ଟାଟା ପାୱାର ର ବିନା ସୂଚନା ରେ ମିଟର ବଦଳ, ଥାନାରେ ଏତଲା

"ମେଶଜ ଜରିଆରେ ଅଭିଯୋଗ ନଥାଇ ଅଭିଯୋଗ ସମାଧାନ ମେଶଜ" ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଘଟଣା ଟାଟା ପାୱାର ବିନା ସୂଚନା ରେ ମିଟର ବଦଳ କରିଛି । ଗ୍ରାମର ସ୍ବର୍ଗତ ଅରକ୍ଷିତ ପାଢ଼ୀ ଙ୍କ ଘର ବନ୍ଦ ଥିବା ସ୍ୱତେ ବିନା ସୂଚନା ରେ ନିଜକୁ ଟାଟା…

ରଘୁନାଥପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା ୦୯.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର…

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ବାସଗୃହ କ୍ଷତିଗ୍ରସ୍ତ ହେଲେ ମିଳିବ ଅନ୍ତ୍ୟୋଦୟ ଗୃହଯୋଜନା ଭୁବନେଶ୍ୱର/୯ ଜୁନ ୨୦୨୫: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଜଙ୍ଗଲ…

ବାସୁଦେବପୁର ରେ ମିଳିତ ଜନ ଶୁଣାଣି ଶିବିର।

ବାସୁଦେବପୁର - ଭଦ୍ରକ ଜିଲ୍ଲା ର ବାସୁଦେବପୁରର ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଶ୍ରୀ ଦିଲିପ ରାଉତ ରାଏ ଙ୍କ ସହିତ ଆରକ୍ଷୀ ଅଧିକାରୀ ଶ୍ରୀ ମନୋଜ ରାଉତ,ବିଧାୟକ ଅଶୋକ ଦାସ,ମୂଖ୍ୟ ଉନ୍ନୟନ…

ଉତ୍ତାଲଗଡ଼ ସ୍ପୋଟିଂର ରାତ୍ରିକାଳୀନ ଭଲିବଲ୍ ପ୍ରତିଯୋଗିତା

ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଳକ ତାଳପଦର ହାଇସ୍କୁଲ ପଡ଼ିଆଠାରେ ଉତ୍ତାଲଗଡ଼ ସ୍ପୋଟିଂ ପକ୍ଷରୁ ଚାଲିଥିବା ରାତ୍ରିକାଳୀନ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଦହିଗାଁ, ଘନାମାଲ, ବାବୁପାଲି, ଟାଲ, ତାଳପଦର, ଉତ୍ତାଲଗଡ଼ ପ୍ରମୁଖ ଦଳ ଅଂଶ ଗ୍ରହଣ କରିଥିଲେ। ତାଳପଦର ଓ…

ଶ୍ରୀକ୍ଷେତ୍ର ରଜ ମହୋତ୍ସବ : ଏଥର ଅସୀମା, ପପୁ

ପୁରୀ,୮/୬ (ଅନିମେଶ ପଟ୍ଟନାୟକ):-ଚଳିତବର୍ଷ ମାର୍କଣ୍ଡେଶ୍ଵର ସାହି ବୁଢୀମା ତୋଟା ଠାରେ ଜୁନ ୧୪ରୁ ୧୬ ତିନିଦିନ ଧରି ରଜ ମହୋତ୍ସବ ଧୁମଧାମରେ ପାଳିତ ହେବ । ମହୋତ୍ସବର ଦ୍ବିତୀୟ ଦିନରେ ଓଡ଼ିଶାର ସୁନାମଧନ୍ଯ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସୁମଧୁର ସଙ୍ଗୀତ ରଜପ୍ରେମୀ ମାନଙ୍କୁ ମତୁଆଲ କରିବ ।…

ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ଗାଁ, ୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଦଣ୍ଡୋର ଜୟଶ୍ରୀ ପାଣିଷଣ୍ଢ ଯୁବ ସଂସଦ ଏବଂ ନୟାଗଡ଼ ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଗ୍ରୀଷ୍ମ ଋତୁରେ…

ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ଅଫ ଓଡ଼ିଶାର ରାଜ୍ଯସ୍ତରୀୟ ଆଲୋଚନାଚକ୍ର

ପୁରୀ, ୮/୬- ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ଅଫ୍ ‌‌‌ଓଡିଶା ପକ୍ଷରୁ ରବିବାର ପୂର୍ବାହ୍ନରେ ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସଭାଗୃହରେ ସଂଗଠନକୁ ସୁଦୃଢ କରିବା, ଘରୋଇ ସ୍ଲୁଲର ଦାବି ଗୁଡିକ ସରକାର ପୂରଣ କରିବା ଓ ରାଜ୍ଯସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅତିଥି ମାନେ…

ଓଡ଼ଗାଁ ଏନଏସି ନିର୍ବାଚନ ୱାର୍ଡ ସଂରକ୍ଷଣରେ ପଛୁଆବର୍ଗଙ୍କୁ ଅଣଦେଖା

ଓଡ଼ଗାଁ,୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ନିର୍ବାଚନ ପାଇଁ କରାଯାଇ ଥିବା ପ୍ରସ୍ତାବିତ ୱାର୍ଡ ସଂରକ୍ଷଣ ତାଲିକାରେ ପଛୁଆବର୍ଗର ଜାତି ସମୂହଙ୍କ ପ୍ରତି ଅଣଦେଖା କରାଯିବା ଘଟଣାକୁ ନେଇ ନୟାଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଥିବା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ…

୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ) ୨୦୨୫ ଉଦଘାଟିତ

ଓଡ଼ଗାଁ,୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ଵାରା ଆୟୋଜିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍(ଓସିଏଲ) ୨୦୨୫ ରବିବାର ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନ ୩ ଗୋଟି ମ୍ୟାଚରେ ଯଥାକ୍ରମେ ସ୍ମାଇଲ ଇଲେଭେନ, ଇନଭିଜିବୁଲ ଇଲେଭନ ଏବଂ…