ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ ୯୮ ଗ୍ରାମର ହେରୋଇନ ଜବତ।ମହିଳାଙ୍କ ସମେତ ଦୁଇ ଗିରଫ
ଜଗତସିଂହପୁର ତା-୧୩.୦୧.୨୦୨୬ ସୁମନ୍ତ କୁମାର ଦାସ: ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ମଙ୍ଗଳବାର ଦିନ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ।
ଜଗତସିଂହପୁର ଥାନା ଅନ୍ତର୍ଗତ…