Browsing Category

ଖେଳ

ସଫଳ ପ୍ରତିଯୋଗୀଙ୍କୁ  ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ

  ରାଜ୍ୟସ୍ତରୀୟ ପ୍ରଥମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଦୈତ୍ୟ ନଗରୀରେ ମଇ ୩୦ରୁ ଆରମ୍ଭ ହୋଇ ଜୁନ ୧ରେ ଉଦଯାପିତ ହୋଇଥିବା ପ୍ରଥମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତାରେ ମୟୂରଭଞ୍ଜ…

 ଜାମସେଠ ପ୍ରିମିୟର ଲିଗ ଉଦଘାଟିତ: ସେମିରେ ମାଣ୍ଡୋସିଲ

  ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ପାଇକମାଳ ଜାମସେଠ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୮ମ ଜାମସେଠ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି…

  ଭେଉଁରିଆ ଚମ୍ପିୟାନ, ବୁଡେନ ଉପ ବିଜେତା 

ଷଷ୍ଠ ସ୍ବର୍ଗତ ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ ରାତ୍ରକାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ  ପଦ୍ମପୁର(Nila Deep) -ସ୍ଥାନୀୟ ରାଜବୋରାସମ୍ବର ହାଇସ୍କୁଲ ଖେଲ ପଡିଆରେ ନେହରୁ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ଷଷ୍ଠ ସ୍ବର୍ଗତ ପ୍ରେମାନନ୍ଦ ସିଂ ବରିହା…

ଷଷ୍ଠ ରାତ୍ରକାଳୀନ ୰ପ୍ରେମାନନ୍ଦ ସିଂ ବରିହା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ 

ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ନେହରୁ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ ରାତ୍ରକାଳୀନ ୰ପ୍ରେମାନନ୍ଦ ସିଂ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଓ…

ପୁରୁଣା ବାଲେଶ୍ୱର କ୍ରିକେଟ୍ ପ୍ରିମିୟର ଲିଗ୍ ଉଦଯାପିତ 

 ବାଲେଶ୍ୱର,(ଉଜ୍ଜ୍ୱଳ କର ): ପୁରୁଣା ବାଲେଶ୍ୱର ୪ର୍ଥ ପ୍ରିମିୟର ଲିଗ୍ ଟୁର୍ନାମେଣ୍ଟ  ଆଜି ଉଦଯାପିତ ହୋଇଯାଇଛି । ପୁରୁଣା ବାଲେଶ୍ୱର ଯୁବକସଂଘ ଆନୁକୂଲ୍ୟରେ ଆୟୋଜିତ ପ୍ରିମିୟର ଲିଗରେ ମୋଟ ୮ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ୍ ନିମକାଳୀ ଷ୍ଟ୍ରାଇକର୍ସ ଓ ବଜରଙ୍ଗୀ…

କାହ୍ନୁଚରଣ ମେମୋରିଆଲ କ୍ୟାରମ ଟୁର୍ଣ୍ଣାମେଣ୍ଟ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କଲେ  ୩୬ ଗୋଟି ଦଳ 

ପଦ୍ମପୁର/ Nila Deep : ପଦ୍ମପୁର ସହରର ବଡ଼ପଡା ଯୁବଜ୍ୟୋତି କ୍ଳବ ଆନୁକୂଲ୍ୟରେ ସପ୍ନେଶ୍ବର କଲ୍ୟାଣ ମଣ୍ଡପ ଠାରେ ୧୬ତମ ଏକ ଦିବସୀୟ କାହ୍ନୁଚରଣ ମେମୋରିଆଲ କ୍ୟାରମ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଏନ.ଏ.ସି ଅଧ୍ୟକ୍ଷ…

