ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ, : ବର୍ତମାନ ପାର୍ବଣ ସମୟ ପାଳନ ଅବସରରେ ସାଧାରଣ ଜନତା ବହୁ ମଜଲିସ୍ ରେ ମଜ୍ଜି ରହୁଥିବା ବେଳେ କିଛି ଲୋକ ଜୁଆ ଖେଳରେ ଲିପ୍ତ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲିସ ର କଡା ନଜର ଫଳରେ ବହୁ ଜୁଆ ଆଡ୍ଡା ଉପରେ ଚଢାଉ କରି ସଫଳତା ପାଇଛନ୍ତି। ଏହି ଭଳି ପରିସ୍ଥିତିରେ ବଡ଼ବଜାର ଥାନା ପକ୍ଷରୁ ଲକ୍ଷ୍ମୀ ନୃସିଂହ ସାହି ରେ ଏକ ବଡ ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରି ୧୬ ଜଣ ଜୁଆଡି କୁ କାବୁ କରିଥିବା ବେଳେ ୫ ଲକ୍ଷ୍ୟ ଟଙ୍କା ରୁ ଅଧିକ ଜବତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.