ବିଶ୍ୱହିନ୍ଦୁ ପରିଷଦ ଘୁମୁସର ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରିଣୀ ଘୋଷଣା ଓ‌ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଘୁମୁସର ଜିଲ୍ଲା ଅନ୍ତର୍ଗତ ୯ ଗୋଟି ପ୍ରଖଣ୍ଡ ର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ କାର୍ଯ୍ୟକର୍ତ୍ତା ଏବଂ ଅନେକ ସନ୍ଥ ମହନ୍ତଙ୍କ ଉପସ୍ଥିତି କୁ ନେଇ ଆଜି ଅଗଷ୍ଟ ମାସ ୨୬ ତାରିଖ ବୁଧବାର ୨୦୨୬ ଦିବସ ରେ ଭଞ୍ଜନଗର ଆର୍.ଏମ୍.ସି…

ବିଧାୟକ ଙ୍କ ପ୍ରଚେଷ୍ଟାରେ ଏମ୍ସରେ ଭର୍ତ୍ତି ହେଲା କଣ୍ଟା ଗିଳିଥିବା ଶିଶୁ ଆକାଶ, ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ…

ବେଲଗୁଣ୍ଠା, ୨୬/୦୮: -(ଶିବରାମ ଚୌଧୁରୀ )-ପେଟରେ ଲୁହା କଣ୍ଟା ରହିଯାଇ ଗତ ଏକ ମାସ ଧରି ଯନ୍ତ୍ରଣା ଭୋଗୁଥିବା ତିନି ବର୍ଷୀୟ ଶିଶୁ ଆକାଶ ଜେନାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଯାଇଛି। ଶିଶୁର ଦୁର୍ଦ୍ଦଶା ସମ୍ପର୍କରେ ଜାଣି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ସହଯୋଗର…

ସାମ୍ବାଦିକଙ୍କ ମାତୃ ବିୟୋଗ

ବେଲଗୁଣ୍ଠା,୨୬/୦୮, -(ଶିବରାମ ଚୌଧୁରୀ )-ଦୈନିକ ଖବର କାଗଜ ଧରିତ୍ରୀର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ତଥା ବେଳଗୁଣ୍ଠା ପ୍ରେସକ୍ଲବ୍ ସଦସ୍ୟ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ମାଆ ସୁଦେଷ୍ଣା ପଟ୍ଟନାୟକ ୬୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ସେ କିଛି ଦିନ ହେବ ମସ୍ତିଷ୍କ ଜନିତ…

ନେଟଙ୍ଗା ସବୁଜ ବାହିନୀ ପକ୍ଷରୁ “ପୁନଶ୍ଚ ପୃଥିବୀ -୨୦୨୬” ଆୟୋଜିତ

ବେଲଗୁଣ୍ଠା, ୨୬/୦୮,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ସବୁଜ ବାହିନୀ ପକ୍ଷରୁ ଆଜି ନେଟଙ୍ଗା ବଡ଼ଦାଣ୍ଡ ଠାରେ ପୁନଶ୍ଚ ପୃଥିବୀ -୨୦୨୬ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏକ୍ ପେଡ୍ ମା କେ ନାମ୍ ର ତୃତୀୟ ସଂସ୍କରଣ ଆଧାରରେ ଏକ ସ୍ଵଛ…

ଦନ୍ତାହାତୀ ହାବୁଡରେ ପଡି ଯୁବକର ଜୀବନ ଗଲା।

କେନ୍ଦୁଝର,ତା୨୬/୮- ଘଟଗାଁ ବ୍ଲକ ସ୍ଵାମପାଟଣା ରେଞ୍ଜ ତୋରାଣିପୋଖରୀ ପଞ୍ଚାୟତ ଅନ୍ତର୍ଗତ ଧୋବାପିଟଣା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଆଜି ଦିବା ୨ ଘଟିକା ସମୟରେ ମାଧବ ଗାଗରାଇ(୩୦) ନାମକ ଜଣେ ଯୁବକ ନିକଟବର୍ତ୍ତୀ ଜଙ୍ଗଲ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ହଠାତ୍ ଏକ…

ଗଜପତି ପୋଲିସ ଦ୍ୱାରା ମୋବାଇଲ ଫେରସ୍ତ ମେଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ହଜିଯାଇଥିବା ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି।ଯେଉଁମାନଙ୍କର ମୋବାଇଲ ଚୋରିଯାଇଥିଲା କିମ୍ବା ହଜିଯାଇଥିଲା ସେମାନେ ଥାନାରେ ଅଭିଯୋଗ କରିଥିଲେ। ଗଜପତି ପୋଲିସ ପକ୍ଷରୁ ଏଦିଗରେ…

ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ।

ଆସନ୍ତା କାଲି ମଣ୍ଡୋସିଲ ରେ ହେବ ଅନ୍ତେଷ୍ଟିକ୍ରିୟା ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା…

ଶିଶୁ ସୁରକ୍ଷା କର୍ମଚାରୀଙ୍କ ପାଇଁ ଦିବ୍ୟାଙ୍ଗତା ସମାବେଶୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଦିବ୍ୟାଙ୍ଗତା ସମାବେଶୀକରଣ ଉପରେ ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମେଳନ କକ୍ଷ-୨ ଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି।…

ସାମ୍ୱାଦିକଙ୍କ ମାତୃ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲା ପ୍ରତିନିଧି ସାମ୍ୱାଦିକ ଅମିତ୍ ପଟ୍ଟନାୟକଙ୍କ ମାତା ଜୟଲକ୍ଷ୍ମୀ ପଟ୍ଟନାୟକ ଗତକାଲି ରାତ୍ରୀରେ ପରଲୋକ ଗମନ କରିଛନ୍ତି।ମୃତ୍ୟୁ ସମୟରେ ତାଙ୍କ ନିକଟରେ ବିରହୀ ସ୍ୱାମୀ କାର୍ତ୍ତିକ ପଟ୍ଟନାୟକ , ପୁତ୍ର ଦ୍ଵୟ ଅମିତ ଓ ମନୋଜ…

ଅଜୟଗଡ ସାପ୍ତାହିକ ହାଟର ଶୁଭ ଉଦଘାଟନ କଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ଗ୍ରାମରେ ବହୁ ପ୍ରତୀକ୍ଷିତ ସାପ୍ତାହିକ ହାଟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାଟର ଶୁଭ ଉଦଘାଟନ କରିଥିଲେ।ଅଜୟଗଡ…