ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଟ୍ରକ ଚକା ତଳେ ଚାପି ହୋଇ ଯୁବତୀଙ୍କ ମୃତ୍ୟୁ
ଓଡ଼ଗାଁ, ୨୫ା୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରାମ ସାଗର ପାର୍କ ସମ୍ମୁଖରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ୪୦୭ ଟ୍ରକ ମାଡ଼ିଯିବା ଫଳରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଲେ ଲଣ୍ଡାବାଦୁ ଗ୍ରାମର…