Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଧାନସଭା ସ୍ଥାୟୀ ସମିତି ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଗଜପତି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଦାବି ଜଣାଇଲେ ବିଧାୟକ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ ସମିତି– ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଆଜି ସକାଳ ୧୧ଟାରେ ଭୁବନେଶ୍ୱରସ୍ଥିତ ବିଧାନସଭା ଭବନ ରେ କମିଟି ଅଧ୍ୟକ୍ଷ ତଥା ବିଧାୟକ ବିଭୂତି ଭୂଷଣ ପ୍ରଧାନ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ!-->…
ପାଣ୍ଠି ପରିଚାଳନା ପ୍ରଣାଳୀ ଉପରେ ସମୀକ୍ଷା ଓ ସହ-ଆଭିମୁଖୀକରଣ କାର୍ଯ୍ୟକ୍ରମ
ଓଡ଼ଗାଁ, ୨୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ତଥା ଏନ୍ଏସି ଅନ୍ତର୍ଗତ ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଣ୍ଠି ପରିଚାଳନା ପ୍ରଣାଳୀର ବିଭିନ୍ନ ମଡ୍ୟୁଲ ଉପରେ ସମୀକ୍ଷା ଓ ସହ-ଆଭିମୁଖୀକରଣ କାର୍ଯ୍ୟକ୍ରମ ଗୁରୁବାର!-->!-->!-->…
ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ହେଉଛି, “ସୈା ଚୁହା ଖାକେ, ବିଲ୍ଲୀ ହଜକୋ ଚଲି” ସଦୃଶ
ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଆନ୍ଦୋଳନରେ ବିଭ୍ରାନ୍ତ ନହେବାକୁ ଅନୁରୋଧ କରିବା ସହ ନିଜ ନିଜ କ୍ୟାରିଅର ଗଢିବାରେ ଧ୍ୟାନ ଦେଇ “ବିକଶିତ ଭାରତ, ସମୃଦ୍ଧ ଓଡିଶା ଗଠନ”ରେ ସାମିଲ ହେବା ପାଇଁ!-->!-->!-->…
ଦେଶର କୋର୍ଟ ଗୁଡିକରେ ୫.୬୪ କୋଟି ମାମଲା ପେଣ୍ଡିଙ୍ଗ
ସୁପ୍ରିମକୋର୍ଟରେ ୯୬,୦୨୪ଟି ଓ ବିଭିନ୍ନ ହାଇକୋର୍ଟରେ ୬୪ଲକ୍ଷ ୭୨ ହଜାରରୁ ଅଧିକ ମାମଲା
ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଆଇନ୍ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର/ନୂଆଦିଲ୍ଲୀ,୨୩ା୭: ଦେଶର ଆଇନ୍ ଅଦାଲତମାନଙ୍କରେ ଏବେ ୫କୋଟି ୬୪ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି ।!-->!-->!-->!-->!-->…
ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅଧୀନରେ ୬ଟି ସ୍ୱତନ୍ତ୍ର କୋର୍ଟ ଗଠନ।
ଭୁବନେଶ୍ୱର,୨୨ ଜୁଲାଇ: ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଶୀଘ୍ର ଆଇନଗତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ)!-->…
ଭକ୍ତି ନୈବେଦ୍ୟ ତରଫରୁ ଶ୍ରୀକ୍ଷେତ୍ର ପୁରୀ ଠାରେ ଭଜନ ପରିବେଷଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଘୋଷଯାତ୍ରା ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚ ରେ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ତେବେ ଉକ୍ତ କାର୍ଯ୍ୟକ୍ରମରେ!-->…
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା: ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖେ ନୟାଗଡ଼ ଦେବୋତ୍ତର ମ୍ୟାନେଜର କ୍ୱାର୍ଟରକୁ କାଉନସିଲର ନେତ୍ରାନନ୍ଦ ସାହୁ ବର୍ଷବର୍ଷ ଧରି ଜବରଦଖଲ କରି ସରକାରୀ ଖୁଚୁରା ବିକ୍ରିୟ କେନ୍ଦ୍ର କରିବା ଘଟଣାରେ ଆଜି ସାଂଘାତିକ ଘଟଣା ସାମ୍ନାକୁ ଆସିଛି ।!-->!-->!-->…
ଆଡ଼ପମଣ୍ଡପରେ କଳ୍କୀ ଅବତାରରେ ଦର୍ଶନଦେଲେ ଶ୍ରୀଜୀଉ।
ନୀଳଗିରି- ୨୩/୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଶ୍ରୀଜୀଉମାନେ ଦୈନନ୍ଦିନ ନୂଆନୂଆ ଅବତାରରେ ଦର୍ଶନ ଦେଉଛନ୍ତି। ଶ୍ରୀଜୀଉଙ୍କ ଆଡ଼ପମଣ୍ଡପ ବିଜେପରେ ରବିବାର ମତ୍ସ୍ୟ ଓ କଚ୍ଛପ, ସୋମବାର ହେରାପଞ୍ଚମୀ ଅବସରରେ ଲକ୍ଷ୍ମୀନାରାୟଣ, ମଙ୍ଗଳବାର ବରାହନୃସିଂହ,!-->…
ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଅତିରିକ୍ତ ଉପ ନିର୍ଦ୍ଦେଶକ, ପଶ୍ଚିମାଞ୍ଚଳଙ୍କ ବଲାଙ୍ଗୀର ଗସ୍ତ
ବଲାଙ୍ଗୀର(୨୩/୦୭): ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଅତିରିକ୍ତ ଉପ ନିର୍ଦ୍ଦେଶକ, ପଶ୍ଚିମାଞ୍ଚଳ, ସମ୍ବଲପୁର ଶ୍ରୀମତୀ କଲ୍ୟାଣୀ ଦାସ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ କାଳରେ ସେ ଜିଲ୍ଲାରେ ବିଭାଗୀୟ କାର୍ଯ୍ୟକ୍ରମ, ସରକାରୀ ଯୋଜନାର ବ୍ୟାପକ!-->…
ମୁଖ୍ୟମନ୍ତ୍ରୀ ବସ ଇଞ୍ଜିନରେ ଲାଗିଲା ନିଆଁ !
ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୨୦ ଯାତ୍ରୀଙ୍କ ଜୀବନ
ବେଲଗୁଣ୍ଠା:୨୩/୭-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଆଜି ଏକ ବଡ଼ ଧରଣର ବସ ଦୁର୍ଘଟଣା ଟଳିଯାଇଛି। ସୂଚନା ଅନୁଯାୟୀ, ଆଜି ବେଲଗୁଣ୍ଠାରୁ ମଙ୍ଗଳପୁର ପଞ୍ଚାୟତର ମହାସିଙ୍ଗିପଲ୍ଲୀ ଭାୟା ଆମ୍ବପୁଆ!-->!-->!-->!-->!-->…