ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ଅବଧି ଅକ୍ଟୋବର ଯାଏଁ ବଢ଼ାନ୍ତୁ ସରକାର : ଓଜେସି
ଖରିଫ ଧାନ ବିକ୍ରି ପଞ୍ଜିକରଣ ପ୍ରକ୍ରିୟାକୁ ସରଳିକରଣ କରିବା ଓଜେସିର ଦାବି
ଭୁବନେଶ୍ୱର, (୨୮.୦୮.୨୦୨୬); ରାଜ୍ୟରେ ଜାରି ରହିଥିବା ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣରେ ସମସ୍ୟା ଓ ସାରା ରାଜ୍ୟରୁ ଆସୁଥିବା ପୁଳାପୁଳା ଅଭିଯୋଗ, ଅସନ୍ତୋଷକୁ ନେଇ ସରକାରଙ୍କ ଉପରେ ବର୍ଷିଛି!-->!-->!-->!-->!-->…