Browsing Category

ଖେଳ

ଜଗନ୍ନାଥ ଫୁଟ୍ବଲ କ୍ଲବ ପକ୍ଷରୁ ଆୟୋଜିତ ଫୁଟ୍ବଲ ପ୍ରତିଯୋଗିତା ଉଦଘାଟିତ  ।

 ପଦ୍ମପୁର/ନିଳ ଦୀପ- ପଦ୍ମପୁର ଉପଖଣ୍ଡସ୍ଥ ପଲସାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଘନାମାଳ ଗ୍ରାମରେ ଜଗନ୍ନାଥ ଫୁଟ୍ବଲ  କ୍ଲବ ପକ୍ଷରୁ ଆୟୋଜିତ ଫୁଟ୍ବଲ  ପ୍ରତିଯୋଗିତା ଶୁଭ ଉଦଘାଟିତ ହୋଇଯାଇଛି  ।ଉଦଘାଟନୀ ଉତ୍ସବରେ ଯୁବନେତା ରାଜୁ ଘିବେଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଲି ମାନଙ୍କୁ…

୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଚତୁର୍ଥ ଦିନର ଖେଳରେ ସେଲ ରାଂଚି ଓ ୟୁଥକ୍ରିକେଟକ୍ଲବ ରାଉଲକେଲା ବିଜୟୀ 

ରବିବାର ଦିନ ସେଲ ରାଂଚି ଓ ୟୁଥକ୍ରିକେଟକ୍ଲବ ରାଉଲକେଲା ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ  ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ତୃତୀୟ ଦିବସରେ ପ୍ରଥମ…

୬୬ତମ ରାଜ୍ୟ ସ୍ତରୀୟ ମହିଳା- ପୁରୁଷ କବାଡି ଚମ୍ପିଆାନସିପ୍‍:ତିନିଦିନିଆ ପ୍ରତିଯୋଗିତା ଉଦ୍‍ଘାଟିତ

  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାମନଗର ସ୍ଥିତ ହାଇଟେକ ପ୍ଲାଜା ପଡିଆ ଠାରେ ପାରଳା ସ୍ୱାଭିମାନ ଫାଉଣ୍ଡେସନ ଆନୁକୁଲ୍ୟରେ ଏବଂ ଓଡିଶା କବାଡି ଏସୋସିଏସନ ସହଯୋଗିତାରେ ୬୬ତମ ରାଜ୍ୟ ସ୍ତରୀୟ ମହିଳା ଓ ପୁରୁଷ କବାଡି ଚମ୍ପିଆନସିପ୍‍ ତିନିଦିନିଆ ପ୍ରତିଯୋଗିତା କାର୍ଯ୍ୟକ୍ରମ…

ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ : ଲିନୁ ସୁବଦ୍ଧି ଚମ୍ପିଆନ

Paralakhemundi/ Balakrisna Panigrahi : ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ଯୁକ୍ତ୩ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ କ୍ରୀଡା ଉତ୍ସବକୁ ଉଦ୍‍ଘାଟନ କରି ଜୀବନରେ…

୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ତୃତୀୟ ଦିନର ଖେଳରେ ଜୋବ୍ରାସୋଲାର କଟକ ଓ ୟୁଥ କ୍ରିକେଟକ୍ଲବ ରାଉଲକେଲା…

ଶନିବାର ଦିନ ପ୍ରଥମ ମ୍ୟାଚ ଜୋବ୍ରାସୋଲାର କଟକ ଓ ସେଲ ରାଂଚି  ଏବଂ  ଦ୍ୱିତୀୟ ମ୍ୟାଚ ୟୁଥକ୍ରିକେଟକ୍ଳବ ରାଉଲକେଲା ଓ ଜିଭେନିଏଲ କଟକ ମଧ୍ୟରେ ଅନୁଷ୍ଠିତ ହେବ  । ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ…

