କିଟ୍‍ ରେ ୩୧ତମ ରାଜ୍ୟ ଏସ୍‍ଏନ୍‍ଏଆଇ ଦ୍ୱିବାର୍ଷିକ ସମ୍ମିଳନୀ ଉଦ୍‍ଯାପିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଷ୍ଟୁଡ଼େଣ୍ଟ ନର୍ସେସ୍‍ ଆସୋସିଏସନ ଅଫ୍‍ ଇଣ୍ଡିଆ(ଏସ୍‍ଏନ୍‍ଏଆଇ) ଓଡ଼ିଶା ରାଜ୍ୟ ଶାଖାର ୩୧ତମ ଦ୍ୱିବାର୍ଷିକ ସମ୍ମିଳନୀ ରବିବାର ଉଦ୍‍ଯାପିତ ହୋଇଯାଇଛି। ଭାରତୀୟ ତାଲିମପ୍ରାପ୍ତ ନର୍ସ ସଂଘ (ଟିଏନ୍‍ଏଆଇ)ର ଓଡ଼ିଶା ଶାଖା ଏବଂ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ…

ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ସୋଆ ଫ୍ୟାକଲ୍ଟି ମନୋନୀତ

ଭୁବନେଶ୍ୱର, ସେପ୍ଟେମ୍ବର ୨: ଶିକ୍ଷା, ଗବେଷଣା ଓ ସାମାଜିକ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ଶତପଥୀଙ୍କୁ ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ମନୋନୀତ କରାଯାଇଛି । ଭାରତର ସର୍ବ ବୃହତ ଘରୋଇ ଷ୍ଟାର୍ଟ…

ପାଟକୁରା ନିର୍ବାଚନ ମଣ୍ଡଳୀରେ ସଂଗଠନ ସୃଜନ ଅଭିଯାନ ସଭା ଅନୁଷ୍ଠିତ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): ସାରା ଦେଶରେ ଆରମ୍ଭ ହୋଇଥିବା କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀରେ ଗୋଟେ ବିଶାଳ ସଭା ଅନୁଷ୍ଠିତ ହୋଇଛି । ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଉପଯୁକ୍ତ ଜିଲ୍ଲା ସଭାପତି ଚୟନ…

କବି ଶ୍ରୀଧର ବାଗ୍‌ଙ୍କ ଅନୂଦିତ କୋଶଲି ଗୀତଗୋବିନ୍ଦର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ

ସାଲେଭଟା/ବଲାଙ୍ଗୀର,ତା ୨/୯/୨୫ ବଲାଙ୍ଗୀର ଜିଲ୍ଲା ବକଟି ଗ୍ରାମରେ ପର୍‌ବାସି କୁଟୁମ୍‌ର ନୂଆଁଖାଇ ଭେଟ୍‌-୨୦୨୫ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି କୃଷି ଭିତ୍ତିକ ପର୍ବ ନୂଆଁଖାଇର ସାମାଜିକ, ପାରମ୍ପରିକ, ଧାର୍ମିକ ଓ ସାଂସ୍କୃତିକ ମହତ୍ଵ ଓ ତାତ୍ପର୍ଯ୍ୟ ଦିଗ ଉପରେ ଅତିଥିମାନେ ନିଜ…

ମାର୍ଶାଘାଇ ବ୍ଲକରେ ଭାଗବତ ଟୁଙ୍ଗୀ ଅର୍ଥ ହଡ଼ପ ବିରୋଧରେ କଳାକାରଙ୍କ ଅଭିନବ ପ୍ରତିବାଦ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଫାଟକ ସମ୍ମୁଖରେ ଆଜି ସକାଳ ପ୍ରାୟ ୧୧ଟା ସମୟରେ ଭାଗବତ ଟୁଙ୍ଗୀର ଅର୍ଥ ହଡ଼ପ ଘଟଣାକୁ ନେଇ ମାର୍ଶାଘାଇ ବ୍ଲକ କଳାକାର ସଂଘ ପକ୍ଷରୁ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି।ସ୍ଥାନୀୟ ସୂଚନା ଅନୁସାରେ, ଏହି ଅର୍ଥ…

ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

- ନୁ୍ୟଟ୍ରିଲାଇଟ ଅଲ୍‌ ପ୍ଲାଣ୍ଟ ପ୍ରୋଟିନ, ନୁ୍ୟଟ୍ରିଲାଇଟ ଡେଲି ପ୍ଲସ୍‌ ଏବଂ ନୁ୍ୟଟ୍ରିଲାଇଟ ସାଲମନ୍‌ ଓମେଗା-୩ ସଫ୍ଟଜେଲ୍‌ସ୍‌ ସମେତ ପାଞ୍ଚଟି ଅଗ୍ରଣୀ ନୁ୍ୟଟ୍ରିଲାଇଟ ସପ୍ଲିମେଣ୍ଟ କ୍ରୀଡାକ୍ଷେତ୍ରରେ ନିଷିଦ୍ଧ ପଦାର୍ଥ ବିପକ୍ଷରେ ଯାଞ୍ଚ ନିମନ୍ତେ ବିଶ୍ୱସନୀୟ ସାବ୍ୟସ୍ତ -…

ବିଷମ କଟକ ବ୍ଲକରେ ଚାରିଟି ସାର ଗୋଦାମରେ ଅଚାନକ ଚଢ଼ଉ

ତିନି ସାର ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ତହସିଲଦାର ବିଷମ କଟକ (ଶୁଭମ ମହାପାତ୍ର): ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକରେ ଚାରିଟି ସାର ଗୋଦାମରେ ଅଚାନକ ଚଢ଼ଉ ହୋଇଛି। ସରାକାରଙ୍କ ଧାର୍ଯ୍ୟ ଦରଠାରୁ ସାର ଚଢ଼ା ଦରରେ ବିକ୍ରି ହେଉଥ‌ିବା ସନ୍ଦେହରେ ଚାରିଟି ସ୍ଥାନର ଗୋଦାମ ଉପରେ…

କୋଶଳରାଜ୍ୟ ସମନ୍ମୟ ସମିତି ର ନୂଆଖାଇ ଭେଟଘାଟ।

ପଦ୍ମପୁର :- କୋଶଳ ରାଜ୍ୟ ସମନ୍ମୟ ସମିତିର କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ କୁମାର୍ ମାଝୀ ଙ୍କ ଆହ୍ବାନ କ୍ରମେ ମନୋରଞ୍ଜନ ସିଂହ ବରିହା ଙ୍କ ସଭାପତିତ୍ବ ରେ ଟାଉନ୍ ହଲ୍ ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ସଭା ପୂର୍ବରୁ…

ଅନନ୍ତ ନାରାୟଣ ମହୋତ୍ସବ ପାଇଁ ସମନ୍ବୟ କମିଟିର ବୈଠକ ଅନୁଷ୍ଠିତ

ବିଜେପୁର:-ବରଗଡ ଜିଲ୍ଲା ବିଜେପୁର ସହରରେ କେଉଁ ଆବାହମାନ କାଳରୁ ଚାଲି ଆସିଥିବା ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ ହୋଇ ଆସୁଛି। ସମୁଦାୟ ୮ ଗୋଟି ସ୍ଥାନରେ ଅନନ୍ତ ନାରାୟଣ ମେଢ଼ ନିର୍ମାଣ ଖୁବ୍ ଜୋରରେ ଚାଲିଥିବା ବେଳେ, ପ୍ରତିବର୍ଷ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ଆଜି ସ୍ଥାନୀୟ ବ୍ଲକ ଅଫିସ…

କପସିଲା ରେ ନୂଆ ଖାଇ ଭେଟଘାଟ ଅନୁଷ୍ଠିତ।

ପଦ୍ମପୁର :- କପସିଲା ରେ ନୂଆଖାଇ ଭେଟଘାଟ ଧୁମ୍ ଧାମରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ନାଟ୍ୟକାର ରାଜେନ୍ଦ୍ର କୁମାର୍ ମହାନ୍ତି ଯୋଗଦାନ କରିଥିଲେ। ମାଆ ସମଲେଇ ଙ୍କୁ ଦୀପ ପ୍ରଜ୍ବଳନ ପରେ ଭେଟଘାଟ ଅନୁଷ୍ଠିତ ହୋଇ ଥିଲା। ସଭାପତି ରାହୁଲ ରଣା ସଂପାଦକ…