Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଭାରତୀୟ ନୌସେନାରେ ନୂତନ ରୂପେ ସାମିଲ ଆଇଏନ୍ଏସ୍ ମାଲଭାନକୁ ଦୃଢ଼ତା ପ୍ରଦାନ କରୁଛି ଏଏମ୍/ଏନ୍ଏସ୍ ଇଣ୍ଡିଆର ଇସ୍ପାତ
ଭୁବନେଶ୍ୱର,୦୫ ଅଗଷ୍ଟ ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଆଇଏନ୍ଏସ୍ ମାଲଭାନ ନିର୍ମାଣ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଇସ୍ପାତର ଶତ ପ୍ରତିଶତ ଯୋଗାଇ ଦିଆଯାଇଛି। ଏହା ଭାରତୀୟ ନୌସେନାର ଆଧୁନିକ ତଥା ସ୍ୱଦେଶୀ ନିର୍ମିତ ଆଣ୍ଟି-ସବମେରିନ୍ ୱାରଫେୟାର!-->…
ରୁଫଟପ୍ ସୋଲାର ସଚେତନତାକୁ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଖୋର୍ଦ୍ଧାରେ ପହଞ୍ଚିଲା ସୋଲାର ରଥ ଅଭିଯାନ
ଭୁବନେଶ୍ୱର, ଅଗଷ୍ଟ ୦୪, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା, ଏହାର ପ୍ରସାର କରିବା ଏବଂ ରୁଫଟପ୍ ସୋଲାର!-->!-->!-->…
ଓଡ଼ିଶାରେଜିଓରଏକକୋଟି୮୯ଲକ୍ଷରୁଉର୍ଦ୍ଧ୍ବମୋବାଇଲ୍ଏବଂହୋମ୍ବ୍ରଡବ୍ୟାଣ୍ଡଗ୍ରାହକ; ଜୁନ୍ରେଯୋଡିଛିସର୍ବାଧିକନୂତନଗ୍ରାହକ: …
- ଜୁନ୍ ମାସରେ ଓଡ଼ିଶାରେ ମୋଟ ନୂତନ ମୋବାଇଲ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଜିଓ ନେଟୱାର୍କରେ ଯୋଗ ଦେଇଛନ୍ତି: ଟ୍ରାଇ ତଥ୍ୟ
-ଜୁନ୍ ମାସରେ ଓଡ଼ିଶାରେ ଜିଓ ସର୍ବାଧିକ ୧.୧୩ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଏବଂ ୧୫୦୦୦ ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି: !-->!-->!-->!-->!-->…
ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରୁଛି ଉତ୍କଳ ଆଲୁମିନା
ଭୁବନେଶ୍ୱର: ସମାବେଶୀ ଓ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ନିଜର ପ୍ରତିବଦ୍ଧତାର ଅଂଶ ଭାବରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍)ର ସିଏସ୍ଆର ପ୍ରୟାସସମୂହ ତୃଣମୂଳ ସ୍ତରରେ ଅର୍ଥନୈତିକ ସ୍ୱାବଲମ୍ବନଶୀଳତା ଏବଂ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ!-->…
ପିଏମ୍ ସୂର୍ଯ୍ୟ ଘର ଯୋଜନା: ୫୦,୦୦୦ ରୁ ଅଧିକ ଘର ଛାତରେ ରୁଫଟପ୍ ସୋଲାର ସ୍ଥାପନ କଲା ଟିପିସିଓଡିଏଲ୍
ଭୁବନେଶ୍ୱର: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ୫୦,୦୦୦ ରୁ ଅଧିକ ରୁଫଟପ୍ ସୋଲାର (ଆରଟିଏସ) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍) ରାଜ୍ୟର ପ୍ରଥମ ବିଦ୍ୟୁତ ବିତରଣ କମ୍ପାନୀ ଭାବରେ ଓଡ଼ିଶାର ସ୍ୱଚ୍ଛ ଶକ୍ତି!-->!-->!-->…
ସିଆଇଆଇ ଆଇଡବ୍ଲ୍ୟୁଏନ୍ ଓଡ଼ିଶା ପକ୍ଷରୁ ଚତୁର୍ଥ ‘ଶକ୍ତି ସମ୍ମାନ ୨୦୨୬’