ଓଡିଶା ପୋଲିସର  ପ୍ରଥମ ମହିଳା କବାଡି ଟିମ ଗଠିତ

ଓଡିଶା ପୋଲିସର ପ୍ରଥମ କବାଡି ଟିମ ଗଠିତ  ପ୍ରଥମ ଥର ପାଇଁ ଗଠନକରାଯାଇଅଛି |  ଏହି ଦଳ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁଥିବା ବରିଷ୍ଠ ବିଭାଗ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗୀତାରେ  ଅଂଶ ଗ୍ରହଣ୍ କରିବ | ଏହି ନୂତନ ଭାବେ  ଗଠିତ ଦଳ ସବ୍ଇନିିସ୍ପେକ୍ଟର  ରଶ୍ମିତା ବେହେରା ଜଣେ…

 ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଦ୍ୱିତୀୟ ଦିନର ଖେଳରେ ସେଲ ରାଂଚି ଓ ଜୁଭେନିଏଲ କଟକ ବିଜୟୀ  

ଶୁକ୍ରବାର ଦିନ ପ୍ରଥମ ମ୍ୟାଚ ଜୋବ୍ରା ସୋଲାର କଟକ-ଜାମସେଦପୁର କିଙ୍ଗ ଜାମସେଦପୁର  ଏବଂ  ଦ୍ୱିତୀୟ ମ୍ୟାଚ ସେରସା ନାଗପୁର-ୟୁଥ କ୍ରିକେଟ କ୍ଳବ ରାଉରକେଲା  ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ…

୨୫ତମ ସର୍ବଭାରତୀୟ କ୍ରିକେଟ କପ ଉଦଘାଟିତ : ପ୍ରଥମ ଦିନର ଖେଳରେ ବୋରାସମ୍ବର ସ୍ପୋର୍ଟିଙ୍ଗ ଓ ଜୁଭେନାଇଲ କଟକ ବିଜୟୀ  ।

ଆଜି  ପ୍ରଥମ ମ୍ୟାଚ ବୋରାସମ୍ବର ସ୍ପୋର୍ଟିଙ୍ଗ ଓ ସେଲ ରାଂଚି  ଏବଂ ଦ୍ୱିତୀୟ ମ୍ୟାଚ ଜୁଭେନାଇଲ କଟକ ଓ ସେରସା ରାୟପୁର ମଧ୍ୟରେ   ପଦ୍ମପୁର/ନିଳ ଦୀପ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପକୁ କ୍ରୀଡା ସଙ୍ଗଠକ ତଥା ପ୍ରଶାସକ…

୨୫ତମ ସର୍ବଭାରତୀୟ ବୋଡାସମ୍ବର କପ ଉଦଘାଟିତ 

ପଦ୍ମପୁର/ନୀଳ ଦୀପ-  ବରଗଡ ଜିଲ୍ଲା ପଦ୍ମପୁରରରେ ଆଜି ୨୫ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପର ଉଦଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ  ହୋଇଯାଇଛି  । ବୋଡାସମ୍ବର ସ୍ପୋର୍ଟିଂ, ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ଏହି ଗୌରବମୟ କ୍ରିକେଟ ଟୁର୍ଣ୍ଣାମେଂଟକୁ ଜଣାଶୁଣା କ୍ରୀଡା ସଂଗଠକ ତଥା…

୫ମ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଚମ୍ପିଆନସିପ୍ :ସିଆଳିଯୋଡାକୁ ପରାସ୍ତ କରି ଗୋବିନ୍ଦପୁର ଚମ୍ପିଆନ୍

ଯୋଡା,(ଚିତ୍ତ ରଞ୍ଜନ କର ) ସିଆଳିଯୋଡା ଠାରେ ଚାଲିଥିବା ୫ମ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଚମ୍ପିଆନସିପ ପ୍ରତିଯୋଗିତାରେ ବିରିକଳା ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଦଳ ଟାଇଟଲରେ ବିଜୟୀ ହୋଇଛି । ରବିବାର ଅନୁଷ୍ଠିତ  ଚିତାକର୍ଷକ ମ୍ୟାଚରେ ଗୋବିନ୍ଦପୁର ଦଳ ସିଆଳିଯୋଡାକୁ ୩-୨ ଗୋଲରେ ପରାସ୍ତ…