ଭାରତୀୟ ମହିଳା ହକି ଦଳ ଲଣ୍ଡନରେ On Jul 17, 2018 10 Share ସୁଶାନ୍ତ ବେହେରା : ବିଶ୍ୱକପ ମହିଳା ହକି ଦଳ ଲଣ୍ଡନରେ ପହଁଚିଲେ।ରଣୀ ରାମପଲ କଂର ନେତୃତ୍ୱରେ ଅଠର ଜଣିଆ ମଜବୁତ ଦଳ ଲଣ୍ଡନରେ ପହଞ୍ଚି ନିଜର ଫିଟନେସ ପାଇଁ ଅଭ୍ୟାସ ଜାରି ରଖିଛନ୍ତି ସେଠା କାର ପାଣିପାଗ ସହିତ ଖାପ ଖୁଆଇବା ପାଇଁ ନିଜର ସ୍ୱାସ୍ଥ୍ୟ ଓ ଖାଦ୍ୟ ପେୟ ପ୍ରତି ଯତ୍ନବାନ ହୋଇଛନ୍ତି। 10 Share FacebookTwitterGoogle+ReddItWhatsAppPinterestEmail