୩୬ ଜଣ ସଫଳ ମହିଳାଙ୍କୁ ସମ୍ମାନ; ୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୯୧୩ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର, ଜୁଲାଇ ୩୧: କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି (CII) ଇଣ୍ଡିଆନ ଓମେନ ନେଟୱର୍କ (IWN) ଓଡ଼ିଶା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଚତୁର୍ଥ ସିଆଇଆଇ!-->!-->!-->!-->!-->…
ସାମର୍ଥ୍ୟର ସୂତାଖିଅ: ଓଡ଼ିଶାର ଚାନ୍ଦୁଆ କଳାକୁ ଜୀବନ୍ତ ରଖି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରୁଛନ୍ତି ଚନ୍ଦ୍ରକାନ୍ତି…
ବାଲେଶ୍ଵର, ଜୁଲାଇ ୨୪,୨୦୨୬: ଅନେକ ବର୍ଷ ଧରି ହାତକାମ ଓ ସିଲେଇ କେବଳ ଏକ କଳା ଥିଲା, ଯାହାକୁ ବାଲେଶ୍ଵର ଜିଲ୍ଲା ଶ୍ରୀରାମପୁର ଗ୍ରାମର ୫୨ ବର୍ଷୀୟା କାରିଗର ଚନ୍ଦ୍ରକାନ୍ତି ଜେନା ନିଷ୍ଠାର ସହ କରିଆସୁଥିଲେ । ଆଜି ସେହି କଳା ଏକ ସଫଳ ଉଦ୍ୟୋଗରେ ପରିଣତ ହୋଇ ଗ୍ରାମାଞ୍ଚଳର ଅନେକ!-->!-->!-->…
ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ଜେ.ଆର.ଡି. ଟାଟାଙ୍କ ୧୨୨ତମ ଜୟନ୍ତୀ ପାଳିତ
କଳିଙ୍ଗନଗର, ଜୁଲାଇ ୨୯, ୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ୍ (ଏନଆଇଏନଏଲ) ପକ୍ଷରୁ ମହାନ ଶିଳ୍ପପତି ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନିତ ଜେ.ଆର.ଡି. ଟାଟାଙ୍କ ୧୨୨ତମ ଜୟନ୍ତୀ ବୁଧବାର ଦିନ କଳିଙ୍ଗନଗର ସ୍ଥିତ ସମସ୍ତ ୟୁନିଟ୍ରେ ବେଶ୍ ଉତ୍ସାହର!-->!-->!-->…
ଆପୋଲୋ ହସ୍ପିଟାଲ୍ସ ରାଉରକେଲା ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ସଫଳତାର ସହ ଆୟୋଜିତ
ରାଉରକେଲା,(ବସନ୍ତ କୁମାର ଜେନା): ଆପୋଲୋ ହସ୍ପିଟାଲ୍ସ ରାଉରକେଲା ପକ୍ଷରୁ ଉମିଦ୍ ଟ୍ରଷ୍ଟର ସହଯୋଗରେ ସେକ୍ଟର-୧୫ ଜାମା ମସଜିଦ ସମ୍ମୁଖ ପଡ଼ିଆରେ ରବିବାର ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରାଯାଇଥିଲା। ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ୧୫୦ରୁ!-->!-->!-->…
ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା
ଖରା ଓ ଆର୍ଦ୍ରତାରୁ ଆଶ୍ୱସ୍ତି ପାଇଁ ବଡ଼ଦାଣ୍ଡରେ ଜଳ ସିଞ୍ଚନ ଯନ୍ତ୍ର ନିୟୋଜିତ
ପୁରୀ ସମୁଦ୍ର କୂଳରେ ମାଗଣା ରାତ୍ରି ଆଶ୍ରୟସ୍ଥଳରେ ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ ରହିବା ସୁବିଧା ପ୍ରଦାନ
ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ବିଶ୍ୱସ୍ତ ଓ ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡ!-->!-->!-->!-->!-->!-->!-->!-->!-->!-->!-->…