ଓଡ଼ଗାଁ ବୈଦେହୀ ସଂଗୀତାୟନ ବାର୍ଷିକୋତ୍ସବ
ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ପ୍ରତିଷ୍ଠିତ ବୈଦେହୀ ସଂଗୀତାୟନ ଓଡ଼ଗାଁର ବାର୍ଷିକୋତ୍ସବ ସ୍ଥାନୀୟ ବ୍ଳକ୍ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଗୀତ ମହାବିଦ୍ୟାଳୟ ଓଡ଼ିଶୀ ଭୋକାଲ ବିଭାଗ ଅଧ୍ୟାପକ ସଂଗୀତ ନାଟକ ଏକାଡେମୀ…