ଧଣ୍ଡାମୁଣ୍ଡା ଅଞ୍ଚଳ ରେ ଅସରାଏ ବର୍ଷା ହେଲେ ବିଦ୍ୟୁତ ସେବା ଠପ୍
ଖପ୍ରାଖୋଲ (ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଅଞ୍ଚଳରେ ପ୍ରାୟତଃ ସବୁ ଦିନ ବିଦ୍ୟୁତ ବିଭ୍ରାଟ ଦେଖାଦେଉଥିବା ଵେଳେ ବିଶେଷ କରି ଗ୍ରୀଷ୍ମ ଋତୁ ଆରମ୍ଭ ରୁ ବିଦ୍ୟୁତ ବିଭାଗ ର ମନମାନୀ ଚାଲୁଥିବା ରୁ ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଉଥିବା ର ଦେଖିବା କୁ…