Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଲଗୁଣ୍ଠା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ଉଚ୍ଚାଧିକାରୀ
ଭଞ୍ଜନଗର ଏନ୍ଆରସି ରେ ଗୁରୁତର ଅପପୁଷ୍ଟିର ଶିକାର ୨ ଶିଶୁ ଭର୍ତ୍ତି
ବେଲଗୁଣ୍ଠା-୨୧/୭-: (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଏନ୍ଏସି ୱାର୍ଡ଼ ନମ୍ବର ୮ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ,,ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର!-->!-->!-->…
ଜନତାଙ୍କ ଉପରେ ଟିକସ ବୋଝ, ଏପଟେ ଦିନବେଳା ଜଳୁଛି ଷ୍ଟ୍ରିଟ୍ ଲାଇଟ୍; ଏନ୍.ଏ.ସି. କର୍ମଚାରୀଙ୍କ ଅବହେଳାରୁ ବିଦ୍ୟୁତ୍…
ବେଲଗୁଣ୍ଠା-୨୧/୭-(ଶିବରାମ ଚୌଧୁରୀ )-ଗୋଟିଏ ପଟେ ସାଧାରଣ ଜନତାଙ୍କ ଉପରେ ହୋଲ୍ଡିଙ୍ଗ ଟ୍ୟାକ୍ସ ବୋଝ ବଢ଼ିବାରେ ଲାଗିଥିବା ବେଳେ, ଅନ୍ୟପଟେ ନଗର ପ୍ରଶାସନର କର୍ମଚାରୀଙ୍କ ଘୋର ଅବହେଳା ଯୋଗୁଁ ଅକାରଣରେ ବିଦ୍ୟୁତ୍ ଶକ୍ତି ଓ ସରକାରୀ ଅର୍ଥର ଅପଚୟ ହେଉଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି!-->!-->!-->…
ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର
ବାସୁଦେବପୁର, ୨୧/୦୭: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ଶିବିର ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ମନ୍ଦାରି ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଅଧକ୍ଷ, ଭଦ୍ରକ ଡାକ!-->!-->!-->…
ଗଞ୍ଜେଇ ବ୍ୟବସାୟ ନିରାକରଣ ପାଇଁ ଗଜପତି ପୋଲିସର ପଦକ୍ଷେପ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଞ୍ଜେଇର ଭୂସ୍ୱର୍ଗ ଗଜପତି ଜିଲ୍ଲାର ମୋହନା ବ୍ଲକରେ ଆର୍.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କର ଉଦ୍ୟମରେ ସେଠାକାର ପଞ୍ଚାୟତ ସରପଞ୍ଚ ମାନଙ୍କ ସମାବେଶରେ ମୋହନା ବ୍ଲକର କୃଷି ଅଧିକାରୀ ଯୋଗଦାନ କରିଥିଲେ।ବିଭିନ୍ନ କୃଷିଭିତ୍ତିକ!-->…
ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ. ଭି. ସିଂହଦେଓଙ୍କୁ ସାକ୍ଷାତ କଲେ ବ୍ରିଟିଶ ଡେପୁଟି ହାଇକମିଶନର
ୟୁକେ-ଓଡ଼ିଶା ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାଭାଗିତା ନେଇ ଆଲୋଚନା
ଭୁବନେଶ୍ୱର, ୨୧ ଜୁଲାଇ ୨୦୨୬: କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଆଜି ଲୋକସେବା ଭବନରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ!-->!-->!-->!-->!-->!-->!-->…
ଯନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଆକ୍ରମଣ ଘଟଣା:ଆରଏମ୍ଏଲ୍ ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ…
ଆହତ ଛାତ୍ରଛାତ୍ରୀଙ୍କୁ ଗଭୀର ସମବେଦନା ଜଣାଇଲେ ବିଜେଡି ସାଂସଦସଂସଦ ଭିତରେ ଓ ବାହାରେ ପ୍ରସଙ୍ଗ ଉଠାଇଲା ବିଜେଡିଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ ନେଇ ସଂସଦରେ ସ୍ୱତନ୍ତ୍ର ଆଲୋଚନା ଦାବି କଲା ବିଜେଡି
ଭୁବନେଶ୍ୱର, ୨୧/୦୭/୨୦୨୬: ଗତକାଲି ଦିଲ୍ଲୀ ଯନ୍ତରମନ୍ତରରୁ!-->!-->!-->…
ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ”ନାରୀ ସୁରକ୍ଷା ଓ ସଶକ୍ତି କରଣ” ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ମଙ୍ଗଳ ବାର ) ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ''ଶକ୍ତିଶ୍ରୀ'' ସଶକ୍ତିକରଣ ସେଲ୍ ଆନୁକୂଲ୍ୟରେ 'ନାରୀ ସୁରକ୍ଷା ଓ ସଶକ୍ତିକରଣ' ବିଷୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା!-->…
ବଲାଙ୍ଗୀରରେ ଭୟାବହ ସଡ଼କ ଦୁର୍ଘଟଣା: ୨ ମୃତ, ୩ ଗୁରୁତର; ଗାଈ ସୁରକ୍ଷା ପାଇଁ ଗୋଶାଳା ଦାବି
ବଲାଙ୍ଗୀର, ତାରିଖ: ବଲାଙ୍ଗୀର ଜିଲ୍ଲାରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ସଙ୍କଟଜନକ ବୋଲି ସୂଚନା ମିଳିଛି।
!-->!-->!-->!-->!-->…
ବ୍ୟାଙ୍କ୍ ଅଫ୍ ବରୋଦା ର ୧୧୯ ତମ ପ୍ରତିଷ୍ଠା ଦିବସ ପାଳିତ।
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ବ୍ୟାଙ୍କ ଅଫ୍ ବରୋଦା ର ୧୧୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୁରେଶ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ନେପାଳ ମେହେର ଓ ସୁନୀଲ ପାଣିଗ୍ରାହୀ ଯୋଗଦେଇଥିଲେ । ପ୍ରଥମେ ବ୍ୟାଙ୍କ ର ପ୍ରତିଷ୍ଠାତା ମହାରାଜା ଶ୍ରୀମନ୍ତ!-->!-->!-->…
ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ ଘଟଣା:କଙ୍ଗାରୁ କୋର୍ଟର ସଭାପତି ଗିରଫ, କୋର୍ଟ ଚାଲାଣ ।
ଓଡ଼ଗାଁ, ୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତର ବଡ଼ଦୁରୁପା ଗ୍ରାମରେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରାଇବା ଘଟଣାରେ କଙ୍ଗାରୁ କୋର୍ଟ ଚଳାଇବା ଅଭିଯୋଗରେ ଗ୍ରାମ ପରିଚାଳନା!-->…