ଜିନ୍ଦଲ ଷ୍ଟିଲ ଦ୍ୱାରା ଅନୁଗୁଳରେ ଭାରତର ଅନ୍ଯତମ ବୃହତ ବ୍ଲାଷ୍ଟ ଫର୍ଣ୍ଣେସ କାର୍ଯ୍ୟକ୍ଷମ

ଅନୁଗୁଳ, ୨୬, ସେପ୍ଟେମ୍ବର ୨୦୨୫ : ପ୍ରସିଦ୍ଧ ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଜିନ୍ଦଲ ଷ୍ଟିଲ୍, ଅନୁଗୁଳ ଷ୍ଟିଲ୍ ପ୍ଲାଣ୍ଟରେ ଦେଶର ଅନ୍ଯତମ ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌ କାର୍ଯ୍ୟକ୍ଷମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ସାକାର…

ନବରଙ୍ଗପୁର ଜିଲ୍ଲାର ବିଜୁଳି ଭିତ୍ତିଭୂମିକୁ ସୁଦୃଢ଼ କରୁଛି ଟାଟା ପାଓ୍ୱାର ନେତୃତ୍ୱାଧୀନ ଦକ୍ଷିଣ ଓଡ଼ିଶା…

- ତେଣ୍ଡାଗୁଡ଼ା, ଖାଟିଗୁଡ଼ା, କୋସଗୁମୁଡ଼ା ଓ ଝରିଗାଁ ସବଷ୍ଟେସନ ଉନ୍ନତିକରଣ - ଜୋଡ଼ିଙ୍ଗା, ଧଡ଼ରା, ଡୁମୁରିମୁଣ୍ଡାରେ ନୂତନ ପ୍ରାଇମେରୀ ସବଷ୍ଟେସନ - ଘରୋଇ ଉପଭୋକ୍ତାଙ୍କ ସାଙ୍ଗକୁ କୃଷିକ୍ଷେତ୍ର ଓ ଅନୁଷ୍ଠାନକୁ ଗୁଣାତ୍ମକ ବିଜୁଳି ଯୋଗାଣ - ନୂଆ ୩୩ କେଭି ଲାଇନ…

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର…

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ଶୀଘ୍ର ଏବଂ ଦୃଶ୍ୟମାନ ବୟସ୍କ…

ବଡ଼ବଜାର ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ।

ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ, : ବର୍ତମାନ ପାର୍ବଣ ସମୟ ପାଳନ ଅବସରରେ ସାଧାରଣ ଜନତା ବହୁ ମଜଲିସ୍ ରେ ମଜ୍ଜି ରହୁଥିବା ବେଳେ କିଛି ଲୋକ ଜୁଆ ଖେଳରେ ଲିପ୍ତ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲିସ ର କଡା ନଜର ଫଳରେ ବହୁ ଜୁଆ ଆଡ୍ଡା ଉପରେ ଚଢାଉ କରି ସଫଳତା ପାଇଛନ୍ତି। ଏହି ଭଳି…

ଓଡ଼ଗାଁ ଏନ୍ଏସି ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ,ନଗରବାସୀ ପାଳିଲେ ଶ୍ରମଦାନ ଦିବସ

ଓଡ଼ଗାଁ,୨୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ସେପ୍ଟେମ୍ୱର ୧୭ ତାରିଖରୁ ଆରମ୍ଭ ହୋଇଥିବା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସଫେଇ କାର୍ଯ୍ୟ ଓ ସଚେତନତା ଅଭିଯାନ ଜାରି ରହିଥିବା ବେଳେ ଆଜି ଗୁରୁବାର ଦିନ ଏକ ଦିନ ଏକ…

ଓଡ଼ଗାଁ ବ୍ଳକ ଜିପି ଏଲ୍ ଏଫ୍ ମିଶନ ଶକ୍ତି ମହାସଂଘ ତରଫରୁ ବିଡ଼ିଓଙ୍କୁ ଦାବିପତ୍ର,କାର୍ଯ୍ୟ ନିର୍ବାହ କମିଟି ସଦସ୍ୟଙ୍କ…

କାର୍ଯ୍ୟନିର୍ବାହୀ କମିଟି ପୁନର୍ଗଠନ ହାଇକୋର୍ଟଙ୍କ ଦ୍ବାରା ସ୍ଥଗିତ, ବଳ ପୂର୍ବକ ଚାଲିଥିବା ପୁନର୍ଗଠନ ପ୍ରକ୍ରିୟାକୁ ବିରୋଧ ଓଡ଼ଗାଁ,୨୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ବ୍ଳକ ଓ ଜିଲ୍ଲା ସ୍ତରୀୟ…

ସରକାରୀ ପଲିଟେକନିକର ଉଲ୍ଲେଖନୀୟ ପ୍ରଗତିକୁ ପ୍ରଶଂସା,

ଓଡ଼ଗାଁ,୨୫।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଠାରେ ଚାଲିଥିବା ସରକାରୀ ବହୁ ବୃତ୍ତି ଶିକ୍ଷାନୁଷ୍ଠାନ (ପଲିଟେକ୍ନିକ୍) ନୟାଗଡର ଶୈକ୍ଷିକମାନ ନିର୍ଦ୍ଧାରଣ ନିମନ୍ତେ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ (ଡିଟିଇଟି) ଓଡ଼ିଶା ନିରୀକ୍ଷଣକାରୀ ପହଁଚି ଶ୍ରେଣୀକକ୍ଷ, ପରୀକ୍ଷାଗାର,…

ଖୋର୍ଦ୍ଧା ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ମେଳା :୨୧୭ ଜଣଙ୍କୁ ମିଳିଲା ଭିନ୍ନକ୍ଷମ ପ୍ରମାଣପତ୍ର

ଖୋର୍ଦ୍ଧାରୁ ( ସେକ ଜାଫର ): ଖୋର୍ଦ୍ଧା ବ୍ଲକରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୩୧୦ ଜଣ ଦିବ୍ୟାଙ୍ଗ ପଞ୍ଜିକୃତ କରିଥିଲା ବେଳେ ତନ୍ମଧ୍ୟରୁ ୨୧୭ ଜଣ ଙ୍କୁ କମ୍ପ୍ୟୁଟର କରଣ ପ୍ରମାଣପତ୍ର ପାଇଁ ବ୍ୟବସ୍ଥା କରାଯାଇଛି। ।ବ୍ଲକର ୨୨ ଟି ପଞ୍ଚାୟତ ଓ…

ଜଗତସିଂହପୁର ଅବକାରୀ ବିଭାଗର ବଡ଼ ସଫଳତା

ଜଗତସିଂହପୁର,ତା-୨୫.୦୯.୨୦୨୫/ସୁମନ୍ତ କୁମାର ଦାସ: ୧.୨୦୦କିଗ୍ରା ଗଞେଇ ଓ ଚୋରା ବିଦେଶୀ ମଦ ସହିତ ଏକ ମୋଟରସାଇକେଲ ଜବତ। ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଅବକାରୀ ଅଧୀକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ତୀବ୍ର ଅଭିଯାନ ସଫଳ ହୋଇଛି l…

ପୂର୍ବାଞ୍ଚଳ ଜୁନିୟର ଦୌଡକୁଦ ରେ ଅନନ୍ୟା ଙ୍କୁ ରୌପ୍ୟ ପଦକ

ଜଗତସିଂହପୁର,ତା-୨୫.୦୯.୨୦୨୫/ସୁମନ୍ତ କୁମାର ଦାସ: ସେପ୍ଟେମ୍ବର ୨୨ରୁ ୨୪ ଝାରଖଣ୍ଡ ରାଞ୍ଚି ର ବିର୍ସାମୁଣ୍ଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ 36ତମ କନିଷ୍ଟ ଦୌଡ଼କୁଦ ପ୍ରତିଯୋଗିତା ରେ ଜଗତସିଂହପୁର ଜିଲ୍ଲା ଖଇରଙ୍ଗ ପଞ୍ଚାୟତ ପୁରୁଣାଗଡ଼ ଗ୍ରାମର ପ୍ରଫୁଲ୍ଲ ଖଣ୍ଡାୟତରାୟ ଙ୍କ ସାନ ଝିଅ ଅନନ୍ୟା…