ଓଁ ସାଇ ବିହାର ସୋସାଇଟି ଠାରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା ର ସହଯୋଗରେ ରକ୍ତଦାନ ଶିବିର

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ ଦୂର କରିବା ଲକ୍ଷ୍ୟ ନେଇ ଗାଡକଣ ସ୍ଥିତ ଓଁ ସାଇ ବିହାର ସୋସାଇଟି ଠାରେ, ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା ର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରି ଏକ ଉଦାହରଣ ସୃଷ୍ଟି କରିଛି। ଏହା "ଜୟ ଓଡ଼ିଶା"…

ଅଣ୍ଡାମାଡ଼ ପୂର୍ବରୁ ଉଠାଇ ନେଲା ପୁଲିସ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଅଣ୍ଡାମାଡ଼ ଓ କଳାପତାକା ପଦର୍ଶନ ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଥିଲା । ନୟାଗଡ଼ ପିଟିଏସ୍ ଛକରେ ଏଥିପାଇଁ ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଶିବ ରଞ୍ଜନ ସାହୁ, ଛାତ୍ରନେତା ଦିଲ୍ଲୀପ…

ପକ୍ଷାଘାତ ରୋଗୀଙ୍କ ଆତ୍ମହତ୍ୟା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଶ୍ରୀକରପୁର ଗ୍ରାମରେ ଜଣେ ୪୬ ବର୍ଷ ବୟସ୍କ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଶ୍ରୀକରପୁର ଗ୍ରାମର ଅଶ୍ୱିନୀ ଗୌଡ଼ ଗତ ଦୁଇ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ I ଫଳରେ ବହୁ…

ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଶିଳ୍ପାୟନ ସ୍ଥିତି ନୈରାଶ୍ୟଜନକ: ବିଜେଡି

 ମୁଖ୍ୟମନ୍ତ୍ରୀଙ୍କ ପରିସଂଖ୍ୟାନ ବାସ୍ତବତା ଠାରୁ ବହୁ ଦୂରରେ  ଜେଏସଡବ୍ଲୁ, ଆର୍ସେଲର ମିତ୍ତଲ ଓ ଭାରତ ବାୟୋଟେକର ସ୍ଥିତି କ’ଣ ?  ନିବେଶକଙ୍କ ଭରସା ଜିଣିବାରେ ରାଜ୍ୟ ସରକାର ବିଫଳ କାହିଁକି ? ଭୁବନେଶ୍ୱର, ୦୮/୦୬/୨୦୨୫: ଗତ ୧ ବର୍ଷ ମଧ୍ୟରେ ଓଡ଼ିଶାର ଶିଳ୍ପାୟନ…

ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ: : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ…

ମରଣଯନ୍ତା ପାଲଟିଛି ବିଜେପୁର କଲେଜ ରୋଡ଼।

ବିଜେପୁର :-ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ପରଠାରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଏହାର ସୌନ୍ଦର୍ଯ୍ୟୀକରଣ ପାଇଁ। କିନ୍ତୁ ପରିତାପର ବିଷୟ ବିଜେପୁର ସହରର ପ୍ରବେଶପଥ କୁହାଯାଉଥିବା କଲେଜରୋଡ, ଯାହାକି ବିଜେପୁର ଦମକଳ କେନ୍ଦ୍ର ଠାରୁ କଲେଜ ଛକ ପର୍ଯ୍ୟନ୍ତ ଅଛି ତା'ର୍…

“ଚାଷୀଙ୍କ ଠାରୁ ଧାନ କିଣି ଏପର୍ଯ୍ୟନ୍ତ ଟଙ୍କା ଦେଇନାହାନ୍ତି ସରକାର “

ଚାଷୀଙ୍କ ଧାନବିକ୍ରି ଟଙ୍କା ତୁରନ୍ତ ପୈଠ ଏବଂ ଧାନକିଣା ଦୁର୍ନୀତି ବିରୁଦ୍ଧରେ ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ଅହୋରାତ୍ର ଧାରଣା ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜିଠାରେ ଅହୋରାତ୍ର ଧାରଣା ଦିଆଯାଇଛି । ଏହି…

ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତ: ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୬ ଟି ଜନକଲ୍ୟାଣକାରୀ ପ୍ରକଳ୍ପର…

ସୁନା ହେବ ସୁବର୍ଣ୍ଣପୁର ଜିଲ୍ଲା- ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ…

ବେଲଗୁଣ୍ଠା ବାଣତୁମ୍ବ ଠାକୁରାଣୀ ମନ୍ଦିର ନିକଟରେ ବାଇକ ଦୁର୍ଘଟଣା ଦୁଇ ଗୁରୁତର ଆହତ

ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠାବାଣତୁମ୍ବଠାକୁରାଣୀ ମନ୍ଦିର ନିକଟରେ ଏକ ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ଦିନ ରାତି ପ୍ରାୟ ସାଢ଼େ୮ଟା ବେଳେ ସ୍ଥାନୀୟ ଖଦାଳ ସାହିରେ ରହୁଥିବା ଆଶ୍ରମ କରଡ଼ାବାଡ଼ି ନିକଟ…

୩୪ ଲକ୍ଷ ଟଙ୍କା ଠକେଇ ଅଭିଯୁକ୍ତ ଯୁବକ ଗିରଫ

ଓଡ଼ଗାଁ,୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଗୁମୀ ଗ୍ରାମର ଯୁବକ ମାନସ ରଞ୍ଜନ ସାହୁଙ୍କୁ ଠକେଇ ଅଭିଯୋଗରେ ଓଡ଼ଗାଁ ପୋଲିସ ଶନିବାର ଗିରଫ କରିଛନ୍ତି। ଏନେଇ ଓଡ଼ଗାଁ ଥାନାରେ ୧୬୫/୨୦୨୫ ମାମଲା ଅନୁସାରେ ଅଭିଯୁକ୍ତ ମାନସ ରଞ୍ଜନ ସାହୁ କୁରାଳ…