 ରୀତା ଓ ଗୀତା ସନ୍ନ୍ୟାସୀ ଜାତୀୟସ୍ତରୀୟ ଜୁନିୟର ଖୋ-ଖୋ ଚାମ୍ପିୟନସିପ ଖେଳିବେ

  ବଲାଙ୍ଗୀର/ ନିରୋଜ ମିଶ୍ର -  ଆସନ୍ତା ୨୬.୦୩.୨୦୧୮ ରୁ ୩୦.୦୩.୨୦୧୮ ପର୍ଯ୍ୟନ୍ତ ମଣିପୁରଠାରେ ଅନୁଷ୍ଠିତ  ହେବାକୁ ଥିବା ଜାତୀୟସ୍ତରୀୟ ୧୮ବର୍ଷରୁ କମ୍ ଜୁନିୟର ଖୋ-ଖୋ ଚାମ୍ପିୟନସିପରେ ଜିଲ୍ଲା କ୍ରୀଡାସଂସଦ, ବଲାଙ୍ଗିର ସୃଷ୍ଟ ରୀତା ଓ ଗୀତା ସନ୍ନ୍ୟାସୀ ଦୁଇ ଭଉଣୀ ଓଡିଶା ରାଜ୍ୟ ଦଳ…

ବଲାଙ୍ଗୀର କ୍ରିକେଟ  ଲିଗ: ଫାଇନାଲରେ ଓସିଆ ଫାଇଟର ଓ ଏନ୍ ଆବ୍ରାହମ ଦଳ  

 ବଲାଙ୍ଗୀର/ niroj mishra : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ବଲାଙ୍ଗୀର କ୍ରିକେଟ ଲିଗ୍ ଆଜି ତୃତୀୟ ଦିନର ପ୍ରଥମ ମ୍ୟାଚ ଓସିଆ ଫାଇଟର ଓ ଦ୍ୱିତୀୟ ମ୍ୟାଚଟି ଏନ୍ ଆବ୍ରାହମ ଦଳ ବିଜୟ ଲାଭ କରିଛନ୍ତି ।   ଆଜିର ପ୍ରଥମ ମ୍ୟାଚଟି ଓସିଆ ଫାଇଟର ଓ ଜେ ମାତା ଦି ମଧ୍ୟରେ ଅନୁଷ୍ଠିତ…

ବ୍ୟାସନଗରରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା

  ବ୍ରହ୍ମପୁରର ଉଦୟନାଥ ମଲ୍ଲିକ ରାଜ୍ୟସ୍ତରୀୟ ଚମ୍ପିୟାନ, ବିଶ୍ବରଞ୍ଜନ ପାତ୍ର  ଜିଲ୍ଲାସ୍ତରୀୟ ଚମ୍ପିୟାନ ବ୍ୟାସନଗର/ ଜୟଶଙ୍କର ଦାସ : ଯାଜପୁର ବଡି ବିଲ୍ଡିଂ ଆସୋସିଏସନ ଆନୁକୂଲ୍ୟରେ ବ୍ୟାସନଗର ସ୍ଥିତ ବ୍ୟାସଦେବ ଟାଉନହଲ ଠାରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା ଅନୁଷ୍ଠିତ…

ଖୋ ଖୋ ରେଫରୀ ସଂଘ ତରଫରୁ କ୍ରୀଡା ପ୍ରତିଭା ସମ୍ମାନ ସମାରୋହ

ବଲାଙ୍ଗିରରୁ ନିରୋଜ ମିଶ୍ର - ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ  ପୁଇଁନ୍ତଲା ହାଇସ୍କୁଲ ପଡିଆ ଠାରେ ବଲାଙ୍ଗିର ଜିଲ୍ଲା ଖୋ ଖୋ ରେଫରୀ ସଂଘ ତରଫରୁ ଚଳିତ ବର୍ଷ ପ୍ରଥମ କରି କ୍ରୀଡା ପ୍ରତିଭା ସମ୍ମାନ ସମାରୋହ ଅନୂଷ୍ଠିତ    ହୋଇଯାଇଛି । ସଂଘର ସଭାପତି ପଦ୍ମଚରଣ ଦାସ ଓ ବୁଦ୍ଧିରାଜ ବିଶ୍ୱାଲଙ୍କ…