେଟମାନଙ୍କ ଗତି, ଦକ୍ଷତା ଏବଂ ଦଳଗତ ସମନ୍ୱୟର ଚମତ୍କାର ପ୍ରଦର୍ଶନ ~ ପୁରୀ ସେପ୍ଟେମ୍ବର ୧, ୨୦୨୬: ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ

ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା।

ଭୁବନେଶ୍ୱର,୩୧/୮: ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ,ଆଇ.ଏ.ଏସ ଙ୍କୁ ଷ୍ଟେଟ ସିନିୟର୍ ଜର୍ଣାଲିଷ୍ଟ ଆସୋସିଏସନ(ଏସ ଜେ ଏ ଓ) ର ଏକ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।ଦେଶର ୧୯ରୁ ଉର୍ଦ୍ଧ ରାଜ୍ୟ ସାମାଜିକ ସହାୟତା ସ୍ୱରୂପ

“ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗ : ଓଡ଼ିଶାର କ୍ଷତି ହେବ ନାହିଁ ବୋଲି ବିଜେପିର ଯୁକ୍ତି ଏକ ଡାହା ମିଛ”

"ଏମଏମଡିଆର ସଂଶୋଧନ ଆକ୍ଟ ହେବା ପରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟ ସରକାରଙ୍କ ଅଧିକାର ସବୁଦିନ ପାଇଁ ଛଡାଇ ନିଆଗଲା । ଏହା ସହିତ ବକେୟା ବାବଦକୁ ପାଇବାକୁ ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ସବୁଦିନ ପାଇଁ ହରାଇଲା ।" ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ

ସ୍ୱାୟତ୍ତ ଶାସନ ଦିବସରେ ‘ଡାକ୍ତର ପିସି ଦାସ ସେବା ସମ୍ମାନ’ ପାଇଲେ ବରିଷ୍ଠ ଡାକ୍ତର ଉମେଶ ଚନ୍ଦ୍ର ସାହୁ

କେନ୍ଦୁଝର,ତା୧/୯- କାଲି କେନ୍ଦୁଝର ଅଡ଼ିଟୋରିୟମ ଠାରେ କେନ୍ଦୁଝରଗଡ଼ ନଗରପାଳିକା ପକ୍ଷରୁ ୭୬ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଲାଗି ସ୍ଥାନୀୟ ନଗରପାଳିକା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ କାଲି ସନ୍ଧ୍ୟାରେ ଏକ