ମନରେଗା ଆଇନର ସ୍ପଷ୍ଟ ହତ୍ୟା, ଟାଟା ପାଓ୍ବାରକୁ ସରକାରୀ ସରଣାଗତି: ପୁରୀରେ କଂଗ୍ରେସର ତୀବ୍ର ସମାଲୋଚନା
ପୁରୀ,୧୦/୧ (ଅନିମେଶ ପଟ୍ଟନାୟକ) : ସ୍ଥାନୀୟ ଭିଆଇପି ରୋଡ ସ୍ଥିତ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଶନିବାର ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ…