ରମ୍ଭା ଥାନା ଅଞ୍ଚଳରେ ପୁଣି ଏକ ହତ୍ୟା

4

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ରେଡ୍ଡୀ ବାହାଡ଼ା ପଲ୍ଲୀରେ ହତ୍ୟା ହୋଇଥିବା ମନୁ ପ୍ରଧାନଙ୍କ ୧୧ ଦିନରେ ଅଭିଯୁକ୍ତ ଜୟ ପ୍ରଧାନର ବଡ଼ ଭାଇ ଅଭି ପ୍ରଧାନଙ୍କୁ ବାଇକରୁ ଟାଣି ଆଣି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।ଘଟଣା ସ୍ଥଳରେ ରମ୍ଭା ପୁଲିସର ଛାନ୍ ଭିନ୍ ଜାରି।

Leave A Reply

Your email address will not be published.