Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ସଚିନ ତେନ୍ଦୁଲକରଙ୍କ ହାତରେ ଲୋକାର୍ପିତ ହେଲା “ଦୀପା କର୍ମକାର ଦି ସ୍ମଲ ୱାଣ୍ଡର”
Mumbai, Jan. 22 : Bharat Ratna and one of India’s most revered sports persons Sachin Tendulkar on Tuesday night launched Dipa Karmakar: The Small Wonder, a memoir encapsulating the Tripura gymnast’s incredible journey. The book authored by…
ଛତ୍ରମଠ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ
ତିର୍ତ୍ତୋଲ/ରମେଶ ମହାନ୍ତି :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତର ଛତ୍ରମଠ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ୨ଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୁରସ୍କାର…
ଜୟବୁଢାରଜା କ୍ରିକେଟ କପ ୨୦୧୯ : ବଗାରପାଣି ଦଲ ଚାମ୍ପିଆନ
ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :-ଜୟ ବୁଢାରଜା କ୍ରିକେଟ କପ ୨୦୧୯ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମେରବାହାଲ ଗ୍ରାମରେ ଇନ୍ଦିରାପ୍ରିୟଦଶି'ନୀ ଯୁବକ ସଂଘ ଓ ବିଜୁ ଯୁବ ବାହିନୀ ମାଣ୍ଡୋସିଲ ଆନୁକୁଲ୍ୟରେ ୧୯ତମ କ୍ରିକେଟ କପ ଅନୁଷ୍ଟିତ ହୋଇଯାଇଅଛି । ଗତ ୧୨/୧/୨୦୧୯ ରିଖ…
ଖେଲୋ ଇଣ୍ଡିଆ ଖେଳରେ ଖୋ-ଖୋ ଯୁବା (୨୧ ବର୍ଷରୁ କମ୍) ଖେଳରେ ବଲାଙ୍ଗୀର ଝିଅର ସଫଳତା
ବଲାଙ୍ଗୀର/ନିରୋଜ ମିଶ୍ର : ସର୍ବଭାରତୀୟ ସ୍ତରରେ ଖେଲୋ ଇଣ୍ଡିଆ ଖେଳ ଜାନୁଆରି ୯ ତାରିଖରୁ ୨୦ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠାନ ହୋଇଥିଲା । ଓଡିଶା ଯୁବା ଖୋ-ଖୋ ଦଳରେ ବଲାଙ୍ଗୀର ଜିଲ୍ଲା ଅଙ୍କରିଆ ପଦର ଗ୍ରାମର କୁମାରୀ ପ୍ରତିମା କୁମ୍ଭାର ଓଡିଶା ଦଳ ତରଫରୁ ଅଂଶ ଗ୍ରହଣ କରିଥିଲେ । ଓଡିଶାର…
ସାଇଟ ୫୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ: ସାଇଟ ସ୍ପୋର୍ଟ ସୋସାଇଟି ବିଜୟୀ
ବଲାଙ୍ଗୀର(ନିରୋଜ ମିଶ୍ର)- ବଲାଙ୍ଗୀର ନିକଟସ୍ଥ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଳି ଠାରେ ୫୨ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ସାଇଟ୍ ପ୍ରତିଷ୍ଟାତା ତଥା ଫାଓ ଓଡିଶା ଓ ବଲାଙ୍ଗୀର ଜିଲ୍ଲା କ୍ରିଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ…
୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଉଦଯାପିତ :ୟୁଥ କ୍ରିକେଟ କ୍ଲବ ରାଉଲକେଲା ଚମ୍ପିୟାନ ।
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଉଦଯାପିତ ହୋଇଯାଇଛି ।ଉଦଯାପନୀ ମ୍ୟାଚ ଇକୋ ରେଲୱେ ଖୋର୍ଦ୍ଧା ଓ ୟୁଥ କ୍ରିକେଟ କ୍ଲବ ରାଉଲକେଲା ମଧ୍ୟରେ ଅନୁଷ୍ଠିତ…
ତାଲପାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ
ଗାଇସିଲେଟ/କେଦାର ନାଥ ସାହୁ:ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଉଚ୍ଚ ବିଦ୍ୟାଳୟ, ତାଲପାଲିର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି।ପ୍ରାତଃ ପର୍ଯ୍ୟାୟ ଖେଳକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦେବତା ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ ।ଉଦଯାପନୀ …
୧୮ତମ ବିନ୍ଧ୍ୟବାସିନୀ କ୍ରିକେଟ ଟୁଣ୍ଣାମେଂଟ ଉଦଯାପିତ: ଦହିଗାଁ ଦଳ ଚମ୍ପିୟାନ ।
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡସ୍ତ ଦହିତା ପଂଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ବିଗତ ଛଅ ଦିନଧରି ଚାଲିଥିବା ୧୮ତମ ବିନ୍ଧ୍ୟବାସିନୀ କ୍ରିକେଟ ଟୁଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଦହିଗାଁ ଓ ସର୍ଗିପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦହିଗାଁ ଦଳ ପ୍ରଥମେ ବ୍ୟାଟିଂ…
୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଦଶମ ଦିନର ଖେଳରେ ଇକୋ ରେଲୱେ ଖୋର୍ଦ୍ଧା ବିଜୟୀ ।
ଶନିବାର ଦିନ ଏକ ପ୍ରଦର୍ଶନୀ ମହିଳା କ୍ରିକେଟ ମ୍ୟାଚ ଭୂବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଦଶମ ଦିବସରେ ଇକୋ ରେଲୱେ…
ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁରର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । କ୍ରୀଡାକୁ ଖେଳ ଶିକ୍ଷକ ହରେକୃଷ୍ଣ ମେହେର,ଚନ୍ଦ୍ରମଣି ସାହୁ ଓ…