ମାଲକାନଗିରି ଜିଲାରେ ଲଘୁଚାପର ପ୍ରଭାବ ଶୂନ୍ ।

ମାଲକାନଗିରି, ତା ୨୯/୦୯:  ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଆକଳନ ଅନୁଯାୟୀ ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପ ଜନିତ ପ୍ରଭାବ ପଡିବ ବୋଲି ହାଇଆଲର୍ଟ ଜାରି କରାଯାଇଥିଲା। ମାଲକାନଗିରି ଜିଲାକୁ ରେଡ ଆଲର୍ଟ ଜାରି କରାଯାଇଥିଲା। ୨୬ ଓ ୨୭ ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି,…

ଜାଲ ସ୍ଥାୟୀ ପ୍ରମାଣପତ୍ର କରିଥିବା ୨ ବାଂଲାଦେଶୀ ଗିରଫ ।

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଦେଶରୁ ଅନୁପ୍ରବେଶକାରୀଙ୍କୁ ବିତାଡିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆସାମ, ମଣିପୁର, ତ୍ରିପୁରା ଏବଂ ଓଡ଼ିଶାରେ ଏହି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା…

ରାଜଗାଙ୍ଗପୁରରେ ଶତବାର୍ଷିକୀ ଦୁର୍ଗାପୂଜା

ରାଜଗାଙ୍ଗପୁର,(ବିଷ୍ଣୁ ଭୋମିକ): ରାଜଗାଙ୍ଗପୁରରେ ରେଳ ଲାଇନ ବିଛାଇବା ପରେ କିଛି ବଙ୍ଗାଳି ପରିବାର (୧୮୨୫) ରହିବା ପରେ ସ୍ଥାନୀୟ ଲୋକଙ୍କୁ ନେଇ ଆଜକୁ ଶତ ବର୍ଷ ତଳେ ଆରମ୍ଭ କରିଥିଲେ ମା ଦୁର୍ଗାଙ୍କ ପୂଜା। ସେହି ଦିନଠାରୁ ସାର୍ବଜନିକ ଦୁର୍ଗାପୂଜା ହୋଇ ଆସୁଥିବା ବେଳେ ଚଳିତବର୍ଷ ଶହେ ବର୍ଷରେ…

ଦକ୍ଷିଣ ଓଡିଶାରେ ବିଦ୍ୟୁତ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ଟିପିଏସ୍ଓଡିଏଲ୍

 ସ୍କାଡା, ଜିଆଇଏସ୍ ମ୍ୟାପିଂ ଏବଂ ଡ୍ରୋନ୍ ଟେକ୍ନୋଲୋଜି ମାଧ୍ୟମରେ ଭରସାଯୋଗ୍ୟ ବିଦ୍ୟୁତ ସେବା ହୋଇପାରିଛି ସୁନିଶ୍ଚିତ  ବ୍ରହ୍ମପୁର, ସେପ୍ଟେମ୍ବର: ଦକ୍ଷିଣ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ, ଯେଉଁଠାରେ ଜନଜାତିବହୁଳ ଅଞ୍ଚଳ ବିକାଶୋନ୍ମୁଖୀ ସହରାଞ୍ଚଳ ସହ ମିଶୁଛି ସେଠାରେ ବିଦ୍ୟୁତ ବିତରଣ…

ଫସିରହିଛି କୋର୍ଟମାମଲାରେ ବଲାଙ୍ଗୀର ପୂର୍ତ୍ତବିଭାଗ ବାଇପାସ ରାସ୍ତାନିର୍ମାଣ : ୧୫ବର୍ଷରେ ସରିଛି ମାତ୍ର ୫୦% କାମ

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ) - ବଲାଙ୍ଗୀରରେ ସହରରେ ବାଇପାସ କାମ ସରିବ ଓ ଭାରିଜାନ ଏହି ବାଇପାସଦେଇ ଗଲେ ଘଟୁଥିବା ଦୁର୍ଘଟଣା କମିବ। ଏହି ଆଶା ରଖିଛନ୍ତି ବଲାଙ୍ଗୀରବାସୀ । ହେଲେ ବଲାଙ୍ଗୀରବାସୀଙ୍କର ଏହି ସ୍ୱପ୍ନ କେବେ ପୂରଣ ହେବ ତାହା ଦେଖିବାକୁ ବାକି ରହିଲା । କାହିଁକିନା ବଲାଙ୍ଗୀର…

୩ ମହିଳା ଲୁଟେରା ଗିରଫ, କୋର୍ଟ ଚାଲାଣ

ରାଜଗାଙ୍ଗପୁର, ୨୮।୯(ବିଷ୍ଣୁ ଭୋମିକ): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୋଲିସ ଦ୍ବାରା ରବିବାର ଲୁଟ କରୁଥିବା ଅଭିଯୋଗରେ ୩ ମହିଳା ଲୁଟେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଛତିଶଗଡର ବିଲାସି ବାଇ, ସୁନି ବାଇ ଓ ବିନି ବିନିତା ଲୋ ଲୋହାର। ସୂଚନାଯୋଗ୍ୟ,…

ବିଶ୍ୱ ଜଳାତଙ୍କ ଦିବସ ପାଳନ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,୨୮/୯( ପ୍ରଦୀପ କୁମାର ପାଢ଼ୀ)- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଲିମାମେଡା ଠାରେ ଥିବା ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଶନିବାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ବିଶ୍ୱ ଜଳାତଙ୍କ ଦିବସ ପାଳନ…

ବେଲଗୁଣ୍ଠା କଂସାରୀ ସାହିରେ ଚଳିତ ବର୍ଷର ଦୂର୍ଗା ପୂଜା ପାଇଁ ଆଜି ଷଷ୍ଠୀ ଅବସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ରାତି ପାହିଲେ ଜଗତଜନନୀ ମାଆ ଦୂର୍ଗାଙ୍କ ମହା ସପ୍ତମୀ ପୂଜା I ଏହି ଅବସରରେ ବିଭିନ୍ନ ଶକ୍ତି ପୀଠ ସହିତ ପୂଜା ମଣ୍ଡପ ଗୁଡିକ ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଲାଣି I କଳା ସଂସ୍କୃତିର ସହର ବେଲଗୁଣ୍ଠାରେ ମଧ୍ୟ ମାଆଙ୍କ ଆରାଧନା ପାଇଁ ବହୁ ପୂଜା ମଣ୍ଡପ ସଜାଇ…

ଭାରତୀୟ ଜନତା ପାର୍ଟି ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ ଓ ସଂସ୍କୃତିକ ଉତ୍ସବ ଅନୁଷ୍ଠିତ ।

କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ - ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା ତରଫରୁ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ , ଜିଏସଟି ସୁଧାର ଆଲୋଚନା ଚକ୍ର , ଚିତ୍ରାଙ୍କନ ଓ ପ୍ରତିଷ୍ଠିତ ବ୍ୟକ୍ତି ସମ୍ମାନିତ ଉତ୍ସବ…

ଚୋରା ମାଙ୍କଡ଼ା ଖଣିରୁ ପଥର ଚାଲାଣ,ମାଙ୍କଡ଼ା ପଥର ସହିତ ମିନି ଟ୍ରକ ଜବତ, ଚାଳକ ଗିରଫ

  ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ଓ କୋମଣ୍ଡ ଅଞ୍ଚଳରେ ଥିବା ପଥର ଖଣିରେ ପ୍ରଶାସନିକ ଚଢ଼ାଉ ପରେ ଚୋରାରେ ବିଳମ୍ବିତ ରାତିରେ ପଥର ଚାଲାଣ ହେଉଥିବା ବେଳେ ଓଡ଼ଗାଁ ପୋଲିସ ରବିବାର ସକାଳୁ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବେଆଇନ…