Browsing Category

ରାଜ୍ୟ

ମୃତ ବିଜେପି କର୍ମୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ସୋରଡ଼ା ବିଧାୟକ ପ୍ରତିନିଧି

ବେଲଗୁଣ୍ଠା:୨୩/୭-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ଧୋବା ସାହି ୱାର୍ଡ଼ ନମ୍ବର ୯ ବାସିନ୍ଦା ଜଣେ ସକ୍ରିୟ ତଥା ନିଷ୍ଠାପର ବିଜେପି କର୍ମୀ ରମେଶ ଚନ୍ଦ୍ର ସେଠୀଙ୍କ ଗତକାଲି ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଖବର ପାଇ ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଆଜି

ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତ ।

ରାସନ କାର୍ଡ ବଣ୍ଟନ ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଓ କୃଷକ ସ୍ୱାର୍ଥ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ । କେନ୍ଦ୍ରାପଡ଼ା:୨୩.୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ ଆଇ ଆର୍ )-୨୦୨୬ ପର୍ଯ୍ୟବେକ୍ଷକଙ୍କ ଗଜପତି ଜିଲ୍ଲା ଗସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ ଆଇ ଆର୍ )-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ ଆଇ ଡି ସି ଓ ର ପରିଚାଳନା ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ

72-ତମ ଭାରତୀୟ ମଜଦୁର ସଂଘ ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର : 23/07/2026,ଭାରତର ସର୍ବ ବୃହତ ତଥା ପୃଥୀବିର ଦ୍ବିତୀୟ ସର୍ବ ବୃହତମ ଅଣ ରାଜନୈତିକ ଶ୍ରମ ସଂଗଠନ ଭାରତୀୟ ମଜଦୁର ସଂଘ 72 ତମ ପ୍ରତିଷ୍ଠା ଦିବସ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି l ୧୯୫୫ ମସିହା ଜୁଲାଇ ୨୩ ତାରିଖ ଦିନ ମଧ୍ୟ ପ୍ରଦେଶର ଭୋପାଲ ମାରବାଡି

ରାୟଗଡ଼ରେ ଡିଏଲଏସଏ ପକ୍ଷରୁ ପୋସ୍ ଆକ୍ଟ ଓ ଏସ୍‌.ସି./ଏସ୍‌.ଟି. (ଅତ୍ୟାଚାର ନିବାରଣ) ଆଇନ ସମ୍ପର୍କିତ ସଚେତନତା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଧି ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ମାନ୍ୟବର ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଶ୍ରୀ ବିମଳ ରାଉଲଙ୍କ ସଭାପତିତ୍ୱରେ ରାୟଗଡ଼ ସ୍ଥିତ ଏସ୍‌.ଏସ୍‌.ଡି.

କୁରାଳ ମଣ୍ଡଳ ବିଜେପି ଶକ୍ତିକେନ୍ଦ୍ର ବୈଠକ;

ଭୂତ ମତଦାତାଙ୍କୁ ବାଦ୍‌ ଦେଇ ପ୍ରକୃତ ମତଦାତାଙ୍କୁ ତାଲିକାଭୁକ୍ତ କରିବାକୁ ଗୁରୁତ୍ୱ, ଓଡ଼ଗାଁ, ୨୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ମଣ୍ଡଳ ବିଜେପି ଶକ୍ତିକେନ୍ଦ୍ର ବୈଠକ ଦଣ୍ଡୋରସ୍ଥିତ ମା’ ପାଣିଷଣ୍ଢ ମନ୍ଦିର ସଭାଗୃହରେ ବୁଧବାର

ପ୍ରାକ୍ଟିକାଲ କ୍ଲାସ୍‌ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ;ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ କଲେ ପ୍ରତିବାଦ

ଓଡ଼ଗାଁ, ୨୨ା୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀବିଜ୍ଞାନର ପ୍ରାକ୍ଟିକାଲ କ୍ଲାସ୍‌ ନିୟମିତ ଓ ଆବଶ୍ୟକ ସଂଖ୍ୟାରେ ହେଉନଥିବା ଅଭିଯୋଗ ନେଇ ବୁଧବାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ

ପ୍ରତ୍ୟେକ ଶିଶୁର ସଫଳତା ହିଁ ଆମର ଉତ୍ତରଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀଙ୍କ କନକ୍ଲେଭରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ •ବିକଶିତ ଭାରତ ୨୦୪୭' ପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମାନ ଭାଗୀଦାର •ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସମଗ୍ର ଶିକ୍ଷା, ପିଏମ ଶ୍ରୀ,

ପଞ୍ଚାୟତିରାଜ ସଚିବଙ୍କ ଜଗତସିଂହପୁର ଗସ୍ତର ଦ୍ଵିତୀୟ ଦିନ

ଜଗତସିଂହପୁର,ତା ୨୨/୦୭/୨୬: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ ଗତକାଲି ଠାରୁ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରକଲ୍ପ ର ସମୀକ୍ଷା କରୁଛନ୍ତି। ଆଜି ତାଙ୍କ ଗସ୍ତ ର ଦ୍ୱିତୀୟ ଦିନରେ ପ୍ରଥମେ ଗାନ୍ଧି ଛକ ସ୍ଥିତ

ଦରମା ବିଲ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ…

ଭବାନୀପାଟଣା/ଥୁଆମୂଲ ରାମପୁର: ରୋହିତ କୁମାର ନାଏକ( ଶାସକ ପ୍ରଶାସକ) : କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣାଙ୍କୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ,