ବରଗଡ଼ ଧନୁଯାତ୍ରାକୁ ମା’ ତାରିଣୀ ନୃତ୍ୟଶିଳ୍ପୀ ମାନଙ୍କୁ ନିମନ୍ତ୍ରଣ
କେନ୍ଦୁଝର,ତା୧୪/୧୨- ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୮ତମ ମହୋତ୍ସବ ଅବସରରେ ଘଟଗାଁ ମା' ତାରିଣୀ ନୃତ୍ୟ ଶିକ୍ଷା ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନଙ୍କୁ ନିମନ୍ତ୍ରିତ କରାଯାଇଛି l ତେଣୁ ଆଜି ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି l ବରଗଡ଼ ଧନୁଯାତ୍ରାରେ କଂସ ଓ କୃଷ୍ଣଙ୍କ…