Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଟାଟା ଷ୍ଟିଲ ମାଇନିଂର ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ପ୍ରମାଣପତ୍ର ହାସଲ
ଭୁବନେଶ୍ୱର,: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) କୁ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଚଳିତ ମାସଠାରୁ ଆରମ୍ଭ ହୋଇ ଗୋଟିଏ ବର୍ଷ ପାଇଁ କାର୍ଯ୍ୟ କରିବାର ଶ୍ରେଷ୍ଠ ସଂସ୍ଥା ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ମାନବ ସମ୍ବଳ ବିବିଧତା ଓ…
ଫେଡେନା ସ୍କୁଲ୍ ଇଆରପିକୁ ଅଧିଗ୍ରହଣ କଲା ପ୍ରାକ୍ଟିକାଲି
ପରିଣତ ହେଲା ବ୍ୟାପକ ଏଡଟେକ୍ ଉତ୍ପାଦ ସୁଟ୍ ସହିତ ବିଶ୍ୱର ପ୍ରଥମ କମ୍ପାନୀ
ଏହା ୪୦,୦୦୦ ଅନୁଷ୍ଠାନର ଆକ୍ସେସ ହାସଲ କରିଛି
ରହିଛନ୍ତି ୧୮୦+ ଦେଶରେ ୨୦ ନିୟୁତରୁ ଅଧିକ ୟୁଜର
ଭୁବନେଶ୍ୱର: ପ୍ରାକ୍ଟିକାଲି, ଭାରତର ପ୍ରଥମ ଅଭିଜ୍ଞତାମୂଳକ ପଠନ ଆପ୍ ଯାହାକୁ ୬ଷ୍ଠ ଠାରୁ ୧୨ଶ…
ଜେଏସଏଲ-ଜେଏସଏଚଏଲ ମିଶ୍ରଣ ପ୍ରକ୍ରିୟାକୁ ଉଲ୍ଲେଖନୀୟ ସଫଳତା
ଅଂଶୀଦାରଙ୍କ ବୈଠକ ଆହ୍ୱାନ କରିବାକୁ ଏନସିଏଲଟି, ଚଣ୍ଡିଗଡଙ୍କ ଆଦେଶ
ଭୁବନେଶ୍ୱର: ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଲିମିଟେଡ ଏବଂ ଜିନ୍ଦଲ ଷ୍ଟେନଲେସ (ହିସାର) ଲିମିଟେଡ ମଧ୍ୟରେ ମିଶ୍ରଣ ଯୋଜନାକୁ ଅନୁମୋଦନ କରିବା ସକାଶେ ଦୁଇ କମ୍ପାନୀର ଅଂଶୀଦାର ଓ ଋଣ ପ୍ରଦାନକାରୀଙ୍କର ବୈଠକ ଡକାଇବାକୁ ମାନନୀୟ…
ଏମଏସଏମଇ ର ସବୁଜକରଣ ପାଇଁ ସିଡବି ଅନେକ ଗୁଡ଼ିଏ ବିକାଶମୂଳକ ଓ ଆର୍ଥିକ ପଦକ୍ଷେପମାନ ଗ୍ରହଣ କରିଛି
ଭୁବନେଶ୍ୱର : ସ୍ମଲ୍ ଇଣ୍ଡଷ୍ଟ୍ରିଜ ଡେଭଲପମେଂଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିଡବି) ଯାହା କି ଏକ ସର୍ବଭାରତୀୟ ଆର୍ଥିକ ସେବା ପ୍ରଦାନକାରୀ ଅନୁଷ୍ଠାନ, ଏହା ଭାରତୀୟ ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କୁ ସମନ୍ୱିତ କ୍ରେଡିଟ୍ ଓ ବିକାଶ ସହାୟତା ପ୍ରଦାନରେ ନିୟୋଜିତ ରହିଛି । ଏହା…
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଚାଲେଞ୍ଜ କୁ ସୁଯୋଗ ରେ ପରିଣତ କରିବାକୁ ଆହ୍ୱାନ
ଭୁବନେଶ୍ୱର: ନିଜ କ୍ୟାରିୟର ରେ ଅଗ୍ରଗତି ନିମନ୍ତେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ମାନେ ଆହ୍ବାନକୁ ଗ୍ରହଣ କରି ତାହାକୁ ସୁଯୋଗ ରେ ପରିଣତ କରନ୍ତୁ ବୋଲି ଶିଳ୍ପ କ୍ଷେତ୍ରର ବିଶେଷଜ୍ଞ ମାନେ ମତ ଦେଇଛନ୍ତି |
ସଫଳ ହେବାକୁ ହେଲେ ଚାଲେଞ୍ଜ କୁ ସୁଯୋଗରେ ପରିଣତ କରିବା ସହ ନେତୃତ୍ୱର ଦକ୍ଷତା…
ଓଡିଶାରେ ବାତ୍ୟା ଗୁଲାବ ଯୋଗୁଁ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ଏସବିଆଇ ଜେନେରାଲ ଇନସୁରେନ୍ସ ଏକ ପାଦ ଆଗକୁ…
ଭୁବନେଶ୍ୱର:ଓଡିଶାରେ ବାତ୍ୟାା ଗୁଲାବ ଯୋଗୁଁ ସେମାନଙ୍କର ପ୍ରଭାବିତଗ୍ରାହକଙ୍କ ପାଇଁ ଏସବିଆଇ ଜେନେରଲ ଇନସୁରେନ୍ସ ଏକ ପାଦ ଆଗକୁ ବଢାଇଛି । କୋରାପୁଟ, ରାୟଗଡା, ଗଞ୍ଜାମ, ମାଲକାନଗିରି ଏବଂ ଗଜପତି ଅଞ୍ଚଳରେ ଏହା ସାଧାରଣଜୀବନ ଯାତ୍ରାକୁ ବ୍ୟାହତ କରିଛି । ରାଜ୍ୟରେ ‘ୟାସ’ ତାଣ୍ଡବ ଲୀଳା…
ହଙ୍ଗାମା ତରଫରୁ ‘ହଙ୍ଗାମା ହାଏ ଲାଇଫ’ ଲାଇଫ ଷ୍ଟାଇଲ ପ୍ରଡକ୍ଟସ୍
ଭୁବନେଶ୍ୱର: ହଙ୍ଗାମା ଲାଇଫ୍ ପକ୍ଷରୁ ଗ୍ରାହକମାନଙ୍କ ନିମନ୍ତେ ବ୍ଲୁଟୁଥ୍, ହେଡଫୋନ, ଟ୍ରୁଲି ୱାୟାରଲେସ୍, ନେକ୍ବ୍ୟାଣ୍ଡସ୍ ଏବଂ ବ୍ଲୁଟୁଥ୍ ସ୍ପିକର ଭଳି ସମସ୍ତ କଂଜୟୁମର ଟେକନୋଲୋଜି ପ୍ରଡକ୍ଟସ ମାନ ପ୍ରସ୍ତୁତ ହୋଇଛି । ଏହା ଅନ୍ଲାଇନ୍ କମର୍ସିଆଲ ସାଇଟ୍ ଆମାଜନ ଇଣ୍ଡିଆ ଏବଂ ଫ୍ଲିପକାର୍ଟରେ…
ଜିକ୍ସଡୋ ଡଟ କମ ଓଡ଼ିଶାରେ ପ୍ରଥମ ଷ୍ଟୋର
ଭୁବନେଶ୍ଵର /ଚକ୍ରଧର ମାଝୀ: ଭୁବନେଶ୍ୱର ସ୍ଥିତ ନିକୋ ପାର୍କ ରୋଡ ପ୍ଲଟ ନମ୍ବର ୪୯୯ ଠାରେ ସମାଜସେବୀ ସେବତୀ ସ୍ୱାଇଁଙ୍କ କରକମଳରେ ଉଦଘାଟନ ହୋଇଯାଇଛି I ଜିକ୍ସଡୋ ଡଟ କମର ମୁଖ୍ୟ ଲକ୍ଷ ଗୁଣବତ୍ତା ମୂଲ୍ୟ ଗଠନ କରେ ଏବଂ ଏହା ମୁଖ୍ୟ ଚାଳକ ଶକ୍ତି | ଗୁଣବତ୍ତା ଅତ୍ୟାଧୁନିକ ଉପକରଣ ଏବଂ…
ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ଡିସୱାସର ଉନ୍ମୋଚିତ
ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍ର ପ୍ରମୁଖ କଂପାନି ଗୋଦରେଜ୍ ଆଣ୍ଡ୍ ବଏସ୍ର ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍ସେସ୍ ଭାରତୀୟ ଡିସୱାସର (ବାସନ ମାଜିବା ଯନ୍ତ୍ର) ବର୍ଗରେ ପ୍ରବେଶ କରି ନୂଆ ଗୋଦରେଜ୍ ଇଅନ୍ ଡିସୱାସର ବର୍ଗମାଳାକୁ ଉନ୍ମୋଚନ କରାଯାଇଛି ।
ଏ ସମ୍ପର୍କରେ ଶ୍ରୀଯୁକ୍ତ କମଳ ନନ୍ଦୀ, ବିଜନେସ୍…
ଆଇସିଆଇସିଆଇ ବ୍ୟାଙ୍କ ଓ ଏଚପିସିଏଲର କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ଏଚ୍ପିସିଏଲ୍) ସହଯୋଗରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ “ଆଇସିଆଇସିଆଇ ବ୍ୟାଙ୍କ ଏଚ୍ପିସିଏଲ୍ ସୁଭର ସେଭର”କୁ ଉନ୍ମୋଚନ କରାଯାଇଛି । ଦୈନନ୍ଦିନର ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବର୍ଗ ଯଥା…