ଖବର ପ୍ରକାଶର ପ୍ରଭାବ, ୨୪ ଘଣ୍ଟା ପୂର୍ବରୁ ମରାମତି ହେଲା ରାସ୍ତା
ଓଡ଼ଗାଁ,୨୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି କଲେଜ ରୋଡ଼ ସନ୍ତୋଷୀମା ମନ୍ଦିର ନିକଟରେ ସୃଷ୍ଟି ହୋଇଥିବା ଏକ ବଡ଼ ଖାଲ ସମ୍ପର୍କରେ ଖବର ପ୍ରକାଶନ ପରେ ପୃତବିଭାଗ କାଳବିଳମ୍ବ ନକରି ବୁଧବାର ଉକ୍ତ ଖାଲକୁ ମରାମତ କରିଥିବା ଜଣାଯାଇଛି । ଉକ୍ତ ପିଚୁ ସଡ଼କ ଖାଲ…